Browsing Category

Featured

କରୋନାର ନୂଆ ରୂପ ‘ମିକୋର ମାଇକୋସିସ୍’, ଯାହାର ପ୍ରଭାବରେ ୧୫ ଦିନରେ ଆଖି ହରାଇଲେଣି ୮ ରୋଗୀ

ନୂଆଦିଲ୍ଲୀ, ୭ା୫: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଜାରି ରହିଛି । ଦୈନିକ ପଜିଟିଭ୍ ଓ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ବର୍ତ୍ତମାନ କରୋନାକୁ ନେଇ ଏକ ନୂଆ ସମସ୍ୟା ଉଭା ହେଉଛି । ଠିକ୍ ସମୟରେ…

କୋଭିଡ୍ ଆକ୍ରାନ୍ତଙ୍କୁ ଔଷଧ ପାଇଁ ଏସଓପି ଜାରି

ଭୁବନେଶ୍ୱର, ୦୭/୦୫(ଓଡିଶା ଭାସ୍କର) : କରୋନା ରୋଗୀଙ୍କ ପାଇଁ ବ୍ୟବହୃତ ହେଉଥିବା ଔଷଧ ପାଇଁ ଆଜି ଏସଓପି ଜାରି ହୋଇଛି । ତେବେ ଆଜି କରୋନା ପାଇଁ ନୁଆ ଔଷଧ TOCILIZUMAB ଓ ଅନ୍ୟ ଔଷଧ ପାଇଁ ଏସଓପି ଜାରି ହୋଇଛି । ତେବେ…

କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ବ୍ରହ୍ମପୁର, ୦୭/୦୫(ଓଡିଶା ଭାସ୍କର) : କରୋନା ଏବେ ସାରା ରାଜ୍ୟକୁ ଗ୍ରାସ କରିବାରେ ଲାଗିଛି । ଏହାର ପ୍ରଭାବରେ ଅନେକ ଆଗଧାଡିର ଯୋଦ୍ଧା ପ୍ରାଣ ହରାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅନେକ ସାମ୍ବାଦିକ ମାନେ ମଧ୍ୟ…

ବିଲ୍ ଗେଟସଙ୍କୁ ଛାଡ଼ି ଚାଲିଯାଇଥିଲେ ତାଙ୍କର ଅନେକ ଗାର୍ଲଫ୍ରେଣ୍ଡ, ଏବେ ହାତ ଛାଡ଼ିଲେ ପତ୍ନୀ, ଜାଣନ୍ତୁ ଛାଡ଼ପତ୍ର ପଛର ଅସଲ କାରଣ

ସାଧାରଣତଃ କୁହାଯାଇଥାଏ ଯେ, ଟଙ୍କା ଦ୍ୱାରା ସବୁକିଛି କିଣିହେବ ବୋଲି । ମାତ୍ର ଏକଥା ଭୁଲ୍ ବୋଲି ପ୍ରମାଣିତ ହୋଇଛି । ବିଶ୍ୱର ଅନ୍ୟତମ ଧନୀ ଦମ୍ପତ୍ତିଙ୍କ ଛାଡ଼ପତ୍ର ଆମକୁ ଏଇ ସୂଚନା ଦେଉଛି ଯେ, ମଣିଷର ସମ୍ପର୍କ, ଭାବନା…

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମକେ ଷ୍ଟାଲିନ୍

ଚେନ୍ନାଇ, ୭ା୫: ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ (ଡିଏମକେ) ଅଧ୍ୟକ୍ଷ ଏମକେ ଷ୍ଟାଲିନ୍ ଶପଥ ଗ୍ରହଣ କରିଛନ୍ତି । ତାମିଲନାଡ଼ୁ ଗଭର୍ଣ୍ଣର ବନୱାରିଲାଲ ପୁରୋହିତ ଷ୍ଟାଲିନଙ୍କୁ ରାଜଭବନରେ…

ଅସମ୍ଭାଳ ହେଲାଣି ଦେଶର ସ୍ଥିତି: ଆଜି ୩୯୧୫ ମୃତ, ୪.୧୪ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ, ୭ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୯୧୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୪ ହଜାର ୮୩କୁ ବୃଦ୍ଧି…

ସେକ୍ସ ସମୟରେ ହଠାତ୍ ଶୋଇଗଲେ ପତି, ପତ୍ନୀଙ୍କର ହେଲା ମୃତ୍ୟୁ, ଜାଣନ୍ତୁ କିପରି

ନୂଆଦିଲ୍ଲୀ, ୭ା୫: ବ୍ରିଟେନର ଏକ ଦମ୍ପତ୍ତି ଛୁଟି କଟାଇବା ପାଇଁ ଏକ ରିସୋର୍ଟକୁ ଯାଇଥିଲେ । ତେବେ ସେଠାରେ ପତି ଜଣକ ହଠାତ୍ ଶୋଇପଡ଼ିବା କାରଣରୁ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ଏହି ମାମଲାର ଶୁଣାଣି…

ଇରଫାନ ପଠାନଙ୍କ ଉପରେ ବୋହୂର ଅବୈଧ ସମ୍ପର୍କ ଅଭିଯୋଗ ଆଣିଲେ ବୃଦ୍ଧ ଦମ୍ପତି, ଜାରି କଲେ ଭିଡିଓ

ଅହମ୍ମଦାବାଦ,୭ ।୫: ଭାରତର ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ଉପରେ ଅହମ୍ମଦାବାଦ ପୋଲିସ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ସୟେଦ ଇବ୍ରାହିମ ତାଙ୍କ ବୋହୂ ସହ ଅବୈଧ ସମ୍ପର୍କ ରଖିବା ଅଭିଯୋଗ ଆଣିଛନ୍ତି । ଅଭିଯୋଗକାରୀ…

କରୋନା ରୋଗୀଙ୍କ ଔଷଧ ନେଇ ଜାରି ହେଲା ନୂଆ ଗାଇଡଲାଇନ୍

ଭୁବନେଶ୍ୱର, ୭ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ିବାରେ ଲାଗିଛି । ଆଜି ୧୯ ଜଣଙ୍କ ଜୀବନ ଯିବା ସହ ପଜିଟିଭ୍ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି…