Browsing Category

ବିଦେଶ

ଦୁନିଆର ଏମିତି ଏକ ଦ୍ୱୀପ ଯେଉଁଠି ପ୍ରତି ଛଅମାସରେ ବଦଳିଯାଏ ମାଲିକାନା ଓ ନିୟମ କାନୁନ

ଦୁନିଆରେ ଏମିତି ଏକ ଦ୍ୱିପ ଅଛି ଯାହା ଉପରେ ୧ବର୍ଷରେ ୬-୬ମାସ କରି ଦୁଇଟି ଦେଶ ନିଜର ଶାସନ ସେଠାରେ ଚଳାଇଥାନ୍ତି । ସେହି ଦୁଇ ଦେଶ ହେଉଛନ୍ତି ସ୍ପେନ ଓ ଫ୍ରାନ୍ସ । ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି, ଏହି ଦ୍ୱୀପକୁ…

ହେଡଫୋନରେ ମ୍ୟୁଜିକ ଶୁଣିବା ଏତେ ଭୟଙ୍କର: ବିଶ୍ୱର ୭୦ କୋଟି ଲୋକ ଶ୍ରବଣ ଶକ୍ତି ହରାଇବେ, ଚେତାବନୀ ଦେଲା WHO

ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଯୁଗରେ ଅଧିକାଂଶ ଲୋକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । କିଛି ଲୋକ ହେଡଫୋନ ଲଗାଇ ଅଧିକ ସାଉଣ୍ଡରେ ଗୀତ ଶୁଣିଥାନ୍ତି । ତେବେ ଏହାର ଭୟଙ୍କର ପରିଣାମ ସେମାନଙ୍କୁ ଭୋଗିବାକୁ ପଡ଼ିବ ।…

ଜି-୨୦ ସଭାପତି ପଦ ଗ୍ରହଣ କଲା ଭାରତ, ଗଣତନ୍ତ୍ରର ମାତୃଭୂମିକୁ ବିଶ୍ୱନେତାଙ୍କୁ ସ୍ୱାଗତ ରହିବ: ପ୍ରଧାନମନ୍ତ୍ରୀ

ବାଲି: ଇଣ୍ଡୋନେସିଆରେ ଚାଲିଥିବା ଜି-୨୦ ସମ୍ମିଳନୀ ଶେଷ ହୋଇଛି। ସମ୍ମିଳନୀର ଶେଷ ଦିନରେ ନରେନ୍ଦ୍ର ମୋଦୀ ଆସନ୍ତା ବର୍ଷ ହେବାକୁ ଥିବା ବୈଠକ ପାଇଁ ସଭାପତି ପଦ ସ୍ୱୀକାର କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ…

ବାଲିରେ ଜି -୨୦ ନେତାଙ୍କ ସହ ହେନ୍ତାଳ ବନରେ ଚାରା ରୋପଣ ହେନ୍ତାଳ ବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ଜି -୨୦ ନେତାଙ୍କ ସହ ‘ତମନ୍ ହୁତାନ୍ ରାୟା ନଗୁରା ରାୟ’ ହେନ୍ତାଳ ଜଙ୍ଗଲ ପରିଦର୍ଶନରେ ଯାଇ ଚାରା ରୋପଣ…

ୟୁକ୍ରେନ୍ ବଦଳରେ ପୋଲାଣ୍ଡରେ ପଡିଲା ଋଷ ମିଶାଇଲ, ଆଶ୍ଚର୍ଯ୍ୟ ଜନକ ଉତ୍ତର ଦେଲେ ଜୋ ବାଇଡେନ

ୱାର୍‌ସ: ମଙ୍ଗଳବାର ଦିନ ପୋଲାଣ୍ଡରେ ରୁଷର ମିଶାଇଲ ଖସି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପୋଲାଣ୍ଡ ଏହି ଘଟଣାରେ ରୁଷ ରାଷ୍ଟ୍ରଦୂତ ଡକାଇଛି। ପୋଲାଣ୍ଡ କହିବା ଅନୁସାରେ ନଭେମ୍ବର ୧୫ ତାରିଖରେ ୟୁକ୍ରେନ ଉପରେ ରୁଷ ବୋମା…

Video: ଗଲୱାନ ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ପ୍ରଥମ ଦେଖା ସାକ୍ଷାତ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ଦେଖା ସାକ୍ଷାତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ଇଣ୍ଡୋନେସିଆ ରାଷ୍ଟ୍ରପତି ଆୟୋଜନ କରିଥିବା ରାତ୍ରୀ ଭୋଜନରେ ଦୁହିଁଙ୍କ…

ବୈଜ୍ଞାନିକଙ୍କ ବଡ଼ ସଫଳତା: ଛତୁରୁ ନିର୍ମାଣ ହେବ କମ୍ପ୍ୟୁଟର ଚିପସ୍, ବିଶ୍ୱରୁ ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ହ୍ରାସ ପାଇବ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ବୈଦ୍ୟୁତିକ ବର୍ଜ୍ୟବସ୍ତୁକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ତେବେ ଏହି କ୍ଷତି ପଛର ଏକ ବଡ଼ କାରଣ ହେଉଛି ଇଲେକ୍ଟ୍ରୋନିକ ଚିପ୍ସ । ଏହି ଚିପ୍ସ ତିଆରି କରିବା ପାଇଁ…

(Video) G20 Summit 2022ରେ ଚମକିଲେ ମୋଦୀ: ଇଣ୍ଡୋନେସିଆର ପ୍ରାଚୀନ ବାଦ୍ୟଯନ୍ତ୍ର ବଜାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଇଣ୍ଡୋନେସିଆ ଗସ୍ତରେ ଯାଇଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ଜି୨୦ ସମ୍ମିଳନୀ ୨୦୨୨ରେ ଯୋଗ ଦେବା ସହିତ ଭାରତୀୟ ସଂପ୍ରଦାୟଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ…

Video: ଇଣ୍ଡୋନେସିଆରେ ବାଲିଯାତ୍ରା ଚର୍ଚ୍ଚା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଇଣ୍ଡୋନେସିଆର ବାଲି ଗସ୍ତରେ ଅଛନ୍ତି। ଏଠାରେ ଭାରତୀୟ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ…

ବେଆଇନ୍ ଧର୍ମାନ୍ତରଣ ଦେଶର ସୁରକ୍ଷା ପ୍ରତି ବିପଦ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚାପ, ପ୍ରତାରଣା କିମ୍ବା ଲୋଭ ଦେଖାଇ ଧର୍ମ ପରିବର୍ତ୍ତନକୁ ସୁପ୍ରିମକୋର୍ଟ ଏକ ଗୁରୁତର ମାମଲା ବୋଲି କହିଛନ୍ତି । କୋର୍ଟ କହିଛନ୍ତି ଯେ, ଏହା କେବଳ ଧାର୍ମିକ ସ୍ୱାଧୀନତାର ଅଧିକାର ବିରୁଦ୍ଧରେ ନୁହେଁ ବରଂ…