Browsing Category
ବିଦେଶ
ଆଣ୍ଟାର୍କଟିକା ବରଫ ବିଶ୍ୱ ପାଇଁ ବିପଦ: ସମୁଦ୍ର ଜଳସ୍ତର ୨୦୦ ଫୁଟ ବଢ଼ିଯିବ, ସାମୁଦ୍ରିକ ଜୀବ ଗାଏବ ହୋଇଯିବେ, NSIDCର ରିପୋର୍ଟ ବଢ଼ାଇଲା ଚିନ୍ତା
ନୂଆଦିଲ୍ଲୀ: ଆଣ୍ଟାର୍କଟିକା ହେଉଛି ପୃଥିବୀର ସବୁଠାରୁ ବରଫବହୁଳ ଅଞ୍ଚଳ । ଆଣ୍ଟାର୍କଟିକାର ୯୯ ପ୍ରତିଶତ ଅଂଶ କେବଳ ବରଫ ଦ୍ୱାରା ଢାଙ୍କି ହୋଇ ରହିଛି । ସେଠାରେ ବରଫର ଦୁଇଟି ମୋଟା ଆସ୍ତରଣ ଜମି ରହିଛି । ମାତ୍ର ଦିନକୁ…
ପୁଣି ସିରିଜ ଗୁଳି ବିନିମୟରେ କମ୍ପିଲା ଆମେରିକା, ୬ ନିହତ
ନୂଆଦିଲ୍ଲୀ: ଆମେରିକାର ପୁଣି ଥରେ ସିରିଜ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି। ମିସିସିପିର ଟେଟ୍ କାଉଣ୍ଟିରେ ଏହି ସିରିଜ ଫାୟାରିଙ୍ଗରେ ଅତି କମରେ ୬ ଜଣ ନିହତ ହୋଇଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ…
ଭୁକମ୍ପର ୨୪୮ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ଉଦ୍ଧାର ହେଲେ ଜୀବନ୍ତ ବ୍ୟକ୍ତି, ୪୧ ହଜାର ଟପିଛି ମୁତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ: ତୁର୍କୀରେ ପ୍ରଳୟଙ୍କାରୀ ଭୂକମ୍ପରେ ବର୍ତ୍ତମାନ ସୁଧା ୪୧ ହଜାର ମୃତ୍ୟୁ ସଂଖ୍ୟା ଟପିବା ପରେ ଭଗ୍ନାବଶେଷ ତଳୁ ଏକ ବ୍ୟକ୍ତି ଜୀବିତ ଥିବା କଥା ସାମ୍ନାକୁ ଆସିଛି । ତୁର୍କୀର ଉଦ୍ଧାରକାରୀ ଟିମ୍ ଭୂକମ୍ପର ୧୨…
ବ୍ୟାନ୍ ହେଲା କଣ୍ଡୋମ ଓ ଗର୍ଭନିରୋଧକ ମେଡିସନ୍: ମେଡିସିନ ଷ୍ଟୋରରେ ବିକ୍ରି ନେଇ ଲାଗିଲା ରୋକ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଏକ ଆଶ୍ଚର୍ଯ୍ୟଜନକ ନିର୍ଦ୍ଦେଶନାମା ଜାରି କରାଯାଇଛି । ମହିଳାଙ୍କୁ ଗର୍ଭବିରୋଧକ ଔଷଧ ସେବନ ନ କରିବାକୁ କୁହାଯାଇଛି । ଏଥିସହିତ ମେଡିକାଲ ଷ୍ଟୋରମାନଙ୍କରେ ମଧ୍ୟ ଏହାର…
ଇତିହାସରେ ପ୍ରଥମ ଘଟଣା: ବିନା ପାଇଲଟରେ ଉଡ଼ିଲା ଯୁଦ୍ଧ ବିମାନ, AIର କମାଲ୍
ନୂଆଦିଲ୍ଲୀ: ବର୍ତ୍ତମାନର ସମୟ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଯୁଗ । ଏଆଇ ଆଜି ମଣିଷର ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରୁଛି । ଆଗାମୀ ଦିନରେ ବୈଜ୍ଞାନିକମାନେ ଏହାକୁ ନେଇ…
କରାଚିର ପୋଲିସ ହେଡ କ୍ୱାର୍ଟର ଉପରକୁ ଆକ୍ରମଣ, ଲଗାତାର ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିବା ସହିତ କରୁଛନ୍ତି ଗୁଳିମାଡ଼
କରାଚି : ପାକିସ୍ତାନର କରାଚିରେ ପୋଲିସ ମୁଖ୍ୟାଳୟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ମୁଖ୍ୟାଳୟରେ ୧୦ ରୁ ଅଧିକ ଆତଙ୍କବାଦୀ ଉପସ୍ଥିତ ଅଛନ୍ତି। ଏହା ସହିତ ଆତଙ୍କବାଦୀମାନେ…
(Video)ହଠାତ୍ ଜିମ ଭିତରେ ପସି ମହିଳାଙ୍କ ସହ କରିବାକୁ ଲାଗିଲେ ଅସଦାଚରଣ, ମହିଳା ଏପରି ଜବାବ ଦେଲେ; ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ: ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଥିବାର ଦେଖିଥିବେ ଠିକ ଏହି ଭଳି ଏକ ଭିଡିଓ ଯାହା ଭାଇରାଲ ହେଉଛି ତାହା ଦେଖିଲେ ଆପଣ ଭାବିଯେ ବାସ୍ତବରେ ଯେଉଁମାନେ ସାହାସର ସହ ସାମ୍ନା କରନ୍ତି ତାଙ୍କର…
ଅଧିକ ରୋଜଗାର କରୁଥିବା ବ୍ୟକ୍ତି ସବୁଠାରୁ ସ୍ମାର୍ଟ କର୍ମଚାରୀ ନହୋଇପାରନ୍ତି: ଷ୍ଟଡି
ନୂଆଦିଲ୍ଲୀ: ଗୋଟିଏ କମ୍ପାନୀରେ ସବୁଠୁ ଅଧିକ ଦରମା ପାଉଥିବା କର୍ମଚାରୀ ଅଧିକ ସ୍ମାର୍ଟ ହୋଇଥିବେ ଏହା ଭାବିବା ବୁଲ୍ ହୋଇପାରେ। କାରଣ ନିକଟରେ ସ୍ୱିଡେନରେ ଏକ ଅଧ୍ୟୟନରୁ ଜଣା ପଡ଼ିଛି ଯେ, ସବୁଠାରୁ ଅଧିକ ରୋଜଗାର…
ଚୀନ୍ର ଗୁପ୍ତଚର ବେଲୁନ୍ ଖସିବାରେ ‘ମୋର କୌଣସି ଦୁଃଖ ନାହିଁ’- ଜୋ ବାଇଡେନ୍
ନୂଆଦିଲ୍ଲୀ: ଆମେରିକା ଏବଂ କାନାଡାର ଆକାଶରେ ଗୁଳି କରି ଅଜଣା ଉଡ଼ନ୍ତା ବସ୍ତୁ ଖସାଇବା ବିଷୟରେ ବିତର୍କ ଜାରି ରହିଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ ଗୁଳି କରି ଖସାଇଥିବା ବସ୍ତୁ ସହିତ…
ଐତିହାସିକ ନିଷ୍ପତି: ଋତୁସ୍ରାବ ସମୟରେ ମହିଳାମାନଙ୍କୁ ଛୁଟି ଦେବା ନିୟମକୁ ସବୁଜ ସଙ୍କେତ ଦେଲା ଏହି ଦେଶ
ନୂଆଦିଲ୍ଲୀ: ସ୍ପେନର ସଂସଦ ଗୁରୁବାର ମହିଳାଙ୍କ ଋତୁସ୍ରାବ ସମୟରେ ଛୁଟି ଦେବାକୁ ଆଇନକୁ ଅନୁମୋଦନ କରିଛି। ସ୍ପେନ ପ୍ରଥମ ୟୁରୋପୀୟ ଦେଶ ଭାବେ ଏହି ଆଇନ୍ ପ୍ରଣୟନ କରିଛି। ସରକାର କହିଛନ୍ତି ଯେ ଆଇନକୁ ସ୍ୱୀକୃତି ଦେବା…