Browsing Category

Featured

ଆଫଗାନିସ୍ତାନକୁ ୟୁରୋପୀୟ ୟୁନିଅନର ୧ ବିଲିୟନ ୟୁରୋ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ଆଫଗାନିସ୍ତାରେ ତାଲିବାନ କବ୍ଚା ପରଠାରୁ ସେଠାରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି । ନିକଟରେ ଆଫଗାନିସ୍ତାନରେ ବେରୋଜଗାରୀ, ଦାରିଦ୍ର୍ୟ ଏବଂ ଖାଦ୍ୟ ସଙ୍କଟ ଦେଖାଦେଇଥିବା ନେଇ ରିପୋର୍ଟ ପ୍ରକାଶିତ…

ପୃଥିବୀ ବାହାରେ ରହିଛି ଜୀବନ! ବୈଜ୍ଞାନିକଙ୍କୁ ମିଳିଲା ପ୍ରମାଣ

ନୂଆଦିଲ୍ଲୀ: ପୃଥିବୀ ବାହାରେ ଅନ୍ୟ କୌଣସି ଗ୍ରହରେ ଜୀବସତ୍ତା ରହିଛି କି ନାହିଁ ? ତାହା ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇଆସିଛି । କିନ୍ତୁ ଏହାରି ମଧ୍ୟରେ ବୈଜ୍ଞାନିକ ଏବେ ଏକ ରେଡିଓ ସିଗ୍ନାଲ ପାଇଛନ୍ତି, ଯାହା ଆଧାରରେ…

୨୦୨୨ରେ ୮.୫% ରହିବ ଭାରତର ଆର୍ଥିକ ଅଭିବୃଦ୍ଧି: ଆଇଏମଏଫ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ୨୦୨୧ ମସିହାରେ ଭାରତର ଜିଡିପି ଅଭିବୃଦ୍ଧି ୯.୫% ଏବଂ ୨୦୨୨ରେ ୮.୫% ହେବା ନେଇ ଆକଳନ କରିଛି । ଏହାପୂର୍ବରୁ ଚଳିତ ବର୍ଷ ଜୁଲାଇରେ ଆଇଏମ୍ଏଫ୍ ଭାରତର ଅଭିବୃଦ୍ଧି…

ଟ୍ୱିଟରର ନୂଆ ଫିଚର; ଫଲୋଅରଙ୍କୁ ବ୍ଲକ୍ ବଦଳରେ କରିପାରିବେ ‘ସଫ୍ଟ ବ୍ଳକ୍’

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଏହାର ୱେବ୍ ଭର୍ଜନ  ପାଇଁ ନିକଟରେ ଏକ ଫିଚର ଆଣିଛି । ଯେଉଁଥିରେ ଆପଣ ୟୁଜରଙ୍କୁ ବ୍ଲକ ନକରି ବି ବ୍ଲକ କରିପାରିବେ ।  ଏହାର ଅର୍ଥ ହେଉଛି ଯେ ଆପଣ ଯେଉଁ ୟୁଜରଙ୍କୁ ବ୍ଲକ…

ନିଜ ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ପିଶାଚ ବାପା

ଭୁବନେଶ୍ୱର: ସମ୍ପର୍କର ସୀମା ଟପିଲା ପିଶାଚ ବାପା । କଳଙ୍କିତ ହେଲା ବାପା ଝିଅର ସମ୍ପର୍କ । ନିଜ ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ପିଶାଚ ବାପା । ମାଲକାନଗିରିରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ।…

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ IAS ଅମିତ ଖରେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଆଇଏଏସ ଅମିତ ଖରେ । ମାନବ ସମ୍ବଳ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବରେ କାର୍ଯ୍ୟ ତୁଲାଇଥିବା ଅମିତ ଖରେ ଏବେ…

ବଡ଼ ନିଷ୍ପତ୍ତି: ୧୮ରୁ ପୂର୍ଣ୍ଣ କ୍ଷମତାରେ ଉଡ଼ିବ ବିମାନ

ନୂଆଦିଲ୍ଲୀ: କରୋନା ମାମଲା ହ୍ରାସ ପାଉଥିବା ବେଳେ ବିମାନ ଉଡ଼ାଣର କ୍ଷମତାକୁ ନେଇ ନିଆଯାଇଛି ବଡ଼ ନିଷ୍ପତ୍ତି । ଏଣିକି ସମ୍ପୂର୍ଣ୍ଣ କ୍ଷମତା ସହିତ ଉଡ଼ିବ ବିମାନ । ଅକ୍ଟୋବର ୧୮ ତାରିଖରୁ ସବୁ ଯାତ୍ରୀବାହୀ ବିମାନ ଚଳାଚଳ…

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସରେ ଲାଗିଗଲା ନିଆଁ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ରେ ଆଜି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗ ସଚିବାଳୟର ୧୪ ତମ ମହଲାରେ ନିଆଁ ଲାଗିଯିବା ପରେ ତାହାକୁ ଏବେ ବନ୍ଦ କରାଯାଇଛି । ୧୪ତମ…

ପୁରୁଷ ସମ୍ପର୍କୀୟଙ୍କ ସହ ନାଚୁଥିଲେ ସ୍ତ୍ରୀ; ରାଗରେ ସ୍କ୍ରୁଡ୍ରାଇଭରରେ ମାରି ହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ: କର୍ଣ୍ଣାଟକ ବେଙ୍ଗାଲୁରୁରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ସ୍କ୍ରୁଡ୍ରାଇଭରରେ ମାରି ହତ୍ୟା କରିଛନ୍ତି । ଅନ୍ନାପୂର୍ଣ୍ଣେଶ୍ୱରୀର ବିଆର କାନ୍ତାରାଜୁ ତାଙ୍କ ପତ୍ନୀଙ୍କ ଉପରେ ସନ୍ଦେହ କରୁଥିଲେ…

Whatsapp ବ୍ୟବହାର କାରଣରୁ ମୁସଲିମ ମହିଳା ଅଟକ; ଦାଏର ହେଲା ଅପରାଧିକ ମାମଲା

ନୂଆଦିଲ୍ଲୀ: ଟେକ୍ନୋଲୋଜିରେ ଆମେ ଦିନକୁ ଦିନ ଆଗକୁ ବଢୁଥିବା ବେଳେ ହ୍ୱାଟ୍ସଆପ୍ ବ୍ୟବହାର ପାଇଁ ଜଣେ ମହିଳା ଅଡୁଆରେ ପଡିଛନ୍ତି । ମୁସଲିମ ମହିଳା ଜଣଙ୍କୁ ହ୍ୱାଟ୍ସଆପ୍ ବ୍ୟବହାର କାରଣରୁ ଅଟକ ରଖାଯିବା ସହିତ ଅପରାଧିକ…