CHARIDHAM
Browsing Category

Featured

ଭୁବନେଶ୍ୱରରେ ପହଞ୍ଚିଲା ପ୍ରାୟ ଦେଢଲକ୍ଷ ଟିକା

ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ସାରା ଦେଶରେ କରୋନା ଟିକାକରଣର ପ୍ରଥମ ପର୍ଯ୍ୟାୟ ଚାଲିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରେ ପ୍ରାୟ ଦେଢ ଲକ୍ଷ କରୋନା ଟିକା ପହଞ୍ଚିଛି । ୧ ଲକ୍ଷ ୪୯ ହଜାର ୭୬୦ଟି କୋଭାକ୍ସିନ…

ସଂଗ୍ରାମୀଙ୍କୁ ଜନ୍ମଦିନର ଉପହାର: ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ, ୨୩ା୧ (ଓଡିଶା ଭାସ୍କର): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ…

ଶୀତଦିନେ ମୂଳା ଖାଇବାକୁ ଭୁଲନ୍ତୁ ନାହିଁ, ମିଳିଥାଏ ଏହିସବୁ ଫାଇଦା

ଶୀତଦିନେ ମୂଳା ଖାଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଥଣ୍ଡା ସିଜିନରେ ମୂଳ ସବୁଆଡ଼େ ପ୍ରାୟତଃ ଲପଲବ୍ଧ ହୋଇଥାଏ । ମୂଳାରେ କ୍ୟାଲସିୟମ, ଫାଇବର, ମ୍ୟାଗ୍ନେସିୟମ ଓ ଭିଟାମିନ-ସି ଆଦି ରହିଛି । ତେଣୁ ଏହା ଶରୀରରେ…

ଦେଶରେ ଦିନକରେ ୧୫୨ ମୃତ, ୧୪ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୩ା୧: ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୫୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୧୮୪କୁ ବୃଦ୍ଧି…

ନେତାଜୀଙ୍କ ଜୟନ୍ତୀରେ ଦେଶବ୍ୟାପି ପାଳିତ ହେଲା ‘ପରାକ୍ରମ ଦିବସ’

ନୂଆଦିଲ୍ଲୀ, ୨୩ା୧: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ହେଉଛି ୧୨୫ତମ ଜନ୍ମଦିନ । ନେତାଜୀଙ୍କ ଜନ୍ମ ଦିବସକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀ ୨୩ ତାରିଖକୁ ‘ପରାକ୍ରମ ଦିବସ’…

ରାଶିଫଳ (ଶନିବାର, ୨୩ ଜାନୁଆରୀ ୨୦୨୧)

ମେଷ -ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ । ବୃଷ…

ନିଶାଗ୍ରସ୍ତ ପୁଅ ହାତରେ ମା ର ଗଲା ଜୀବନ।

ମାଲକାନଗିରି  ୨୨/୦୧ : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସୁନାନଗର ଗ୍ରାମରେ ଘଟିଛି ଅଘଟଣ। ନିଶାଗ୍ରସ୍ତ ଅବସ୍ଥାରେ ମା କୁ ମାରିଚି ପୁଅ ସୂଚନାରୁ ଜଣାପଡିଛି ପୁଅ ଡମୁରୁ ନାୟକ ଆନ୍ଦ୍ରପ୍ରଦେଶ ଯାଇ କାମକରି ଦୁଇ ଦିନ…