Browsing Category
Featured
ରାଜଧାନୀରେ ସେକ୍ସ ରାକେଟ୍, ଧରାପଡିଲେ ୩ ଯୁବତୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କନ୍ସଲଟାନ୍ସି ସେଣ୍ଟର ନାଁରେ ଚାଲିଛି ସେକ୍ସ ରାକେଟ୍ । ମଞ୍ଚେଶ୍ୱର ଥାନା ସତ୍ୟବିହାର ଅଞ୍ଚଳରେ ଚଢ଼ାଉ କରି ଧରିଛି ପୋଲିସ । ଏହି ମାମଲାରେ ପୋଲିସ ୩ ଯୁବତୀଙ୍କୁ…
ସେକ୍ସ ଚାଟ୍ ଦେଖାଇ ବ୍ଲାକମେଲିଂ, ୩୦୦ ଜଣଙ୍କ ଠାରୁ ଲୁଟିଲେଣି ୨୦ କୋଟି ଟଙ୍କା
ଗାଜିଆବାଦ୍: ହନିଟ୍ରାପ୍ ସହ ଜଡ଼ିତ ଏକ ଆଶ୍ଚର୍ଯ୍ୟ କରିବା ପରି ମାମଲା ସାମନାକ୍ରୁ ଆସିଛି । ଏହିଭଳି ମାମଲାରୁ ଦୂରେଇ ରହିବାକୁ ପୋଲିସ୍ ବାରମ୍ବାର ସଚେତନ କରୁଥିଲେ ସୁଦ୍ଧା ଲୋକମାନେ ସୁଧୁରିବାର ନାଁ ଧରୁନାହାନ୍ତି ।…
ଆମେ ବିଶ୍ୱ କପରେ କେବେ ନା କେବେ ପାକିସ୍ତାନଠୁ ହାରିବୁ, ସତ ହୋଇଗଲା ଧୋନୀଙ୍କ ଭବିଷ୍ୟତବାଣୀ
ନୂଆଦିଲ୍ଲୀ : ଅକ୍ଟୋବର ୨୪ ତାରିଖକୁ ଭାରତୀୟ ପ୍ରଶଂସକ ଯଥା ଶୀଘ୍ର ଭୁଲିବାକୁ ଚାହିଁବେ । କାରଣ ଏହି ଦିନ ତାହା ହୋଇଗଲା ଯାହା ଗତ ୨୯ ବର୍ଷ ଧରି କେବେ ହୋଇନଥିଲା । ଟି-୨୦ ବିଶ୍ୱ କପ୍ ୨୦୨୧ର ମହାମୁକାବିଲାରେ…
ସଫଳ ହେଲା ଅମ୍ରିତ ପ୍ରଧାନଙ୍କ ଫୁସଫୁସ୍ ପ୍ରତିରୋପଣ, ୧୯ ଘଣ୍ଟା ଧରି ଚାଲିଥିଲା ଅସ୍ତ୍ରୋପଚାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘଦିନ ଧରି ଏକମୋରେ ଚିକିତ୍ସିତ ହେଉଥିବା ଅମ୍ରିତ ପ୍ରଧାନଙ୍କ ଫୁସଫୁସ୍ ପ୍ରତିରୋପଣ ହୋଇଛି । ଫୁସଫୁସ୍ ଯୋଗାଡ଼ କରାଯିବା ପରେ ତାଙ୍କର ଅପରେସନ ଆରମ୍ଭ ହୋଇଥିଲା । ୧୯ ଘଣ୍ଟାର ଅପରେସନ୍…
ପରାଜୟ ପରେ ଅଜବ ପ୍ରଶ୍ନ ଶୁଣି ପାକିସ୍ତାନୀ ସାମ୍ବାଦିକଙ୍କ ମୁହଁ ବନ୍ଦ କରି ଦେଲେ କୋହଲି, କହିଲେ- ବିବାଦ ଦରକାର …
ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପର ସୁପର ୧୨ ରାଉଣ୍ଡର ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନ ହାତରୁ ୧୦ ୱିକେଟରେ ପରାଜିତ ହୋଇଛି । ଭାରତ ପ୍ରଥମ ଥର ବିଶ୍ୱ ଇତିହାସରେ ପାକିସ୍ତାନଠୁ ପରାଜୟ ଭୋଗିଛି । ମ୍ୟାଚ୍ ପରେ…
ରାଜସ୍ଥାନ ବିଜେପିରେ ପୁଣି ବଢ଼ିଲା କନ୍ଦଳ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାର
ନୂଆଦିଲ୍ଲୀ: ରାଜସ୍ଥାନ ବିଜେପିରେ ପୁଣି ଦଳୀୟ କନ୍ଦଳ ଆରମ୍ଭ ହୋଇଯାଇଛି । ଆସନ୍ତା ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କିଏ ମୁଖ୍ୟମନ୍ତ୍ରୀ ଚେହେରା ହେବ, ତାହାକୁ ନେଇ ଘନେଇଛି ବିବାଦ । ତେବେ ପାର୍ଟିର…
T20 WC, India vs Pakistan: ପାକ୍ ରେ ହେଉଛି କୋହଲୀଙ୍କ ପ୍ରଶଂସା, ଫଟୋ ଟୁଇଟ୍ କଲା ପିସିବି
ନୂଆଦିଲ୍ଲୀ: ଭାରତୀୟ ଟିମ୍ କୁ ଟି-୨୦ ବିଶ୍ୱକପ୍ ୨୦୨୧ ରେ ନିଜର ପ୍ରଥମ ମୁକାବିଲାରେ ହାର୍ ର ସାମନା କରିବାକୁ ପଡ଼ିଛି । ରବିବାର ଦିନ ଦୁବାଇରେ ଟିମ୍ ଇଣ୍ଡିଆର ଚିର-ପ୍ରତିଦ୍ୱନ୍ଦୀ ପାକିସ୍ତାନ ୧୦ଟି ୱିକେଟ୍ ରେ ଜିତ୍…
NEET-PG କାଉନସେଲିଂ ସ୍ଥଗିତ ନିର୍ଦ୍ଦେଶ, କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: NEET-PG କାଉନସେଲିଂ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । OBC ଓ EWC ପାଇଁ ସଂରକ୍ଷଣ ବୈଧତାକୁ ନେଇ ପ୍ରଶ୍ନ…
ପାକିସ୍ତାନରେ ନୁହେଁ ଭାରତରେ ଭାଙ୍ଗିଲା ଟିଭି, ଶତ୍ରୁ ଦେଶର ଜିତ୍ ସହିପାରିଲେନି ଫ୍ୟାନ୍ସ; ଗୁଣ୍ଡ କଲେ TV ସେଟ୍
ନୂଆଦିଲ୍ଲୀ: ଦୁବାଇରେ ଚାଲିଥିବା ଆଇସିସି ଟି-୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଗତକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଏହା ଏକ ବହୁ ପ୍ରତୀକ୍ଷିତ ମ୍ୟାଚ୍ ହୋଇଥିବା ବେଳେ ଦୁଇ ଦେଶର କୋଟି କୋଟି…
ଭିଜିଲାନ୍ସ ଜାଲରେ ଫସିଲେ ସିଡିପିଓ
ଭବାନୀପାଟଣା(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ସିଡିପିଓ । ଲାଞ୍ଚ ନେବାବେଳେ ଥୁଆମୂଳ ରାମପୁର ସିଡିପିଓ ପୁଷ୍ପାଞ୍ଜଳି ରଥଙ୍କୁ ଧରିଛି ଭିଜିଲାନ୍ସ । ଅଙ୍ଗନାବାଡ଼ି କର୍ମୀ ଚୟନ ପାଇଁ ଏକ ଲକ୍ଷ ଟଙ୍କା…