Browsing Category

ଜୀବନଚର୍ଯ୍ୟା

ଭିକାରୀ ହେବ ତ ଏମିତି ! ୧୦୦ ପରିବାରକୁ ୧ ମାସର ରାସନ ଦେବା ସହ ବାଣ୍ଟିସାରିଛନ୍ତିି ୩୦୦୦ ମାସ୍କ

ଦୁନିଆରେ ବହୁ ଲୋକ ଏପରି ଅଛନ୍ତି, ଯେଉଁମାନେ ଭିକ ନିଜ ପେଟ ପୋଷୁଛନ୍ତି । କିନ୍ତୁ ପଞ୍ଜାବର ପଠାଣକୋଟରେ ଏପରି ଏକ ଭିକାରୀ ଅଛନ୍ତି ଯିଏ କରୋନା ଯୋଦ୍ଧା ସାଜି ଲୋକମାନଙ୍କୁ ସାହାର୍ଯ୍ୟ କରିବାରେ ଲାଗିଛନ୍ତି । ଭିକ ମାଗି…

ବାହାରେ ଲକଡାଉନ୍ ତ ଘରେ ସାପ

ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଲାଗୁହୋଇଛି, ଯାହାକି ମେ ୩୧ରେ ସମାପ୍ତ ହେବ । ଏହାରି ମଧ୍ୟରେ ରାଜସ୍ଥାନର ରାଜଧାନୀ ଜୟପୁରରେ ଗୋଟିଏ ପରିବାର ଅଜବ ସମସ୍ୟାରେ ଫସିଛନ୍ତି । ଘରେ ୭ ଫୁଟର ଅଜଗର ପଶିଯିବାରୁ…

ଲକଡାଉନରେ କନିଆ ବେଶ, ବାହା ହେବେ କି ସ୍ୱପ୍ନା?

ଳକ୍-ଡାଉନରେ ବଲିଉଡ ଷ୍ଟାରମାନେ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହୁଛନ୍ତି । ଏଥିରୁ ବାଦ୍ ପଡିନାହାନ୍ତି ହରିୟାଣାର ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀ । ସେ ନିଜର ଫ୍ୟାନ୍ସମାନଙ୍କୁ ଜୋରଦାର ଝଟକା ଦେଇଛନ୍ତି । ତେବେ…

ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସିଖବର: ଏହି ମାସରୁ ଆରମ୍ଭ ହେବ ବୁକିଂ

ମେ ୩୧ ପର୍ଯ୍ୟନ୍ତ ଲକ୍-ଡାଉନ ବଢାଇବା ସହ ବିମାନ ଉଡାଣକୁ ମଧ୍ୟ ବନ୍ଦ ରଖିଛନ୍ତି ସରକାର । ଏହାରି ମଧ୍ୟରେ କିଛି ଏୟାରଲାଇନ୍ସ କମ୍ପାନୀ ଜୁନ ମାସରୁ ବିମାନ ଉଡାଣ ପାଇଁ ବୁକିଂ ଆରମ୍ଭ କରିଛନ୍ତି ବୋଲି ସୂତ୍ରରୁ ଖବର…

ରାଶିଫଳ (୧୯।୦୫।୨୦୨୦, ମଙ୍ଗଳବାର), ଜାଣନ୍ତୁ ଆପଣଙ୍କ ଦିନ କିପରି କଟିବ

ମେଷ - ଆଜି ଦିନଟି ସନ୍ତୋଷଜନକ ଆଜିର କାର‌୍ୟ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ ।…

ସାବଧାନ୍! ସାମନାକୁ ଆସିଲା କରୋନାର ଗମ୍ଭୀର ଲକ୍ଷଣ

ଦୁନିଆରେ କରୋନା ଭାଇରସକୁ ନେଇ ସବୁଦିନ କିଛି ନୂଆ ନୂଆ ଲକ୍ଷଣ ସାମନାକୁ ଆସିବାରେ ଲାଗିଛି । ମହାମାରୀକୁ ଶେଷ କରିବା ପାଇଁ ଏହା ବିଷୟରେ ଅଧିକ ସୂଚନା ଜାଣିବାକୁ ଲାଗିପଡିଛନ୍ତି ବିଶ୍ୱର ସବୁ ବୈଜ୍ଞାନିକ । ଏହାରି…

ବାଇକ୍-ସ୍କୁଟିର ପଛରେ ବସାଇଲେ କଟିବ ଚାଲାଣ

ବାଇକ୍ ଓ ସ୍କୁଟି ପଛରେ କାହାକୁ ବସାଇଲେ ୨୫୦ରୁ ୧୦୦୦ ପର୍ଯ୍ୟନ୍ତ ଚାଲାଣ କଟିବ ବୋଲି ଉତ୍ତରପ୍ରଦେଶ ସରକାର ଘୋଷଣା କରିଛନ୍ତି । ଏହି ଭୁଲକୁ ବାରମ୍ବାର କରିବା ଦ୍ୱାରା ଚାଳକର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇପାରେ ।…

ମଦ ପରେ ଖୋଲିବ ପାନ-ଗୁଟଖା ଦୋକାନ

କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଆଜିଠାରୁ ଲକଡାଉନ୍ ୪ ଆରମ୍ଭ ହୋଇଯାଇଛି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଲକଡାଉନରେ ଯେଉଁ ପ୍ରତିବନ୍ଧକ ଥିଲା ତାହା ରହିଛି , ମାତ୍ର କିଛିଟା ଦୋକାନ ଖୋଲିବାକୁ ଅନୁମତି ମିଳିଛି ।…

ରାଶିଫଳ (୧୮।୦୫।୨୦୨୦, ସୋମବାର), ଜାଣନ୍ତୁ ଆପଣଙ୍କ ଦିନ କିପରି କଟିବ

ମେଷ - ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।…