Browsing Category
Featured
ସିନେମାକୁ ପୁରିଲା ୧୦୮ ବର୍ଷ: ଆଜି ରିଲିଜ୍ ହୋଇଥିଲା ଭାରତର ପ୍ରଥମ ଫିଲ୍ମ
ମୁମ୍ବାଇ, ୦୩ ।୦୫ (ଓଡ଼ିଶା ଭାସ୍କର) : ହିନ୍ଦୀ ସିନେମାକୁ ଆଜି ୧୦୮ ବର୍ଷ ପୁରିଛି । ୧୯୧୩ ମସିହାରେ ଆଜିର ଦିନରେ ଭାରତର ପ୍ରଥମ ଫିଚର୍ ଫିଲ୍ମ ରିଲିଜ୍ ହୋଇଥିଲା । ଆଉ ତା ନାଁ ଥିଲା "ରାଜା ହରିଶ୍ଚନ୍ଦ୍ର" । ହେଲେ ଏବେ…
ଏମିତି ଏକ ବିଷୟରେ ଅଧ୍ୟୟନ କରିବା ଯୋଗୁ ଛାତ୍ରଙ୍କୁ ଯିବାକୁ ପଡିଲା ଜେଲ୍ !
ନୂଆଦିଲ୍ଲୀ ୦୩ ।୦୫ (ଓଡ଼ିଶା ଭାସ୍କର) : କଲେଜ ଛାତ୍ରଙ୍କୁ ନିଜର ପାଠ ପଢା ପାଇଁ ଜେଲରେ ରଖାଯିବା କଥା କେବେ ଶୁଣି ନଥିବେ । ଏଭଳି ଏକ ଘଟଣା ମିଶର ଦେଶରେ ଘଟିଛି । ଅଷ୍ଟ୍ରିଆର ସେଣ୍ଟ୍ରାଲ ୟୁରୋପୀୟ ବିଶ୍ୱବିଦ୍ୟାଳୟର…
ଅକ୍ସିଜେନ୍ ଅଭାବରୁ ପୁଣି ୨୪ ରୋଗୀଙ୍କ ମୃତ୍ୟୁ: ସରକାରଙ୍କୁ ଘେରିଲା କଂଗ୍ରେସ
ବେଙ୍ଗାଲୁରୁ, ୩ା୫: ଦେଶରେ କରୋନା ସଂକ୍ରମଣ ଯେଉଁ ହାରରେ ବୃଦ୍ଧି ପାଉଛି, ତା’ଠାରୁ ଅଧିକ ମାତ୍ରାରେ ଅକ୍ସିଜେନ ଅଭାବରୁ ଲୋକେ ମୃତ୍ୟୁବରଣ କରୁଛନ୍ତି । କର୍ଣ୍ଣାଟକର ଚାମରାଜନଗର ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ଅଭାବରୁ…
କରୋନା ଉଜାଡିଲା ସଂସାର: ସ୍ୱାମୀଙ୍କ ମୃତ୍ୟୁ ଦୁଃଖରେ ଆତ୍ମହତ୍ୟା କଲେ ସ୍ତ୍ରୀ
ବ୍ରହ୍ମପୁର, ୦୩/୦୫: ପ୍ରଥମେ ସାନପୁଅର ଦୁର୍ଘଟଣାରେ ଅକାଳ ମୃତ୍ୟୁ ଆଉ ଏବେ କରୋନାରେ ସ୍ୱାମୀଙ୍କ ମୃତ୍ୟୁ ଏଭଳି କଷ୍ଟକୁ ସହି ନପାରି ଶେଷରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ୪୫ ବର୍ଷୀୟ କବିତା ନାହକ ।…
ମାଡ୍ରାସ୍ ହାଇକୋର୍ଟର ଟିପ୍ପଣୀକୁ କଡା ମେଡିସିନ୍ ଭାବି ଢ଼ୋକି ଦିଅନ୍ତୁ: ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟର କଡା ତାଗିଦ୍
ନୂଆଦିଲ୍ଲୀ, ୦୩ ।୦୫ (ଓଡ଼ିଶା ଭାସ୍କର) : ରାଜନୈତିକ ରାଲିକୁ ଅନୁମତି ଦେବାକୁ ଯାଇ ନିର୍ବାଚନ କମିସନ ଏବେ ବିଭିନ୍ନ ମହଲରେ କଟାକ୍ଷର ଶିକାର ହେଉଛନ୍ତି । ନିକଟରେ ମାଡ୍ରାସ ହାଇକୋର୍ଟ କରୋନା ସମୟରେ ହୋଇଥିବା ନିର୍ବାଚନୀ…
ଭୟଙ୍କର ଦୁର୍ଘଟଣା: ଜାହାଜକୁ ଧକ୍କା ଦେଲା ଡଙ୍ଗା, ୨୬ ଜଣଙ୍କ ମୃତ୍ୟୁ
ଢାକା, ୩ା୫: ବାଂଲାଦେଶରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ସ୍ପିଡ୍ ଡଙ୍ଗା ଏକ ଜାହାଜକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨୬ ଜଣଙ୍କ ପ୍ରାଣହାନୀ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ନିଖୋଜ ରହିଛନ୍ତି । ଘଟଣାଟି…
ନିର୍ବାଚନ ଫଳାଫଳ ଘୋଷଣା ପରେ ହିଂସାକାଣ୍ଡ: ୪ ଜଣଙ୍କ ମୃତ୍ୟୁ, ବିଜେପି ପାର୍ଟି ଅଫିସ ଭଙ୍ଗାରୁଜା
କୋଲକାତା, ୩ା୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ବାଜିମାତ୍ କରିଛି । ତେବେ ନିର୍ବାଚନ ଫଳାଫଳ ଘୋଷଣା ପରେ ଆଜି ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଦେଖିବାକୁ ମିଳିଛି ।…
IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର ୦୩ ।୦୫ (ଓଡ଼ିଶା ଭାସ୍କର) : IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର । ତାଙ୍କର ବାଧ୍ୟତାମୂଳକ ଅବସରକୁ ନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ୧୯୮୭ ବ୍ୟାଚର IFS ଥିଲେ ଅଭୟ ପାଠକ । ତାଙ୍କ ଅବସର…
ଫନି ବାତ୍ୟାକୁ ପୁରିଲା ୨ ବର୍ଷ, ଛାରଖାର୍ ହୋଇଯାଇଥିଲା ସାରାଓଡିଶା
ଓଡିଶା ଭାସ୍କର ବ୍ୟୁରୋ: ଦିନ ଥିଲା ୨୦୧୯, ମେ' ୩ । ସବୁକିଛି ଯେପରି ଶାନ୍ତ ଥିଲା । ହେଲେ ହଠାତ୍ ପବନ, ଘଡଘଡି, ବିଜୁଳିକୁ ସାଙ୍ଗରେ ଧରି ବାତ୍ୟା ଫନି ଛୁଇଁଥିଲା ଓଡିଶା ଉପକୁଳ । ବିଶେଷ କରି ପୁରୀ ଏବଂ କୋଣାର୍କ…
ବଢ଼ି ଚାଲିଛି ଦୈନିକ ସଂକ୍ରମଣ ଓ ମୃତ୍ୟୁ ହାର, ତଥାପି ଦେଶରେ ଲାଗୁ ହେବନି ସମ୍ପୂର୍ଣ୍ଣ ଲକଡାଉନ୍
ନୂଆଦିଲ୍ଲୀ, ୩ା୫: ସମଗ୍ର ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁସଂଖ୍ୟା କମିବାର ନାଁ ଧରୁନାହିଁ । କୋଭିଡ୍ ଗୋଷ୍ଠୀ ସଂକ୍ରମଣକୁ…