Browsing Category
Featured
ଦୁଇଟି ଡୋଜ୍ ଟିକା ନନେଲେ ମିଳିବନି ଦରମା! ସରକାର ଜାରି କଲେ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଯଦି ଆପଣ ଏକ ସରକାରୀ ଚାକିରୀ କରୁଛନ୍ତି ଆଉ ଦୁଇଟି ଡୋଜ୍ ଟିକା ନେଇନାହାନ୍ତି ତେବେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯେଉଁ ମାନେ କରୋନାର ଦୁଇ ଡୋଜ୍ ଟିକା ଗ୍ରହଣ କରିନାହାନ୍ତି, ହରିୟାଣା ସରକାର…
୧୬ରେ ଭୁବନେଶ୍ୱର ଆସିବ ପୁରୁଷ ହକି ଟିମ୍, କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବିଜୟ ପରେ ଭାରତୀୟ ପୁରୁଷ ହକି ଟିମ୍ ସହ ଭିଡିଓ କଲରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟୀ ଟିମକୁ ଟୋକିଓରେ ଐତିହାସିକ ବିଜୟକୁ ନେଇ…
ଅଗଷ୍ଟ ୧୦ ତାରିଖକୁ ଘୁଞ୍ଚିଲା ପେଗାସସ୍ ଶୁଣାଣି
ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାର ଶୁଣାଣି ଅଗଷ୍ଟ ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ଗୁରୁବାର ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି । ଏହି ମାମଲାର ନିରପେକ୍ଷ ଯାଞ୍ଚ କରିବାକୁ ନେଇ ହୋଇଥିବା ଆବେଦନର…
ସରୋଗେସି ମଦର କେମିତି ହୁଅନ୍ତି? ଭ୍ରାନ୍ତ ଧାରଣା ଓ ସତ ବିଷୟରେ ଜାଣନ୍ତୁ
ଓଡ଼ିଶା ଭାସ୍କର ବ୍ୟୁରୋ: ସରୋଗେଟ୍ ମଦର ବା ଜେଷ୍ଟସନଲ୍ କେରିଅର୍ ଭଳି ବିକଳ୍ପ ପନ୍ଥାକୁ ଦମ୍ପତି କାହିଁକି ପସନ୍ଦ କରନ୍ତି? କେବଳ ବନ୍ଧ୍ୟାଦୋଷ ଏହାର ଏକମାତ୍ର କାରଣ ନୁହେଁ । ବରଂ ଅନ୍ୟାନ୍ୟ ରୋଗର ଶିକାର ହୋଇଥିବା…
ଅନାଥ ପିଲାଙ୍କୁ ମିଳିବ ୫ ଲକ୍ଷ ପର୍ଯ୍ୟନ୍ତ ଫ୍ରୀ ସ୍ୱାସ୍ଥ୍ୟ ବୀମା, ମୋଦୀ ସରକାରଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଅନେକ ପିଲା ଅନାଥ ହୋଇଯାଇଛନ୍ତି । ତେଣୁ ସେମାନଙ୍କୁ ଆଖି ଆଗରେ ରଖି ମୋଦୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏହି ସମୟରେ ଯେଉଁ ପିଲାମାନଙ୍କର ବାପା ମାଆ ପ୍ରାଣ ହରାଇଛନ୍ତି ଯେ,…
ବ୍ୟକ୍ତିର ମୃତ୍ୟୁ ପରେ ତାର ଆଧାର ନମ୍ବର ସହ କ’ଣ ହୁଏ? ଜାଣନ୍ତୁ ସରକାରଙ୍କ ଉତ୍ତର
ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା…
ପୀଡ଼ିତାଙ୍କ ଜଙ୍ଘ ମଝିରେ ଖରାପ କାମ କରିବା ହେଉଛି ବଳାତ୍କାର ସହ ସମାନ: କେରଳ ହାଇକୋର୍ଟ
କୋଚ୍ଚି: ଯୁବତୀ ଏବଂ ନାବାଳିକା ମାନଙ୍କ ସହିତ ହେଉଥିବା ଖରାପ ବ୍ୟବହାରକୁ ନେଇ କେରଳ ହାଇକୋର୍ଟ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଯଦି କୌଣସି ଲୋକ ଯୁବତୀଙ୍କର ଜଙ୍ଘ ମଝିରେ କିଛି…
ଏଚଆରସିରେ ଅଗ୍ନିକାଣ୍ଡ, ଏସି ଫାଟି ଦୁର୍ଘଟଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): Human right commission ଅଫିସରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଏସି ବ୍ଲାଷ୍ଟ ହୋଇ ଏଭଳି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ଏଥିରେ କଣସବୁ କ୍ଷତି…
ତନ୍ତ୍ର-ମନ୍ତ୍ର ଓ ଅନ୍ଧବିଶ୍ୱାସ ହେତୁ ବଳି ପଡ଼ୁଛନ୍ତି ୧୬ ପ୍ରଜାତିର ପେଚା
ନୂଆଦିଲ୍ଲୀ: ଆମ ଦେଶରେ ପ୍ରାୟ ୨୫୦ ପ୍ରଜାତିର ପେଚା ରହିଛନ୍ତି । ସେମାନଙ୍କ ମଧ୍ୟରୁ ୩୬ ପ୍ରକାରର ପେଚାଙ୍କୁ ଭାରତରେ ଦେଖିବାକୁ ମିଳିଥାଏ । କିନ୍ତୁ ଏଥିମଧ୍ୟରେ ଚିନ୍ତାଜନକ ବିଷୟ ଯେ, ପ୍ରାୟ ୧୬ ପ୍ରଜାତିର ପେଚାଙ୍କୁ…
ପତ୍ନୀଙ୍କ ସମ୍ମାନ କର, ନଚେତ୍ ଜେଲ୍ ଦଣ୍ଡ ଭୋଗିବ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପତ୍ନୀଙ୍କୁ ସବୁବେଳେ ସମ୍ମାନ ଦିଅ, ଯଦି ଏପରି କରିବାରେ ବିଫଳ ହେଉଛ ତେବେ ଜେଲ୍ ଦଣ୍ଡ ଭୋଗିବା ପାଇଁ ପ୍ରସ୍ତୁତ ହୋଇଯାଅ । ଗୋଟିଏ ମାମଲାର ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟର ବିଚାରପତି ଜଣେ…