Browsing Category
Featured
ଦେବୀ ନଦୀରେ ବୁଲୁଛି କୁମ୍ଭୀର, ଲୋକେ ଆତଙ୍କିତ
କଣ୍ଟାପଡା (ଭାସ୍କର ନ୍ୟୁଜ୍): ଦୁଇ ଦିନ ହେବ ଦେବୀ ନଦୀର ରହମ୍ବା ବାରଡିଆ ନୂତନ ବ୍ରିଜ୍ ପାଖରେ ଏକ ବିରାଟ କୁମ୍ଭୀରକୁ ଲୋକମାନେ ଦେଖି ଆତଙ୍କିତ ହୋଇପଡିଛନ୍ତି । ଏହା ପୂର୍ବରୁ କିଛିଦିନ ତଳେ ଦେବୀ ନଦୀର…
ରାଶିଫଳ (ଗୁରୁବାର ,୦୫ ଅଗଷ୍ଟ ,୨୦୨୧)
ମେଷ - ଅର୍ଥ ସମ୍ପର୍କୀୟ କଥାହେବା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ…
୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ, କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମି ଚାଲିଥିବାରୁ ଧୀରେ ଧୀରେ ଖୋଲୁଛି ଶିକ୍ଷାନୁଷ୍ଠାନ । ଦଶମ, ଦ୍ୱାଦଶ ଶ୍ରେଣୀ ଖୋଲି ସାରିଥିବା ବେଳେ ଆସନ୍ତା ୯ ତାରିଖରୁ ରାଜ୍ୟର ସବୁ…
ଟୋକିଓ ମୁକାବିଲା: ଆଜି ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲ୍ ଫାଇଟ୍ କରିବେ ରେସ୍ଲର୍ ରବି କୁମାର
ଟୋକିଓ,(ଭାସ୍କର ନ୍ୟୁଜ୍) : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ରେସ୍ଲର୍ ରବି କୁମାର ଦାହିୟା ଦ୍ୱିତୀୟ ଇଣ୍ଡିଆନ ରେସଲର ଭାବେ ଫାଇନାଲ୍କୁ ଯିବା ସହ ଦେଶ ପାଇଁ ପଦକ ନିଶ୍ଚିତ କରିଛନ୍ତି । ସେ ରୌପ୍ୟ ପଦକ ହାସଲ କରିବା…
ଆଜିଠୁ ଖୋଲିବ ସିନେମା ହଲ, ୫୦% ଦର୍ଶକରେ ଚାଲିବ ୪ଟି ଶୋ’
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଦୀର୍ଘ ଦିନ ଧରି ବନ୍ଦ ଥିବା ସିନେମା ହଲ୍ ଗୁରୁବାରଠୁ ଖୋଲିବ। ଅଗଷ୍ଟ ମାସ ନୂଆ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ସନେମା ହଲ୍ ଗୁଡିକରେ ଖୋଲିବାକୁ ଅନୁମିତି ମିଳିଛି। ସିଙ୍ଗଲ୍…
ଭାରତ ପାଇଁ ଏକାଧିକ ପଦକ ଆଶା: ଆଜି ମଇଦାନକୁ ଓହ୍ଲାଇବେ ଭିନେଶ, ଅଂଶୁ ଓ ଦୀପକ
ଟୋକିଓ,(ଭାସ୍କର ନ୍ୟୁଜ୍): ଟୋକିଓ ଅଲିମ୍ପିକ୍ସ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଭାରତ ହାତ ଗଣତିରେ କେବଳ ତିନି ପଦକ ହାସଲ କରି ଅଟକି ରହିଛି । ତେବେ ଗୁରୁବାର ଦିନ ଭାରତୀୟ ଆଥଲେଟଙ୍କ ପାଇଁ ସବୁଠାରୁ…
ପ୍ରଥମ ଦିନରେ ଚମକିଲେ ବୁମରା ଓ ଶାମି, ଇଂଲଣ୍ଡ ୧୮୩ ରେ ଅଲଆଉଟ୍, ଭାରତ ୨୧/୦
ନୂଆଦଲ୍ଲୀ : ବୋଲରଙ୍କ ଦମରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତ ଦମଦାର ଆରମ୍ଭ କରିଛି। ନର୍ଟିଂହାମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ୧୮୩ ରନର ଅଲଆଉଟ୍ ହୋଇଛି।…
ଦୂତୀ ଖଣ୍ଡନ କଲେ ଅଭିଯୋଗ; ବଖାଣିଲେ ଅନ୍ତର କଥା…
ଓଡ଼ିଶା ଭାସ୍କର ବ୍ୟରୋ: ସ୍ପ୍ରିଣ୍ଟର୍ ତଥା ଅଲିମ୍ପିଆଡ୍ ଦୂତୀ ଚାନ୍ଦ ବଖାଣିଲେ ଅନ୍ତରର ବ୍ୟଥା। କହିଲେ ମନ କଥା। ନିଜ ଉପରକୁ ଆସୁଥିବା ଅଭିଯୋଗକୁ ଖଣ୍ଡନ କରିବା ସହ କହିଲେ ପ୍ରମାଣ ଆପଣମାନେ ପାଇପାରିବେ।
ଟୋକିଓ…
ଲଦାଖରେ ଭାରତ ତିଆରି କଲା ବିଶ୍ୱର ସର୍ବୋଚ୍ଚ ରାସ୍ତା, ଚୀନ ସୀମା ନିକଟବର୍ତ୍ତୀ ରହିଛି ଏହି ରାସ୍ତା
ନୂଆଦିଲ୍ଲୀ: ଲଦାଖରେ ଭାରତ ଏକ ନୂଆ ଉଚ୍ଚତା ହାସଲ କରିଛି । ସୀମା ସଡକ ସଂଗଠନ (ବିଆରଓ) ଏଠାରେ ବିଶ୍ୱର ସର୍ବୋଚ୍ଚ ରାସ୍ତା ନିର୍ମାଣ କରିବାରେ ସଫଳ ହୋଇଛି । ଏହି ରାସ୍ତା ସମୁଦ୍ର ପତ୍ତନ ଠାରୁ ୧୯,୩୦୦ ଫୁଟ ଉଚ୍ଚରେ…
ସମୁଦ୍ରକୁ ଓହ୍ଲାଇଲା ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ଜାହାଜ ‘ବିକ୍ରାନ୍ତ’
ନୂଆଦିଲ୍ଲୀ: ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ବିକ୍ରାନ୍ତ ଅଗଷ୍ଟ ୪ ରେ ପରୀକ୍ଷା ପାଇଁ ସମୁଦ୍ରରେ ଅବତରଣ କରିଛି । ଏହାପୂର୍ବରୁ ଜୁଲାଇରେ ବିକ୍ରାନ୍ତର ବେସିନ ଟ୍ରାଏଲ ସଫଳ ହୋଇଥିଲା । ଆଶା…