Browsing Category
ପରମ୍ପରା
ଚୈତ୍ର ନବରାତ୍ରୀ; ଜାଣନ୍ତୁ ୯ଦିନ ପରେ ବ୍ରତ ଭାଙ୍ଗିବାର ସଠିକ୍ ନିୟମ, ନଚେତ୍ ହୋଇପାରନ୍ତି ଅସୁସ୍ଥ
ଓଡ଼ିଶା ଭାସ୍କର: ଯଦି କୌଣସି ବ୍ୟକ୍ତି ଦୀର୍ଘ ୯ ଦିନର ଉପବାସ ପରେ ବ୍ରତ ଭାଙ୍ଗିବା ବେଳେ ତୁରନ୍ତ କିଛି ଖାଇବା କଥା ନୁହେଁ, ଯାହା ଦ୍ୱାରା ଶରୀର ଭିତରେ ଅସନ୍ତୁଳନ ସୃଷ୍ଟି ହୋଇଥାଏ। ବ୍ରତ ଖୋଲିବା ପରେ ଅନେକ ଲୋକ କିଛି…
ଆଜି ରୁକୁଣା ରଥଯାତ୍ରା: ରୁକୁଣା ରଥରେ ବିଜେ ହେବେ ବାବା ଲିଙ୍ଗରାଜ, ଦୁଲୁକୁଛି ରଥ ପଥ
ଭୁବନେଶ୍ୱର: ଅନେକ ଦିନର ଅପେକ୍ଷାର ଆଜି ଅନ୍ତ ଘଟିଛି । ବହୁ ଦିନ ପରେ ପ୍ରଭୁ ଲିଙ୍ଗରାଜ ଆଜି ରୁକୁଣା ରଥରେ ଶୋଭା ପାଇବେ । କାରଣ ଆଜି ହେଉଛି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ପବିତ୍ର ରୁକୁଣା ରଥଯାତ୍ରା । ସେଥିପାଇଁ…
ଚୈତ୍ର ନବରାତ୍ରୀର ଅଷ୍ଟମୀ ଦିନ ଭୁଲରେ ବି କରନ୍ତୁନି ଏହି କାମ, ନଚେତ ମିଳିବନି ପୂଜା ଫଳ, ଜାଣନ୍ତୁ ସଠିକ ନିୟମ
ଓଡ଼ିଶା ଭାଷ୍କର: ଚୈତ୍ର ନବରାତ୍ରୀ ଅଷ୍ଟମୀ ୧୬ ଏପ୍ରିଲରେ ପାଳନ କରାଯିବ । ଏହି ଦିନ ମାଆ ମହାଗୌରୀଙ୍କୁ ପୂଜା କରାଯାଇଥାଏ । ଅଷ୍ଟମୀ ଦିନ ମାଆ କାଳି, ଦକ୍ଷିଣ କାଳି ଏବଂ ଭଦ୍ରକାଳିଙ୍କୁ ମଧ୍ୟ ପୂଜା କରାଯାଇଥାଏ । ମାଆ…
ଆଜି ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ, ଜାଣନ୍ତୁ କ’ଣ ରହିଛି ଏହି ଦିନର ମହତ୍ୱ
ଓଡ଼ିଶା ଭାସ୍କର: ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରା ଭିନ୍ନ । ଓଡ଼ିଆମାନେ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି । ପଣାରେ ମହକୁଛି ପଲ୍ଲୀରୁ ସହର । ଆଜି ପବିତ୍ର ପଣା ସଂକ୍ରାନ୍ତି । ଚଳଚଞ୍ଚଳ ପ୍ରତି ଓଡ଼ିଆ ଘର । ଏହି…
ଚୈତ୍ର ନବରାତ୍ରିର ଷଷ୍ଠ ଦିନରେ କରନ୍ତୁ ମାଆ କାତ୍ୟାୟନୀଙ୍କ ପୂଜା, ଦୂର ହେବ ବିବାହ ଏବଂ ଧନ ସମ୍ବନ୍ଧିତ ସମସ୍ୟା
ଓଡ଼ିଶା ଭାଷ୍କର: ନବରାତ୍ରିର ଷଷ୍ଠ ଦିନରେ ମାଆ କାତ୍ୟାୟନୀଙ୍କୁ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ମାଆ ଦେବତାମାନଙ୍କ ଜ୍ୟୋତିରୁ ଜନ୍ମ ହୋଇଥିଲେ। ମାଆ କାତ୍ୟାୟନୀଙ୍କ ରୂପ ଐଶ୍ୱରୀୟ ଏବଂ ତାଙ୍କର ଆଶୀର୍ବାଦ ସବୁବେଳେ…
ଏଥର ରାମ ନବମୀରେ ଶ୍ରୀରାମଙ୍କ ଜନ୍ମ ପରି ଗଠନ ହେଉଛି ‘ମହାସଂଯୋଗ’, ଏହି ୩ଟି ରାଶିମାନଙ୍କର ଚମକିବ ଭାଗ୍ୟ
ଓଡ଼ିଶା ଭାସ୍କର: ରାମ ନବମୀ ୧୭ ଏପ୍ରିଲ ୨୦୨୪ରେ ପାଳନ କରାଯିବ । ଏହି ଏହି ଦିନ ଚୈତ୍ର ନବରାତ୍ରିର ଶେଷ ରାତି । ଚୈତ୍ର ମାସ ଶୁକ୍ଳ ପକ୍ଷର ନବମୀ ତିଥିରେ ପୂନ୍ୟ ତିଥିମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିଶ୍ୱାସ କରାଯାଏ ।…
ଚୈତ୍ର ନବରାତ୍ରିର ଚତୁର୍ଥ ଦିନରେ ମାତା କୁଷ୍ମାଣ୍ଡାଙ୍କ ପୂଜା କଲେ ଅଜେୟ ରହିବାର ବରଦାନ ମିଳିଥାଏ, ଜାଣନ୍ତୁ ପୂଜା ବିଧି
ମା’ କୁଷ୍ମାଣ୍ଡାଙ୍କ ମହିମା ଅଦ୍ୱିତୀୟ ଅଟେ । ତେଣୁ ଚୈତ୍ର ନବରାତ୍ରିର ଚତୁର୍ଥ ଦିନରେ ମା’ଙ୍କର ପୂଜା କଲେ ଅଜେୟ ରହିବାର ବରଦାନ ମିଳିଥାଏ । ମା’ଙ୍କ ଉପାସନା ଶାନ୍ତ ମନରେ କରିବା ଉଚିତ । କୁହାଯାଏ, ଯେତେବେଳେ ସାରା…
ନବରାତ୍ରୀରେ କରନ୍ତୁ ପାନ ପତ୍ରର ଏହି ଉପାୟ, ଘରେ ବର୍ଷିବ ସୁଖ ସମୃଦ୍ଧି, ସମସ୍ୟାରୁ ମିଳିବ ମୁକ୍ତି
ଓଡ଼ିଶା ଭାସ୍କର: ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇଯାଇଛି ପବିତ୍ର ନବରାତ୍ରୀ । ସମସ୍ତ ଦେଶବାସୀଙ୍କ ମନରେ ଭରିଦେଇଛି ଉତ୍ସାହ । ଚୈତ୍ର ନବରାତ୍ରୀର ତୃତୀୟ ଦିନରେ ମା’ ଚନ୍ଦ୍ର ଘଣ୍ଟାଙ୍କର ପୂଜାର୍ଚ୍ଚନା କରାଯାଇଥାଏ ।…
ଆଜି ଇଦ୍ ପାଳୁଛନ୍ତି ଇସଲାମ ଧର୍ମୀ; ପରସ୍ପରକୁ ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା
କଟକ: (ଓଡ଼ିଶା ଭାସ୍କର) ଇଦ୍ ଇସଲାମ ଧର୍ମର ଏକ ପ୍ରମୁଖ ପର୍ବ, ଯାହା ରମଜାନ ଶେଷ ହେବା ପରେ ଶୱଲର ପ୍ରଥମ ତିଥିରେ ପାଳନ କରାଯାଏ । ମୁସଲମାନମାନେ ରମଜାନ ମାସରେ ଉପବାସ ରଖନ୍ତି ଏବଂ ରମଜାନ ଶେଷ ହେବା ସହିତ ଉପବାସ ମଧ୍ୟ…
ଚୈତ୍ର ନବରାତ୍ରିର ୩ୟ ଦିନରେ କରନ୍ତୁ ମାଆ ଚନ୍ଦ୍ରଘଣ୍ଟାଙ୍କ ପୂଜା, ଦୂର ହେବ ମଙ୍ଗଳ ଦୋଷ
ଓଡ଼ିଶା ଭାସ୍କର: ଚୈତ୍ର ନବରାତ୍ରିର ତୃତୀୟ ଶକ୍ତି ମାଆ ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଇଥାଏ। ମାଆଙ୍କ ଏହି ରୂପ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିଶ୍ୱାସ କରାଯାଏ। ମାଆ ଚନ୍ଦ୍ରଘଣ୍ଟାଙ୍କ ଉପାସନା ସାହସୀ କରାଇଥାଏ । ଦେବୀ…