Browsing Category

ଜୀବନଚର୍ଯ୍ୟା

କେବଳ ମଣିଷଙ୍କଠାରେ ନୁହେଁ, ସମୁଦ୍ର ତଳେ ବି ବ୍ୟାପିଛୁ ଏକ ଭୟଙ୍କର ମହାମାରୀ

ପୃଥିବୀ ଉପରେ କରୋନା ଭାଇରସ୍ ଲୋକମାନଙ୍କୁ ହଇରାଣ କରୁଥିବା ବେଳେ ସମୁଦ୍ର ଭିତରେ ମଧ୍ୟ ଗୋଟିଏ ଭୟଙ୍କର ମହାମାରୀ ବ୍ୟାପିବାରେ ଲାଗିଛି । ସମୁଦ୍ର ଓ ତାର ଗତିବିଧି ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ ଏନେଇ…

ଆପଣଙ୍କ ପାର୍ଟନର ଆପଣଙ୍କ ଉପରେ ସନ୍ଦେହ କରି ମୋବାଇଲ୍ ଚେକ୍ କରୁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ଅନ୍ୟର ମୋବାଇଲ୍ ଫୋନ୍ ଚେକ୍ କରିବା, ଗ୍ୟାଲେରୀକୁ ଯାଇ ବ୍ୟକ୍ତିଗତ ଫଟୋ ଚେକ୍ କରିବା ଓ ମ୍ୟାସେଜ୍ ଚେକ୍ କରିବା ଭୁଲ୍ ଜିନିଷ ବୋଲି ଆମକୁ ଶିଖା ଯାଇଥାଏ । ସେହିପରି ରିଲେସନସିପରେ ଥିବା ଲୋକମାନେ ବାରମ୍ବାର ପାର୍ଟନରର…

ପାଣିରେ ବି କରୋନା ଭାଇରସ୍

ମହାମାରୀ କରୋନା ଭାଇରସ ବିଷୟରେ ଯେତେ ସର୍ଭେ ହେଉଛି, ସେତେ ନୂଆ ନୂଆ ତଥ୍ୟା ସାମନାକୁ ଆସୁଛି । ବର୍ତ୍ତମାନ ସମୟରେ ବୈଜ୍ଞାନିକମାନେ କରୋନାର ଚିକିତ୍ସା ଓ ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି । ବାୟୁରେ କରୋନା…

ବେଡ଼ରୁମରେ କରନ୍ତୁ ନାହିଁ ଏପରି ଭୁଲ୍‌, ନଚେତ ଖରାପ ହୋଇଯିବ ସମ୍ପର୍କ

ବିବାହ ପରେ ଛୋଟ ଛୋଟ ବିଷୟ ଉପରେ ଯଦି ଠିକ୍ ସମୟରେ ଧ୍ୟାନ ଦିଆ ନଯାଏ ତେବେ ତାହା ସମ୍ପର୍କକୁ ଖରାପ କରିଦେଇଥାଏ । କପଲଙ୍କ ପାଇଁ ବେଡ଼୍‌ରୁମ୍ ଏପରି ଏକ ସ୍ଥାନ ଯାହା ସେମାନଙ୍କ ପାଇଁ ଅନେକ ମହତ୍ୱ ରଖିଥାଏ । ଏହା ଘରର ଏକ…

ସାକ୍ଷୀ କାମୁଡିଲେ ଧୋନୀଙ୍କ ଆଙ୍ଗୁଠି ,ଫଟୋ ଭାଇରାଲ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର):ଲକ ଡାଉନ ପାଇଁ ଏବେ କ୍ରିକେଟ ଖେଳ ବନ୍ଦ । କ୍ରିକେଟର ବି ଘରେ ରହି ସମୟ ବିତାଉଛନ୍ତି । ଏହି ସମୟରେ ବିଶ୍ୱର ନାମିଦାମୀ କ୍ରିକେଟର ସୋସିଆଲ ମିଡିଆର ଜବରଦସ୍ତ ବ୍ୟବହାର କରୁଛନ୍ତି…

ଲକ୍-ଡାଉନ୍ ଭାଙ୍ଗି ଷଣ୍ଢର ଅନ୍ତିମ ସଂସ୍କାରରେ ଏକାଠି ହେଲେ ଶତାଧିକ ଲୋକ

କରୋନାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗୁଥିବା ବେଳେ ଆଜି ବି ଚେତୁନାହାନ୍ତି ଲୋକେ । ସେହିଭଳି ତାମିଲନାଡୁର ମଦୁରୌ ଜିଲ୍ଲାରେ ଲକ୍-ଡାଉନ୍ ଭାଙ୍ଗିଥିବା ଏକ ଅଦ୍ଭୁଦ ଘଟଣା ସାମନାକୁ ଆସିଛି । ଏଠାରେ…