
Browsing Category
ସ୍ୱାସ୍ଥ୍ୟ
ସାରା ବିଶ୍ୱରେ ଆଉ ବିକ୍ରି ହେବନି AstraZenecaର କରୋନା ଟିକା, ସାଇଡ ଇଫେକ୍ଟ ପାଇଁ କମ୍ପନୀ ନେଲା ଏହି ନିଷ୍ପତ୍ତି
ନୂଆଦିଲ୍ଲୀ: ‘କୋଭିଶୀଲ୍ଡ’ ତିଆରି କରୁଥିବା ଏଷ୍ଟ୍ରାଜେନିକ ବର୍ତ୍ତମାନ ସାରା ଦୁନିଆରେ ନିଜ କରୋନା ଟିକା ଉପରେ ପ୍ରତିବନ୍ଧକ ଲଗାଇଛି । ମଙ୍ଗଳବାର ଦିନ ବ୍ରିଟିଶ-ସ୍ୱିଡିଶ ଫାଉଣ୍ଡେସନର ମଲ୍ଟିନେସନାଲ ଫାର୍ମାସୁଟିକଲ…
ଶରୀରରେ ଏହିସବୁ ଲକ୍ଷଣ ଦେଖାଗଲେ ହୋଇପାରେ ବ୍ରେନ ଷ୍ଟ୍ରୋକ୍ ! ସଙ୍କେତକୁ କରନ୍ତୁନି ଅଣଦେଖା
ହାର୍ଟ ଷ୍ଟ୍ରୋକ୍, ବ୍ରେନ ଷ୍ଟ୍ରୋକ୍ ଏପରି ଘାତକ ରୋଗ ଯାହାକି ସଙ୍ଗେ ସଙ୍ଗେ ହୋଇଥାଏ ଏବଂ ଏଥିରେ ରୋଗୀଙ୍କ ବଞ୍ଚିବା ଆଶା ବହୁତ କ୍ଷୀଣ। ହେଲେ ଯଦି ଆପଣ ଏହା ପୂର୍ବରୁ ଶରୀରରେ ଦେଖାଦେଉଥିବା ପରିବର୍ତ୍ତନ ଓ ଲକ୍ଷଣକୁ…
ଖରାଦିନେ ଖାଆନ୍ତୁ ଏହିସବୁ ଜିନିଷ, ଶରୀର ପାଇଁ ହୋଇଥାଏ ଅଧିକ ଲାଭଦାୟକ
ଗ୍ରୀଷ୍ମ ଋତୁରେ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ? ବିଶେଷ କରି ଖରାଦିନେ ଥଣ୍ଡା ଜାତୀୟ ଖାଦ୍ୟ ଶରୀର ପାଇଁ ଅଧିକ ଉପଯୋଗୀ ହୋଇଥାଏ।
ଆହୁରି ମଧ୍ୟ, ଏହି ଋତୁରେ ମସଲାଯୁକ୍ତ କିମ୍ବା ଭାରୀ ଜିନିଷ ଖାଇବା ଦ୍ୱାରା ଉଦର…
ବୈଜ୍ଞାନିକମାନେ ବିକଶିତ କଲେ ‘All-in-One’ ଭ୍ୟାକ୍ସିନ: ଓମିକ୍ରନ, ଏକ୍ସ, ଗାମା ଓ ଡେଲଟା ପରି କରୋନାର ପ୍ରତ୍ୟେକ ଭାରିଆଣ୍ଟରୁ ମୁକ୍ତି ଦେବ…
ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ଏବେ ଶିଥିଳ ପଡ଼ିଯାଇଥିଲେ ହେଁ ଆଜି ବି ଏହି ଭାଇରସକୁ ନେଇ ଜନମାନସରୁ ଭୟ ହଟିନାହିଁ । ଏହି ଭାଇରସ ତା’ର ସ୍ୱରୂପ ପରିବର୍ତ୍ତନ କରୁଥିବାରୁ ବୈଜ୍ଞାନିକମାନେ କୋଭିଡ-୧୯କୁ ନେଇ ନିୟମିତ…
ଗରମ କାରଣରୁ ମୁଡ୍ ଖରାପ ହୋଇଥାଏ: ରିସର୍ଚ୍ଚରୁ ଖୁଲାସା, ଠିକ୍ କରିବା ପାଇଁ ଆପଣାନ୍ତୁ ଏହି ଟ୍ରିକ୍
ଓଡ଼ିଶା ଭାସ୍କର: ବର୍ତ୍ତମାନ ଭାରତରେ ଅନେକ ସହରରେ ଗରମ ସହ ଗୁଳୁଗୁଳି ରେକର୍ଡ ଭାଙ୍ଗିଛି । ଅଧିକ ତାପମାତ୍ରା ଯୋଗୁଁ ଅଧିକାଂଶ ଲୋକେ ଅଶୁଂଘାତର ମଧ୍ୟ ଶିକାର ହେଉଛନ୍ତି । ତେବେ କିଛି ରିସର୍ଚ୍ଚରୁ ଜଣାପଡିଛି ଯେ,…
ଘରେ ବ୍ୟବହାର ହେଉଥିବା ଏହି ବାସନ ଦ୍ୱାରା ମଧ୍ୟ ହୋଇପାରେ କ୍ୟାନ୍ସର: ରିସର୍ଚ୍ଚ
ଆଜିକାଲି କ୍ୟାନସର ଏକ ସାଧାରଣ ରୋଗ ହୋଇଗଲାଣି । ବିଶ୍ୱ ସାରା ମାଡ଼ି ଚାଲିଛି କ୍ୟାନସର୍ । ଏହାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମେଡିସିନ ନଥିବା ବେଳେ କେବଳ ସଚେତନତା ଦ୍ୱାରା ହିଁ ଏଥିରୁ ରକ୍ଷା ପାଇହେବ । ତେବେ ଆପଣ…
କ’ଣ ଆପଣ ମଦ୍ୟପାନ କମ କରିବା ପାଇଁ ଚାହାଁନ୍ତି କି ? ତେବେ ଆସନ୍ତୁ ଜାଣିବା କେମିତି ଛାଡିବେ
ଭୁବନେଶ୍ୱର: ବର୍ତ୍ତମାନ ସମୟରେ ମଦ୍ୟପାନ କରିବା ଏକ ସାଧାରଣ ବିଷୟ ପାଲଟିଛି । ଅନେକ ଲୋକମାନେ ଅତ୍ୟଧିକ ମଦ୍ୟପାନ କରୁଥିବାରୁ ସେମାନଙ୍କର ସ୍ୱାସ୍ଥ୍ୟ ଧୀରେ ଧୀରେ ଖରାପ ହେବାରେ ଲାଗିଛି । ଏଥିପାଇଁ ଅନେକ ଲୋକ ମଦ…
ହୃଦଘାତ ପାଇଁ ସଞ୍ଜିବନୀ ‘AED’ ଯନ୍ତ୍ର: ରୋଗୀ ଅଚେତ ହେବାର ୩ ମିନିଟ ମଧ୍ୟରେ ଏହାକୁ ବ୍ୟବହାର କଲେ ରୋଗୀର ଜୀବନ ବଞ୍ଚିଯିବ- କାର୍ଡିଓଲୋଜିଷ୍ଟ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ହୃଦଘାତରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଥିବା ଦେଖାଯାଉଛି । ଚିକିତ୍ସା କ୍ଷେତ୍ରରେ ସାମାନ୍ୟ ବିଳମ୍ବ ଅନେକଙ୍କର ପ୍ରାଣହାନୀର କାରଣ ସାଜିଥାଏ । ଜାତୀୟ କ୍ରାଇମ୍ ରେକର୍ଡ…
ପ୍ରଚଣ୍ଡ ତାତିରୁ ଆରାମ ପାଇବାକୁ ଚାହୁଁଛନ୍ତି କି ? ତେବେ ନିୟମିତ ପିଅନ୍ତୁ ଏହି ପାନୀୟ
ଅତ୍ୟଧିକ ଗରମରୁ ଆରାମ ଚାହୁଁଛନ୍ତି କି? ତେବେ ନିୟମିତ ପିଅନ୍ତୁ ଏହି ପାନୀୟ। ଗ୍ରୀଷ୍ମ ସମୟରେ ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ବାର୍ଲି ଅର୍ଥାତ୍ ଯଅ ପାଣି ପିଇବା, ଯାହାର ଅନେକ ଲାଭ ମଧ୍ୟ…
Electronics ଡିଭାଇସରୁ ଆଖିକୁ ଦିଅନ୍ତ ଆରାମ: ନଚେତ୍ ନଷ୍ଟ ହୋଇପାରେ ଆଖି ଦୃଷ୍ଟି ଶକ୍ତି
ଓଡିଶା ଭାସ୍କର: ଆମେ ଦୈନନ୍ଦିନ ଜୀବନରେ ଛୋଟଠାରୁ ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ଡିଜିଟାଲର ବିଭିନ୍ନ ପ୍ଲାଟଫର୍ମ ସହ ଯୋଡି ହୋଇ ରହିଛନ୍ତି । ମୋବାଇଲ, ଟିଭି, ଲାପଟପ, ଟ୍ୟାବ୍ ଇତ୍ୟାଦିରେ ଆମେ ସବୁବେଳେ ନିଜକୁ ବ୍ୟସ୍ତ…