Browsing Category

ବିଦେଶ

ବିଶ୍ୱରେ ବିରଳ ଘଟଣା: ୬୧ ବର୍ଷ ହେଲା ଆଦୌ ଶୋଇ ନାହାନ୍ତି ଜଣେ ବ୍ୟକ୍ତି, ହାଲିଆ ଲାଗୁନି, ନିଦ ଜମାରୁ ଆସୁନି

ନୂଆଦିଲ୍ଲୀ: ଅନେକ ସମୟରେ ଆମ ପୃଥିବୀରେ ଏପରି କିଛି ଘଟଣା ଘଟିଥାଏ ଯାହାକୁ କି ସହଜରେ ବିଶ୍ୱାସ କରିହୁଏ ନାହିଁ । ସାଧାରଣ ଭାବେ ମଣିଷ ଦିନକୁ ୬-୮ ଘଣ୍ଟା ଶୋଇବା ଉଚିତ ବୋଲି କୁହାଯାଇଥାଏ । ଏହାଠାରୁ କମ୍ ଶୋଇଲେ ଆମ…

IIT Kanpur ବୈଜ୍ଞାନିକଙ୍କ ବଡ଼ ଖୁଲାସା: ଭାରତରେ ଆସିପାରେ ତୁର୍କୀ-ସିରିଆ ଭରି ଭୟଙ୍କର ଭୂକମ୍ପ

ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ଦେଖାଦେଇଥିବା ଭୟଙ୍କର ଭୂକମ୍ପକୁ ନେଇ ଏବେ ସାରା ବିଶ୍ୱବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହାମଧ୍ୟରେ ମୃତ୍ୟୁସଂଖ୍ୟା ୨୧ ହଜାର ଟପିଥିବା ବେଳେ ହଜାର ହଜାର ହଜାର ଘରଦ୍ୱାରା…

ଫେବୃଆରୀରେ ଆସିବ ସେରମ ଇନଷ୍ଟିଚ୍ୟୁଟର ସର୍ଭିକାଲ କ୍ୟାନସର ଭ୍ୟାକ୍ସିନ: ଦୁଇଟି ଡୋଜକୁ ୨ ହଜାର ଟଙ୍କା

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ଭାରତରେ ପ୍ରସ୍ତୁତ ସର୍ଭିକାଲ କ୍ୟାନସର ଟିକା ସେରାଭାଭାକ ଚଳିତ ମାସରେ ମାର୍କେଟକୁ ଆସିବ । ଏହି ଟିକାର ଦୁଇଟି ଡୋଜର ଦାମ ୨ ହଜାର ଟଙ୍କା ରହିଥିବା ଅଫିସିଆଲ ସୂତ୍ରରୁ…

ଛଟେଇ ପରେ ଛଟେଇ: News Corpରୁ ବିଦାହେବେ ବହୁ କର୍ମଚାରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଘୋର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ଏହି କାରଣରୁ ଗୁଗଲ, ଫେସବୁକ, ଆମାଜନ, ମାଇକ୍ରୋସଫ୍ଟ ପରି ବିଶ୍ୱର ଅନେକ ବଡ଼ ବଡ଼ ଟେକ କମ୍ପାନୀମାନେ ସେମାନଙ୍କର କର୍ମଚାରୀଙ୍କୁ ଚାକିରିରୁ…

ତୁର୍କୀ-ସିରିଆ ଭୁମିକମ୍ପ: ୨୧ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଫେବୃଆରୀ ୬ ତାରିଖରେ ଘଟିଥିବା ତୁର୍କୀ ସିରିଆ ଭୂକମ୍ପରେ ବର୍ତ୍ତମାନ ଶବ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ଅତ୍ୟଧିକ ମାତ୍ରାରେ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଶବ ଉଦ୍ଧାର କାର୍ଯ୍ୟ ଥମିବାର ନାମ ନେଉନି ।…

Video: ଭୂକମ୍ପ ପୀଡିତ ତୁର୍କୀକୁ ସହାୟତା ପାଇଁ ‘ଅପରେସନ ଦୋସ୍ତ’କୁ ଜୋରଦାର କଲା ଭାରତ

ନୂଆଦିଲ୍ଲୀ: ଭୁକମ୍ପରେ ଭୟଙ୍କର କ୍ଷୟକ୍ଷତିର ସାମ୍ନା କରିଥିବା ତୁର୍କୀ ଓ ସିରିଆକୁ ସାହାଯ୍ୟ କରିବା ପାଇଁ ଭାରତ ସରକାର ସହେଯାଗର ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଅପରେସନ୍ ଦୋସ୍ତ ଆରମ୍ଭ…

ସାଂସଦ ଦେଖୁଥିଲେ ପର୍ଣ୍ଣ ଫିଲ୍ମ: ସୋସିଆଲ ମିଡ଼ିଆରେ ଭିଡିଓ ହେଲା ଭାଇରାଲ, ଦେଶରେ ସୃଷ୍ଟି ହେଲା ହଙ୍ଗାମା

ନୂଆଦିଲ୍ଲୀ: ସାଧାରଣ ଭାବେ ୧୮ ବର୍ଷରୁ କମ୍ ବୟସର ଯୁବକ, ଯୁବତୀମାନେ ପର୍ଣ୍ଣ ଫିଲ୍ମ ଦେଖିବା ଅପରାଧ ଭାବେ ଗ୍ରହଣ କରାଯାଇଏ । ଅନେକ ସମୟରେ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ପରି କିଛି ସାର୍ବଜନିକ ସ୍ଥାନରେ ମଧ୍ୟ ଏଭଳି…

ଗ୍ଲୋବାଲ ୱାର୍ମିଂ ରୋକିବା ପାଇଁ ବୈଜ୍ଞାନିକଙ୍କ ନୂଆ କୌଶଳ

ନୂଆଦିଲ୍ଲୀ : ଜୁନ୍ ୧୯୯୧ ରେ ଫିଲିପାଇନ୍ସର ଆଗ୍ନେୟଗିରି ବିସ୍ଫୋରଣ ହୋଇଥିଲା । ଏହା ଥିଲା ବିଂଶ ଶତାବ୍ଦୀର ସବୁଠାରୁ ବଡ ବିସ୍ଫୋରଣ । ଏହାର ଧୂଆଁ ଆକାଶର ପ୍ରାୟ ୨୮ ମାଇଲ୍ ପର୍ଯ୍ୟନ୍ତ ଆଚ୍ଛାଦିତ ହୋଇ ରହିଥିଲା । ଏହା…

ତୁର୍କୀ ଏବଂ ସିରିଆରେ ମୃତ୍ୟୁସଂଖ୍ୟା ୧୫,୦୦୦ ପାର୍: ଭଗ୍ନାବଶେଷରେ ମୃତ ଦେହ ଖୋଜିବା ଜାରି

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ଫେବୃଆରୀ ୬ ରେ ହୋଇଥିବା ଭୂକମ୍ପ ମୃତ୍ୟୁର ତାଣ୍ଡବ ରଚିଛି । ସବୁଆଡ଼େ ଭଗ୍ନାବଶେଷ ବିଛାଡି ହୋଇ ରହିଛି ଏବଂ କାନ୍ଦରେ ଫାଟିପଡୁଛି ସମଗ୍ର ଅଞ୍ଚଳ । ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ…

ପ୍ରାକୃତିକ ବିପର୍ଯ୍ୟୟରେ ବିଶ୍ୱ ଥରହର : ଗ୍ଲାସିୟରକୁ ନେଇ ଗବେଷକ ଦେଲେ ସତର୍କବାଣୀ

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟରେ ବିଶ୍ୱ ବର୍ତ୍ତମାନ ଥରହର ହେଉଥିବା ବେଳେ ଗ୍ଲାସିୟରକୁ ନେଇ ସତର୍କବାଣୀ ଦେଇଛନ୍ତି ଗବେଷକ । ଗ୍ଲାସିୟର ତରଳୁଥିବାରୁ ବିଶ୍ୱର ପ୍ରାୟ ୧୫ ନିୟୁତ ଲୋକ ବିପନ୍ନରେ ବୋଲି ଗବେଷଣାରେ…