Browsing Category
Featured
ନିର୍ଭୟା ମାମଲା, ୧୪ରେ ହେବ କ୍ୟୁରେଟିଭ ପିଟିସନର ଶୁଣାଣି
ନୂଆଦିଲ୍ଲୀ, ୧୧ା୧: ନିର୍ଭୟା ମାମଲାରେ ଦାଖଲ ହୋଇଥିବା କ୍ୟୁରେଟିଭ ପିଟିସନର ଆସନ୍ତା ୧୪ ଶୁଣାଣି ହେବ । ଡ଼େଥ ୱାରେଣ୍ଟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଦୋଷୀ ବିନୟ କୁମାର । ଏନେଇ ସେ କ୍ୟୁରେଟିଭ ପିଟିସନ…
୧୬ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର
ଯାଜପୁର, ୧୧ା୧(ଓଡ଼ିଶା ଭାସ୍କର): ଯାଜପୁର ବଡ଼ଚଣା କଡ଼େଇ ଛକ ନିକଟରେ ଏକ ଏଚ.ପି ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଛି । କଟକରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିବା ସୂଚନା ମିଳିଛି । ଟ୍ୟାଙ୍କରର…
ୟୁକ୍ରେନର ବିମାନ ଉପରେ ଆକ୍ରମଣକୁ ସ୍ୱୀକାର କଲା ଇରାନ
ୟୁକ୍ରେନ, ୧୧ା୧: ୟୁକ୍ରେନର ବିମାନ ଉପରେ ଆକ୍ରମଣକୁ ଆଜି ସ୍ୱୀକାର କରିଛି ଇରାନ । ଭୁଲରେ ବିମାନକୁ କ୍ଷେପାଣସ୍ତ୍ର ମାରି ଖସାଇଥିବା ସ୍ୱୀକାର କରିଛି ଇରାନ । ଆମେରିକାର ଆକ୍ରମଣ ଯୋଗୁଁ ଭୁଲରେ ଏପରି ହୋଇଥିବା କହିଛି…
ମର୍ମନ୍ତୁଦ ଦୁର୍ଘଟଣାରେ ୨୦ମୃତ, ପରିଜନଙ୍କ ପ୍ରତି ଶୋକ ପ୍ରକାଶ କଲେ ଯୋଗୀ ଆଦିତ୍ୟନାଥ
କନୌଜ, ୧୧ା୧: ଉତ୍ତର ପ୍ରଦେଶର କନୌଜଠାରେ ଗତକାଲି ଏକ ସ୍ଲିପର କୋଚ ବସ ସହ ଟ୍ରକ ମୁହାଁମୁହିଁ ହୋଇଥିଲା । ଯାହାଫଳରେ ବସଟିରେ ନିଆଁ ଲାଗି ଯାଇଥିଲା । ବସ ଭିତରେ ଥିବା ୭୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଜୀବନ୍ତ ଦଗ୍ଧ…
ସରକାରୀ ଭାବେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ
ନୂଆଦିଲ୍ଲୀ, ୧୦ା୧: ଆଜିଠୁ ସରକାରୀ ଭାବେ ସାରା ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ । ଗେଜେଟ ଅଫ୍ ଇଣ୍ଡିଆରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଅଧି ସୂଚନା ଜାରି ହୋଇଛି । ସିଏଏ ନେଇ ଦେଶରେ କେତେକ ସ୍ଥାନରେ ବିରୋଧ…
ସିରିଜ ଜିତିଲା ଭାରତ
ପୁଣେ, ୧୦ା୧: ପୁଣେରେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଜିତିଛି ଭାରତ । ତୃତୀୟ ମ୍ୟାଚକୁ ୭୮ ରନରେ ଜିତି ସିରିଜ ଜିତିଲା ଭାରତ । ଭାରତ ୨୦୧/୬ ରନ କରିଥିଲା । ଶ୍ରୀଲଙ୍କା ୧୫.୫ ଓଭରରେ ୧୨୩/୧୦ ରନ କରିଛି । ୩ଟିକିଆ…
ମୋ ସରକାରରେ ସାମିଲ ହେଲା ଗୃହ ଓ ନଗର ଉନ୍ନୟନ ବିଭାଗ
ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର):ଆଜି ମୋ ସରକାରରେ ସାମିଲ ହୋଇଛି ଗୃହ ଓ ନଗର ଉନ୍ନୟନ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବିଭାଗ ସାମିଲ ହୋଇଛି । ଏଣିକି ବିଭାଗୀୟ ସଚିବ…
ମାର୍କେଟ ବିଲ୍ଡିରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ, ବାଡ଼େଇ ଭାଙ୍ଗିଲେ ୩୦ରୁ ଅଧିକ ଦୋକାନ
ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ରାଜମହଲ ଛକରେ ଥିବା ମାର୍କେଟ ବିଲ୍ଡିରେ ମୁଖାପିନ୍ଧା ଯୁବକ ମାତିଛନ୍ତି । ସେଠାରେ ଦୋକାନୀକୁ ସେମାନେ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି । ଏହାସହ ୩୦ରୁ ଅଧିକ ଉଠା…
ପଞ୍ଚମହାଭୂତରେ ବିଲୀନ ହେଲା ମହାରାଜା ଗୋପୀନାଥଙ୍କ ପାର୍ଥିବ ଶରୀର
ପାରଳାଖେମୁଣ୍ଡି, ୧୦ା୧(ଓଡ଼ିଶା ଭାସ୍କର): ପଞ୍ଚମହାଭୂତରେ ବିଲୀନ ହୋଇଛି ମହାରାଜା ଗୋପୀନାଥଙ୍କ ପାର୍ଥିବ ଶରୀର । ପାରଳାଖେମୁଣ୍ଡିରେ ମାହାରାଜା ଗୋପୀନାଥ ଗଜପତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେଠାରେ ବାଚସ୍ପତି ଓ…
କଙ୍କଡାହାଡ ଏଏସଆଇ ନିଲମ୍ବିତ
ଢେଙ୍କାନାଳ,୧୦ ।୧(ଓଡିଶା ଭାସ୍କର): ଢେଙ୍କାନାଳ କଙ୍କଡାହାଡ ଥାନା ଏଏସଆଇ ଯଶୋବନ୍ତ ପୃଷ୍ଟି ନିଲମ୍ବିତ ହୋଇଛନ୍ତି । ଅଭିଯୋଗକାରୀଙ୍କ ଏତଲା ନରଖିବାରୁ ଯଶୋବନ୍ତଙ୍କୁ ନିଲମ୍ବନ କରିଛନ୍ତି ଏସପି ।