Browsing Category
ପରମ୍ପରା
ଆଜି ପବିତ୍ର ଗୁରୁପୂର୍ଣ୍ଣିମା: ଗୁରୁଙ୍କ ସାମ୍ନାରେ କରନ୍ତୁନି ଏହି ୫ଟି ଭୁଲ
ଓଡ଼ିଶା ଭାସ୍କର: ଆଷାଢ ମାସର ଶୁକ୍ଳ ପକ୍ଷରେ ପଡ଼ୁଥିବା ପୂର୍ଣ୍ଣିମାକୁ ଗୁରୁପୂର୍ଣ୍ଣିମା ଭାବେ ପାଳନ କରାଯାଏ । ତେବେ ଆଜି ହେଉଛି ପବିତ୍ର ଗୁରୁପୂର୍ଣ୍ଣିମା । ଜୀବନରେ ଜ୍ଞାନ, ସୁଖ, ସମୃଦ୍ଧି ଗୁରୁଙ୍କ କୃପାରୁ ହିଁ…
ଆଜି ଶ୍ରୀବିଗ୍ରହଙ୍କ ପବିତ୍ର ନିଳାଦ୍ରୀ ବିଜେ: ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧା ମୁରତୀ
ଓଡ଼ିଶା ଭାସ୍କର: ୧୨ ଦିନର ଲୀଳାଖେଳା ସାରି ଆଜି ନିଳାଦ୍ରି ବିଜେ କରିବେ ଚତୁର୍ଦ୍ଧା ମୁରତୀ । ନବଦିନାତ୍ମକ ଯାତ୍ରା ପରେ ସୁନାବେଶ ଏବଂ ପରେ ଶେଷ ହୋଇଛି ମହାପ୍ରଭୁଙ୍କ ଅଧରପଣା ନୀତି । ଆଜି ରତ୍ନ ସିଂହାସନକୁ ବିଜେ…
ହରିଶଙ୍କର ମନ୍ଦିରର ମାହାତ୍ମ୍ୟ : ଏକାଠୀ ଅବସ୍ଥାନ କରିଥିବାରୁ ନାମ ହେଲା ହରିଶଙ୍କର
ଓଡ଼ିଶା ଭାସ୍କର: ଓଡ଼ିଶାର କଳା ଓ ସଂସ୍କୃତିର ପରିଚୟ ହେଉଛି ହରିଶଙ୍କର ମନ୍ଦିର । ପଶ୍ଚିମ ଓଡ଼ିଶାରେ ଅବସ୍ଥିତ ହରିଶଙ୍କର ମନ୍ଦିରର ଅନେକ ରୋଚକ ତଥ୍ୟ ରହିଛି । ଏହି ପୀଠରେ ହରି ଓ ଶଙ୍କର ଏକାଠୀ ପୂଜା ପାଉଥିବାରୁ ଏହି…
ଆଜି ଶ୍ରୀକ୍ଷେତ୍ରରେ ଶ୍ରୀବିଗ୍ରହଙ୍କ ନିକଟରେ ଲାଗି ହେବ ଅଧରପଣା….
ଓଡ଼ିଶା ଭାସ୍କର: ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳ ସାରି ଲେଉଟିଛନ୍ତି ଶ୍ରୀଜିଉ । ଗତକାଲି ଶ୍ରୀମନ୍ଦିର ସମ୍ମୁଖରେ ରଥାରୁଢ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୋଇଯାଇଛି । ତିନି ରଥ ଉପରେ ମହଣ ମହଣ ସୁନାରେ…
ପବିତ୍ର ସୁନାବେଶର ରହସ୍ୟ: ଜାଣନ୍ତୁ କେଉଁ ଅଳଙ୍କାରରେ ସଜ୍ଜିତ ହୁଅନ୍ତି ତିନି ଠାକୁର
ଓଡ଼ିଶା ଭାସ୍କର: ଆଜି ହେଉଛି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ । ଭକ୍ତ ଓ ଭଗବାନଙ୍କ ମିଳନର ଆଉ ଏକ ଅପୂର୍ବ ଦିନ । ଶ୍ରୀକ୍ଷେତ୍ରର ବଡଦାଣ୍ଡରେ ଦେଖିବାକୁ ମିଳିଛି ଜନସମୁଦ୍ର । ଆଷାଢ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ…
ଆଜିଠାରୁ ଆରମ୍ଭ ପବିତ୍ର ଦେବଶୟନୀ ଏକାଦଶୀ: ଜାଣନ୍ତୁ ବ୍ରତର ଶୁଭ ମୂହୁର୍ତ୍ତ ଓ ପୂଜାବିଧି
ଓଡ଼ିଶା ଭାସ୍କର: ହିନ୍ଦୁଧର୍ମରେ ଦେବଶୟନୀ ଏକାଦଶୀକୁ ବିଶେଷ ମାନ୍ୟତା ଦିଆ ଯାଇଥାଏ । ଆଷାଢ ମାସର ଏକାଦଶୀ ତିଥିରେ ଦେବଶୟନୀ ଏକାଦଶୀ ପଡ଼ିଥାଏ । ଏହି ଦିନ ଠାରୁ ଚୁତୁର୍ମାସର ଆରମ୍ଭ ହୋଇଥାଏ । ଏହି ଚତୁର୍ମାସରେ ଭଗବାନ…
ଆଗକୁ ଆସୁଛି ଦେବଶୟନୀ ଏକାଦଶୀ: ଜାଣନ୍ତୁ ଏହି ବ୍ରତର ଶୁଭ ମୂହୁର୍ତ୍ତ ଓ ପୂଜା ବିଧି
ଓଡ଼ିଶା ଭାସ୍କର: ଆଷାଢ ମାସର ଏକାଦଶୀ ତିଥିରେ ଦେବଶୟନୀ ଏକାଦଶୀ ପଡ଼ିଥାଏ । ତେବେ ଚଳିତ ବର୍ଷ ଇଂରାଜୀ କାଲେଣ୍ଡର ଅନୁସାରେ ଏହା ଜୁଲାଇ ୧୦ରେ ପଡ଼ିବ । ଚୁତୁର୍ମାସର ଆରମ୍ଭ ଏହି ଦିନ ଠାରୁ ହୋଇଥାଏ । ଏହି ଚତୁର୍ମାସରେ…
ବାହୁଡ଼ା ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଛି ପୋଡ଼ପିଠା: ଶରଧାରେ ପରସି ଦେବେ ଗୁଣ୍ଡିଚା ରାଣୀ
ଓଡ଼ିଶା ଭାସ୍କର: ବାହୁଡ଼ା ଯାତ୍ରା ପାଇଁ ମାଉସୀ ମା’ ପ୍ରସ୍ତୁତ କରୁଛନ୍ତି ପୋଡ଼ ପିଠା । ଶ୍ରୀଜିଉଙ୍କ ନିକଟରେ ଲାଗି ହେବ ଏହି ପୋଡ଼ପିଠା । ଶ୍ରୀମନ୍ଦିର ଫେରିବା ସମୟରେ ମହାପ୍ରଭୁଙ୍କ ନିକଟରେ ଏହି ପୋଡ଼ପିଠା ତିନୋଟି…
ବାସୀ ରଥଯାତ୍ରା: ଏହି ଜାଗାରେ ଆଜି ଟଣା ହେଲା ରଥ, ଜାଣନ୍ତୁ କାହିଁକି?
କୋରାପୁଟ: ଜୁଲାଇ ୧ ଅର୍ଥାତ ଗତକାଲି ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଶେଷ ହୋଇଛି । କିନ୍ତୁ ଏହାର ପର ଦିନ ମାନେ ଆଜି ଏକ ସ୍ଥାନରେ ବାସୀରେ ଟଣା ହେଲା ରଥ । ଏଠାରେ ପାଳନ ହୁଏ ବାସୀ ରଥଯାତ୍ରା । ସାରା ରାଜ୍ୟରେ…
ମା’ ଯାହାକୁ ସାହା, ଭକ୍ତ ଡ଼ରିବ ଆଉ କିଆଁ, ଜାଣନ୍ତୁ ମା’ ଦ୍ୱାରଶୁଣୀଙ୍କ ମହିମା….
ମୟୂରଭଞ୍ଜ: ଓଡ଼ିଶା ପାକୃତିକ ସୌନ୍ଦର୍ଯ୍ୟରେ ଭରା ଏକ ସୁନ୍ଦର ରାଜ୍ୟ । ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଓଡ଼ିଶା ଏହାର କଳା ସଂସ୍କୃତି ଏବଂ ପରମ୍ପରାକୁ ନେଇ ମଧ୍ୟ ଖୁବ୍ ପ୍ରସିଦ୍ଧ । ତେବେ ଏହିସବୁକୁ ଛାଡ଼ିଦେଲେ ଓଡ଼ିଶାରେ…