Browsing Category
ବିଦେଶ
ଥମୁନି ଗୃହ ଯୁଦ୍ଧ ; ସୁଦାନରେ EU ରାଷ୍ଟ୍ରଦୂତଙ୍କୁ ଘରେ ପଶି ହତ୍ୟା, ଏପର୍ଯ୍ୟନ୍ତ ୧୮୦ ଜଣଙ୍କ ଜୀବନ ଯାଇଛି
ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ସୁଦାନର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଏଠାରେ ଚାଲିଥିବା ଗୃହ ଯୁଦ୍ଧରେ ଅତି କମରେ ୧୮୦ ଜଣଙ୍କର ମୃତ୍ୟୁ ଘଟିଛି। କେବଳ ଏତିକି ନୁହେଁ, ୧୮୦୦ ରୁ ଅଧିକ ଆହତ ହୋଇଛନ୍ତି ।…
ବ୍ରେକଅପ୍ ପରେ ଏତେ ଖୁସି! ୨୩ ବର୍ଷର ସମ୍ପର୍କ ଭାଙ୍ଗିଗଲା, ତା’ ପରେ ସେଲିବ୍ରେଟ ହେଲା ‘Just Divorced’
ନୂଆଦିଲ୍ଲୀ: ଜୀବନ ଅଛି ମାନେ ପ୍ରେମ ନିଶ୍ଚିତ ଭାବେ ଅଛି । କିଏ ପ୍ରେମରେ ସଫଳ ହୁଏ ତ ଆଉ କିଏ ବିଫଳ ହୋଇ ନିଜର ବା ଅନ୍ୟର ଜୀବନ ନେବାକୁ ପଛାଏ ନାହିଁ । ଯେତେବେଳେ କୌଣସି ପୁରୁଣା ସମ୍ପର୍କ ଅଚାନକ ଭାଙ୍ଗିଯାଏ,…
ଛାତ୍ରଙ୍କ ସହ ଶାରୀରକ ସମ୍ପର୍କ ସ୍ଥାପନ କଲେ ୬ ଜଣ ଶିକ୍ଷୟିତ୍ରୀ: ଶେଷରେ ଧରାପଡ଼ିଲେ ଓ ଗିରଫ ହେଲେ
ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏପରି କିଛି ଅଜବ ତଥା ଅସାମାଜିକ ଘଟଣା ଘଟିଥାଏ ଯାହାଦ୍ୱାରା ଆମର ମୁଣ୍ଡ ଲଜ୍ଜ୍ୟାରେ ତଳକୁ ହୋଇଯାଇଥାଏ । ବିଶେଷ କରି ଛୋଟ ପିଲାଙ୍କୁ ନେଇ ଘଟୁଥିବା କିଛି ଯୌନ କାର୍ଯ୍ୟକଳାପ ସଭ୍ୟ…
ଫୁଡ ବ୍ଲଗର ମାନଙ୍କୁ ଶକ୍ତଝଟକା ! ରେଷ୍ଟୁରାଣ୍ଟରେ ଖାଇବା ସମୟରେ ଆଉ ବ୍ୟବହାର କରିପାରିବେ ନାହିଁ ଫୋନ୍
ନୂଆଦିଲ୍ଲୀ: ଆଜିକାଲି, ଅଧିକାଂଶ ଲୋକ ରେଷ୍ଟୁରାଣ୍ଟରେ ଖାଇବା ସମୟରେ ଫୋନ୍ ବ୍ୟବହାର କରୁଥିବା ଦେଖାଯାଏ। ଆଉ ସେମାନେ ଏତେ ଫୋନ୍ ବ୍ୟବହାର କରନ୍ତି ଯେ, ଲୋକମାନେ ଖାଇବାକୁ ମଧ୍ୟ ଭୁଲିଯାଆନ୍ତି, ତେବେ ଏହା ମଧ୍ୟ…
ବୁର୍କିନା ଫାସୋରେ ଥମୁନି ହିଂସା: ଜିହାଦୀମାନେ କଲେ ପୁନର୍ବାର ଆକ୍ରମଣ, ୪୦ ମୃତ୍ୟୁ
ନୂଆଦିଲ୍ଲୀ: ସନ୍ଦିଗ୍ଧ ଜିହାଦୀମାନେ ପଶ୍ଚିମ ଆଫ୍ରିକା ଦେଶ ବୁର୍କିନା ଫାସୋରେ ଏକ ବଡ଼ ଅଘଟଣ କରିଥିବା କଥା ସାମ୍ନାକୁ ଆସିଛି। ଜିହାଦୀମାନେ ୪୦ ଜଣଙ୍କୁ ହତ୍ୟା କରିଛନ୍ତି। ଏହା ବୁର୍କିନା ଫାସୋ ରାଜ୍ୟପାଳ ନିଜେ ସୂଚନା…
ପୁଣି ଭୂକମ୍ପ : ସୋମବାର ସକାଳୁ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତୁର୍କୀ, ଏତିକି ଥିଲା ତୀବ୍ରତା…
ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ତୁର୍କୀକୁ ପୁଣି ଭୂକମ୍ପ ଝଟକା ଲାଗିଛି । ସୋମବାର ସକାଳେ ତୁର୍କୀର ଆଫସିନ୍, ଦକ୍ଷିଣ-ପଶ୍ଚିମ ଦିଗରେ ୨୩ କିଲୋମିଟର ଦୂରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି, ଯାହାର ତୀବ୍ରତା…
ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଦୁଃଖଦାୟକ: ଓଡ଼ଶ କାମୁଡ଼ାରେ ମଣିଷର ମୃତ୍ୟୁ
ନୂଆଦିଲ୍ଲୀ: ବେଳେବେଳେ ମଣିଷ ବହୁ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଉଥିବା ବେଳେ ଅନେକ ସମୟରେ ଏକ ସାଧାରଣ ଘଟଣାରେ ମୃତ୍ୟୁବରଣ କରିଥାଏ । କିଏ ୧୦ ମହଲା ଛାତରୁ ଖସି ଜୀବିତ ରହୁଛି ତ ଆଉ କିଏ ଘରର ପାହାଚ, ଚଟାଣରେ ପଡ଼ି…
ଯାଇଥିଲେ ଚାକିରି ପାଇଁ, ଫେରିଲେ ଶବ ହୋଇ: ଦୁବାଇ ଅଗ୍ନିକାଣ୍ଡରେ ୪ ଭାରତୀୟଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆସିବ ତାହା କେହି ବି କହିପାରିବେ ନାହିଁ । ପ୍ରତିବର୍ଷ ଅର୍ଥ ରୋଜଗାରର ଲକ୍ଷ୍ୟ ନେଇ ବିଦେଶକୁ ହଜାର ହଜାର ଭାରତୀୟ ଯୁବକ, ଯୁବତୀ ଚାକିରି ସନ୍ଧାନରେ ଯାଇଥାନ୍ତି । ଆମେରିକା, କାନାଡ଼ା,…
(Video)ହେୟାର ଡ୍ରାଏ କରୁଥିବା ସମୟରେ ହଠାତ ଲାଗିଗଲା ନିଆଁ , ଭିଡ଼ିଓ ଦେଖିବା ପରେ ଆପଣ ମଧ୍ୟ ବ୍ୟବହାର କରିବାକୁ ଡରିବେ
ନୂଆଦିଲ୍ଲୀ: କେଶ ଶୁଖାଇବା ପାଇଁ ମୁଖ୍ୟତଃ ଟିକିଏ ସମୟ ଲାଗେ । କିନ୍ତୁ କିଛି ଲୋକଙ୍କ ପାଖରେ ଯେତେବେଳେ ସମୟର ଅଭାବ ରହିଥାଏ ସେମାନେ ତାଙ୍କ ଚୁଟି ଶୁଖାଇବା ପାଇଁ ହେୟାର ଡ୍ରାଏର ବ୍ୟବହାର କରନ୍ତି । କିନ୍ତୁ ଏହି…
ସୁଡାନରେ ଗୃହଯୁଦ୍ଧ ଆରମ୍ଭ ; ଜାତିସଂଘର ୩ କର୍ମଚାରୀଙ୍କ ସମେତ ୪୭ ମୃତ ଓ ୩୮୦ ଆହତ
ଖାର୍ତୁମ୍ : ସୁଡାନରେ ଆରମ୍ଭ ହୋଇଯାଇଛି ଗୃହଯୁଦ୍ଧ । ଏହି ଯୁଦ୍ଧରେ ଅତି କମରେ ୪୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୮୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତ୍ୟୁବରଣ କରିଥିବା ଲୋକଙ୍କ…