Browsing Category
Featured
ଇସ୍ରୋ ପକ୍ଷରୁ ଜିଏସଏଟି-୩୦ ଉପଗ୍ରହର ସଫଳ ଉତକ୍ଷେପଣ
ନୂଆଦିଲ୍ଲୀ, ୧୭ା୧: ଇସ୍ରୋ ପକ୍ଷରୁ ଜିଏସଏଟି-୩୦ ଉପଗ୍ରହର ସଫଳ ଉତକ୍ଷେପଣ ହୋଇଛି । ଏହା ଫ୍ରେଞ୍ଚ ଗୁଏନା କୋରାଉ ଲଞ୍ଚ ବେସରୁ ଉତକ୍ଷେପଣ ହୋଇଛି । ଟେଲି କମୁନିକେସନ ସାଟେଲାଇଟ ଜିଏସଏଟି-୩୦ । ଦେଶର ଯୋଗାଯୋଗ ସେବା…
୧୦ଡ଼ିଗ୍ରୀ ତଳେ ୪ସହର
ଭୁବନେଶ୍ୱର, ୧୭ା୧(ଓଡ଼ିଶା ଭାସ୍କର): ରାଜ୍ୟରେ ଶୀତ ଲହରି ଜାରି ରହିଛି । ଆଜି ୧୦ଡିଗ୍ରୀ ତଳେ ୪ଟି ସହରର ତାପମାତ୍ରା ରହିଛି । ୭.୬ ଡିଗ୍ରୀ ସହ ଅନୁଗୁଳ ଆଜିର ସବୁଠୁ ଶୀତଳ ସହର । ସେହିପରି ଫୁଲବାଣୀ ୮.୫, ସୋନପୁର ୯,…
ଭିଜିଲାନ୍ସ ଜାଲରେ ପୂର୍ବତନ ବିଧାୟକ
କଳାହାଣ୍ଡି, ୧୭ା୧(ଓଡ଼ିଶା ଭାସ୍କର): ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଘରେ ଆଜି ରେଡ଼୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ତାଙ୍କର ଭବାନୀପାଟଣା ସ୍ଥିତ ବାସଭବନରେ…
ମୋ ସରକାରରେ ସାମିଲ ହେଲା ଆଉ ୨ ବିଭାଗ
ଭୁବନେଶ୍ୱର,୧୬ ।୧(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ମୋ ସରକାରରେ ସାମିଲ ହୋଇଛି ଆଉ ୨ଟି ବିଭାଗ । ଶିଳ୍ପ ଓ ଏମଏସଏମଇ ବିଭାଗ ମୋ ସରକାରରେ ସାମିଲ ହୋଇଥିବା ସୂଚନା ମିଳିଛି ।
ତେବେ ଗତକାଲି ମୋ ସରକାରରେ ସାମିଲ…
ରେଳ ଦୁର୍ଘଟଣା ଘଟଣାରେ ୪ କର୍ମଚାରୀ ନିଲମ୍ବିତ
କଟକ,୧୬ ।୧(ଓଡିଶା ଭାସ୍କର): କଟକ ନିର୍ଗଣ୍ଡିରେ ଏଏଟିଟି ଏକ୍ସପ୍ରେସ ଦୁର୍ଘଟଣା ପାଇଁ ୪ ଜଣ ନିଲମ୍ବିତ ହୋଇଛନ୍ତି । ନିର୍ଗୁଣ୍ଡି ଷ୍ଟେସନ ମାଷ୍ଟର, ମାଲଗାଡିର ପାଇଲଟ ଓ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି । ଏହା ସହ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ OYO କାର୍ଯ୍ୟନିର୍ବାହୀ ଅଧିକାରୀ
ଭୁବନେଶ୍ୱର,୧୬ ।୧(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଭେଟ କରିଛନ୍ତି ଓୟୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୀତେଶ ଅଗ୍ରୱାଲ । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ସୌଜନ୍ୟମୂଳକ ଥିଲା ବୋଲି…
ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ ସମୀର
ଭୁବନେଶ୍ୱର, ୧୬ା୧(ଓଡ଼ିଶା ଭାସ୍କର): ସମୀର ମହାନ୍ତି ଆଜି ରାଜ୍ୟ ବିଜେପି ସଭାପତି ହୋଇଛନ୍ତି । ନିଦ୍ୱର୍ନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସମୀର ମହାନ୍ତି । ସହମତି ଭିତ୍ତିରେ ସମୀର ହୋଇଛନ୍ତି ରାଜ୍ୟ…
ଜୈଶର ଦୁଇ ଆତଙ୍କବାଦୀ ଗିରଫ
ଜାମ୍ମୁକାଶ୍ମୀର, ୧୬ା୧: ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ଦୁଇ ଜୈଶର ଆତଙ୍କବାଦୀ ଗିରଫ ହୋଇଛନ୍ତି । ଜାନୁଆରି ୨୭ରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରିଥିଲେ । ୨ଟି ଗ୍ରେନେଡ଼ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିଲେ ଗିରଫ…
ମିନି ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଣେ ମୃତ
ବ୍ରହ୍ମପୁର, ୧୬ା୧(ଓଡ଼ିଶା ଭାସ୍କର): ବ୍ରହ୍ମପୁର ଲୋଚାପଡ଼ା ମିନି ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ସେହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଉଛନ୍ତି ଲୋଚାପଡ଼ା…
ନିର୍ଭୟା ମାମଲାରେ ବିଳମ୍ବିତ ହେବ ଫାଶୀ
ନୂଆଦିଲ୍ଲୀ,୧୬ ।୧: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ମୁକେଶର ଆବେଦନ ଉପରେ ଦିଲ୍ଲୀ ପଟିଆଲା କୋର୍ଟରେ ଶୁଣାଣି ଜାରି ରହିଛି । ଏନେଇ ମୃତ୍ୟୁ ପରୱାନାକୁ ବିଳମ୍ବିତ କରାଯାଇଛି । ଦୋଷୀ ମୁକେଶର କ୍ଷମା ପ୍ରାର୍ଥନା…