Browsing Category
Featured
୮୯ ବର୍ଷ ପରେ ଚୀନକୁ ଫେରିଲା ମଙ୍କି ବି ଭାଇରସ୍, ସଂକ୍ରମଣ ପରେ ହେଲା ମୃତ୍ୟୁ
ନୂଆଦିଲ୍ଲୀ: ଚୀନରେ ଚିହ୍ନଟ ହୋଇଛି ପ୍ରଥମ ମଙ୍କି ବି ଭାଇରସ୍ ସଂକ୍ରମିତ । ଆଉ ଏହି ଭାଇରସ୍ ରେ ଆକ୍ରାନ୍ତ ହେବାପରେ ଉକ୍ତ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଯାହା ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ବେଜିଂରେ…
ଭାରତୀୟଙ୍କ ସହିତ କର ଏମିତି କାମ; ତାଲିବାନୀ ଆତଙ୍କୀଙ୍କୁ ମିଳିଲା ଆଦେଶ
କାବୁଲ: ଆଫଗାନିସ୍ତାନରେ ତାଲିବାନୀ ସେନାଙ୍କ ଗୃହଦାହ ଲାଗି ରହିଥିବା ବେଳେ ସେଠାରେ ଅବସ୍ଥିତ ଭାରତୀୟଙ୍କ ପାଇଁ ଅଡୁଆ ପରସ୍ଥିତି ସୃଷ୍ଟି ହୋଇଛି । ଆମେରିକୀୟ ସେନା ପାକିସ୍ତାନ ଛାଡିବାକୁ ମାତ୍ର ଦୁଇ ସପ୍ତାହ ମଧ୍ୟରେ…
୧୬୩ କୋଟିର ବେଆଇନ୍ ଡ୍ରଗ୍ସରେ ନିଆଁ ଲଗାଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁଠି
ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବେଆଇନ ଡ୍ରଗ୍ସ ବିରୋଧରେ ଜିରୋ-ଟଲରାନ୍ସ ବାର୍ତ୍ତା ଦେବାକୁ ଯାଇ ଜବତ ହୋଇଥିବା ପ୍ରାୟ ୧୬୩ କୋଟି ଡ୍ରଗ୍ସରେ ନିଜେ ନିଆଁ ଲଗାଇ ଏହାକୁ ନଷ୍ଟ କରିଛନ୍ତି ।…
ସବୁ ସାରି ଦେଲା ମୂଷା, କାଟିଦେଲା ବ୍ୟାଗରେ ଥିବା ୨ ଲକ୍ଷ ଟଙ୍କା, ଏବେ କେମିତି ହେବ ଅପରେସନ
ମେହବୁବାବାଦ୍: ଟଙ୍କା ନଷ୍ଟ ହେବାର ବିଭିନ୍ନ କାରଣ ବିଷୟରେ ଆପଣମାନେ ନିଶ୍ଚୟ ଜାଣିଥିବେ । ଯେମିତିକି ବ୍ୟବସାୟରେ କ୍ଷତି, ଠକେଇ କରି ଲୁଟିବା ଏମିତି ଅନେକ କିଛି । ତେବେ ତେଲେଙ୍ଗାନାରେ ଥିବା ଜଣେ କୃଷକଙ୍କର ଯେଉଁଭଳି…
କବିବର ରାଧାନାଥଙ୍କ ଧୁଡ଼ିଖୋଲ ସ୍ମୃତିସ୍ତମ୍ଭ ଅବହେଳିତ, ସଂସ୍କୃତି ବିଭାଗର ଅଣଦେଖା
ଓଡ଼ିଶା ଭାସ୍କର ବ୍ୟୁରୋ: କବିବର ରାଧାନାଥ ରାୟଙ୍କ ଏକ ସ୍ମୃତିସ୍ତମ୍ଭ ଅବହେଳିତ ହୋଇପଡ଼ିଛି। ସରକାରଙ୍କ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ଵ ନିଆଯାଉନି। ଫଳରେ ଉତ୍କଳର ଅନ୍ୟତମ ବରପୁତ୍ରଙ୍କ ସ୍ମୃତି ହଜିଯିବାକୁ…
ଗାଇଡଲାଇନ୍ ଜାରି କଲା ବିଏମସି; ନମାନିଲେ ବନ୍ଦ ହେବ ଅଫିସ୍
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା କଟକଣାକୁ ସାମାନ୍ୟ କୋହଳ କରାଯାଇଥିବା ବେଳେ ଶତ ପ୍ରତିଶତ କ୍ଷମତା ସହିତ ଅଫିସ ଚଳାଇବା ନିମନ୍ତେ ଅନୁମତି ମିଳିଛି । ରବିବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାଜଧାନୀର…
କେମିତି ଜନ୍ମ ହୁଅନ୍ତି ଯାଆଁଳା ଛୁଆ, ଜାଣନ୍ତୁ ଗର୍ଭରେ ପୁଅ-ଝିଅରେ ପରିବର୍ତ୍ତନ ହେବାର ବିଜ୍ଞାନ
ଓଡ଼ିଶା ଭାସ୍କର ବ୍ୟୁରୋ: କିଛି ମହିଳା ଡେଲିଭେରୀ ସମୟରେ ଏକାସାଙ୍ଗରେ ଦୁଇରୁ ତିନିଟି ଛୁଆ ଜନ୍ମ କରନ୍ତି । ମେଡିକାଲ୍ ସାଇନ୍ସ କୁହେ ଯେ, ଗୋଟିଏ ସ୍ପର୍ମରେ କେବଳ ଗୋଟିଏ ଛୁଆ ହିଁ ଜନ୍ମ ହୋଇପାରିବ । ତାହେଲେ ପୁଣି…
ଅଶ୍ଵିନୀ ବୈଷ୍ଣବଙ୍କୁ ୨୦୨୦ରେ ମନ୍ତ୍ରୀ କରିବାକୁ ଚାହୁଥିଲେ ମୋଦୀ, ହେଲେ ସଂଘ ନଥିଲା ରାଜି, ବିଜେପି ନେତା ମଧ୍ୟ ଜାଣି ନଥିଲେ
ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସରେ ନିଜ ଦ୍ଵିତୀୟ ସରକାରରେ ପ୍ରଥମ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। ହେଲେ କ୍ୟାବିନେଟରେ ଗୁରୁତ୍ଵପୂର୍ଣ୍ଣ ବଦଳି କରି ସଭିଙ୍କୁ ଚକିତ କରି…
୩ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ କାର୍ଗିଲ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ କୋବିନ୍ଦ; ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଯିବେ । ଆସନ୍ତା ଜୁଲାଇ ୨୫-୨୭ ତାରିଖ ମଧ୍ୟରେ ରାଷ୍ଟ୍ରପତି ଜମ୍ମୁ କଶ୍ମୀର ଗସ୍ତ କରିବେ ବୋଲି ଜଣାପଡିଛି । ତିନି ସେନାର ସର୍ବମୁଖ୍ୟ…
EMI ନ ଭରିଲେ ଜବତ ହେବ କି ସଂପତ୍ତି ? ଏ ଦିଗରେ କଣ ରହିଛି ଆପଣଙ୍କ ଅଧିକାର, ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର
ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତରେ ଅଧିକାଂଶ ଲୋକ ଘର ତିଆରି, ଗାଡି, ମୋବାଇଲ ଏବଂ ଅନେକ ପ୍ରକାରର ଜିନିଷ କ୍ରୟ କରିବା ପାଇଁ ଲୋନ କରିଥାନ୍ତି । ତେଣୁ ପ୍ରତିମାସରେ ଲୋକମାନେ ଇଏମଆଇ ଭରିବାକୁ ପଡ଼ୁଛି । ବେଳେ ଏହି…