Browsing Category
Featured
କରୋନା ପ୍ରଭାବ : ହସ୍ପିଟାଲରେ ବେଡ୍ ନ ମିଳିବାରୁ ଫୁଟପାଥରେ ଶୋଇଲେ କରୋନା ଆକ୍ରାନ୍ତ
ବାଙ୍ଗାଲୁରୁ, ୨୩ା୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀର ଭୟାବହତା ବଢ଼ିବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ କର୍ଣ୍ଣାଟକ ମଧ୍ୟ କରୋନାର ଆତଙ୍କକୁ ସାମ୍ନା କରୁଛି ।…
ରିଲିଜ ହେଲା ‘The Conjuring: The Devil Made Me Do it’ ର ଟ୍ରେଲର
ରିଲିଜ ହୋଇଛି ହଲିଉଡର ଏକ ଚିତ୍ତାକର୍ଷକ ହରର ଫିଲ୍ମ ‘The Conjuring: The Devil Made Me Do it’ ର ଟ୍ରେଲର । ଏହି ଫିଲ୍ମର କାହାଣୀ ଏକ ସତ୍ୟ ଏବଂ ସମ୍ବେଦନଶୀଳ କାହାଣୀ ଉପରେ ଆଧାରିତ । ଏଥିରେ ପୂର୍ବ ଭଳି…
ପ୍ରବାସୀଙ୍କ ପାଇଁ କଡାକଡି ହେଲା କୋଷ୍ଟାଲ୍ ପେଟ୍ରୋଲିଂ
ଭୁବନେଶ୍ୱର ୨୩ ।୪ (ଓଡିଶା ଭାସ୍କର) : ପ୍ରବାସୀଙ୍କ ଲାଗି ଜଳପଥ ଉପରେ ନଜର । କଡାକଡି ହେଲା କୋଷ୍ଟାଲ ପେଟ୍ରୋଲିଂ । ଜଳପଥ ଦେଇ ଆସି ପାରିବେ ନାହିଁ ପ୍ରବାସୀ । ପ୍ରବାସୀଙ୍କ ଉପରେ କଡା ନଜର ରଖିବ କୋଷ୍ଟଗାର୍ଡ । ୧୮…
ଯଦି ଅଭିଭାବକ ପଜିଟିଭ୍ ହୋଇଥାନ୍ତି, ତେବେ ଜାଣନ୍ତୁ କିପରି ନେବେ ପିଲାଙ୍କ ଯତ୍ନ
ବର୍ତ୍ତମାନ ସମଗ୍ର ଦେଶରେ କରୋନା ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର୍ ହେଉଛି । ଏହି ପରିପ୍ରେକ୍ଷୀରେ ପରିବାରର ଯେ କେହି କରୋନାରେ ଆକ୍ରାନ୍ତ ହେେଲେ ଅନ୍ୟମାନେ ଏଥିପ୍ରତି ସାବଧାନ ରହିବାକୁ…
ସୋସିଆଲ ମିଡିଆରେ ନିଆଁ ଲଗାଉଛି ଅଦାଙ୍କ ଗ୍ଲାମରସ୍ ଲୁକ୍, ଦେଖନ୍ତୁ ଫଟୋ
ମୁମ୍ବାଇ : ବଲିଉଡ୍ ଅଦା ଶର୍ମାଙ୍କୁ ତ ଆପଣ ମାନେ ଜାଣିଥିବେ । ନିଜର ବୋଲ୍ଡ ଏବଂ ହଟ୍ ଅନ୍ଦାଜରେ ଫ୍ୟାନ୍ସ ମାନଙ୍କୁ ସବୁବେଳେ ପାଗଳ କରନ୍ତି । ସେ ସୋସିଆଲ ମିଡିଆରେ ବି ବେଶ୍ ସକ୍ରିୟ । ପ୍ରତିଦିନ ନିଜ ଫ୍ୟାନ୍ସ…
ଅକ୍ସିଜେନ୍ ପ୍ଲାଣ୍ଟର ଦାୟୀତ୍ୱ ସେନାକୁ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍
ନୂଆଦିଲ୍ଲୀ ୨୩ ।୪ (ଓଡିଶା ଭାସ୍କର) : ସାରା ଦେଶରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି । ପଜିଟିଭ୍ ସଂଖ୍ୟାରେ ବିଶ୍ୱର ସବୁ ଦେଶକୁ ପଛରେ ପକାଇଛି ଭାରତ । ଦେଶର ସ୍ୱାସ୍ଥ୍ର୍ୟ ବ୍ୟବସ୍ଥା ନେଇ ପ୍ରଧାନମନ୍ତ୍ରୀ…
Post Officeର ଏହି ଯୋଜନାରେ ଆଜି ହିଁ ନିବେଶ କରନ୍ତୁ , ୧୦ ବର୍ଷରେ ପାଇବେ Double
ନୂଆଦିଲ୍ଲୀ, ୨୩ା୪: ଆଜିକାଲି ଟଙ୍କା ରୋଜଗାର କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ନିବେଶ କରିବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । କମ୍ ଅର୍ଥ ନିବେଶ କରି ଅଧିକ ପରିମାଣର ଅର୍ଥ ପାଇବାକୁ ସମସ୍ତେ ଚାହୁଁଛନ୍ତି ।…
ଏହି ରାଜ୍ୟରେ ବିବାହ ପୂର୍ବରୁ ଯୁବତୀମାନେ ଗର୍ଭବତୀ ହେବା ବାଧ୍ୟତାମୂଳକ, ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ
ବିବାହକୁ ନେଇ ଅନେକ ପୁରୁଣା ପରମ୍ପରା ଆମ ସମାଜରେ ଆଜି ବି ପ୍ରଚଳିତ । ସାଧାରଣତଃ ବିବାହ ପରେ ଜଣେ ନାରୀ ମାତୃତ୍ୱର ଅଧିକାରୀଣୀ ହୋଇଥାଏ । ମାତ୍ର ଏପରି କିଛି ସ୍ଥାନ ଅଛି, ଯେଉଁଠାରେ ବିବାହ ପୂର୍ବରୁ ଜଣେ ଯୁବତୀଙ୍କୁ…
ଅକ୍ସିଜେନ୍ ଅଭାବରୁ ଗଙ୍ଗାରାମ ହସ୍ପିଟାଲରେ ୨୪ ଘଣ୍ଟାରେ ଏତିକି ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ ୨୩ ।୪ (ଓଡିଶା ଭାସ୍କର) : ସାରା ଦେଶରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି । ପଜିଟିଭ୍ ସଂଖ୍ୟାରେ ବିଶ୍ୱର ସବୁ ଦେଶକୁ ପଛରେ ପକାଇଛି ଭାରତ ।ଏହିପରି ସ୍ଥଳେ ଦେଶର ରାଜଧାନୀ ଦିଲ୍ଲୀରେ କରୋନା…
୨୦୨୦ରେ ସୀମା ପାର୍ କରିଛି ଦାରିଦ୍ର୍ୟ, ଅସମୟରେ ବେରୋଜଗାର ହୋଇଯାଇଛନ୍ତି ଅନେକ ଲୋକ
ନୂଆଦିଲ୍ଲୀ, ୨୩ା୪ : କରୋନା ମହାମାରୀ ଦିନକୁ ଦିନ ସାଂଘାତିକ ରୁପ ନେବାକୁ ଲାଗିଥିବା ବେଳେ ଦେଶର ଅର୍ଥନୀତି ନିମ୍ନଗାମୀ ହୋଇ ଆସୁଛି । ଭୁତାଣୁର ପ୍ରଥମ ଲହର ଆରମ୍ଭ ହେବା ପରଠାରୁ ହିଁ ଭାରତୀୟ ମାନେ ବେକାରୀ ସମସ୍ୟା…