Browsing Category

ବିଦେଶ

ଆପାର୍ଟମେଣ୍ଟରେ ଲାଗିଲା ଭୀଷଣ ନିଆଁ, ୯ ଶିଶୁ ସମେତ ୧୯ ଜଣଙ୍କ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ଏକ ଆପାର୍ଟମେଣ୍ଟରେ ଭୀଷଣ ନିଆଁ ଲାଗି ବଡ଼ ଧରଣର ଅଘଟଣ ଘଟିଯାଇଛି । ରିବାର ଦିନ ଏହି ଆପାର୍ଟମେଣ୍ଟରେ ନିଆଁ ଲାଗିବା ଫଲରେ ୧୯ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଖବର ପ୍ରକାଶ ପାଇଛି । ଏହିଭଳି ଏକ ଘଟଣା ଘଟିଛି…

ବନ୍ଦ କରାଯିବ ‘ନର୍କର ଦ୍ୱାର’, ତୁର୍କମେନିସ୍ତାନ ସରକାର ଦେଲେ ଆଦେଶ

ନୂଆଦିଲ୍ଲୀ: ତୁର୍କମେନିସ୍ତାନରେ ଗତ ୫୦ ବର୍ଷ ହେଲା ଜଳୁଥିବା 'ନର୍କର ଦ୍ୱାର' ବା ଗେଟୱେ ଟୁ ହେଲ୍ କୁ ବନ୍ଦ କରିବାକୁ ଆଦେଶ ଦିଆଯାଇଛି । ତୁର୍କମନେିସ୍ତାନର କାରକୁମ ମରୁଭୂମିରେ ଥିବା ଏହି ୨୨୯ ଫୁଟ୍ ଚଉଡ଼ା ଓ ୬୬ ଫୁଟ୍…

ବରଫ ତଳେ ଫସି ଚାଲିଗଲା ୨୧ ଜୀବନ, ମୃତକଙ୍କ ମଧ୍ୟରେ ରହିଛନ୍ତି ୯ ଶିଶୁ

ନୂଆଦିଲ୍ଲୀ: ବରଫ ତଳେ ଫସି ଚାଲିଗଲା ୨୧ ଜୀବନ । ଅଣ ନିଶ୍ୱାସୀ ହୋଇ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି । ଏଭଳି କିଛି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ପାକିସ୍ତାନର ରାୱଲପିଣ୍ଡି ସ୍ଥିତ ମୁରି ସହରରୁ ।…

ଚିନ୍ତା ବଢ଼ାଇଲା ଆଉ ଏକ ନୂତନ ଭାରିଆଣ୍ଟ୍ ‘ଡେଲ୍ଟାକ୍ରାନ୍’, ଓମିକ୍ରନ ଓ ଡେଲଟାର ମିଶ୍ରିତ ରୂପ ହେଉଛି ଏହି ଷ୍ଟ୍ରେନ୍

ନୂଆଦିଲ୍ଲୀ: କରୋନାର ନୂଆ ନୂଆ ଭାରିଆଣ୍ଟ୍ ସାମନାକୁ ଆସିବାରେ ଲାଗିଛି । ଯାହାଫଳରେ ମହାମାରୀକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ସାଇପ୍ରସ୍ ପକ୍ଷରୁ ହୋଇଥିବା ଅଧ୍ୟୟନ ମୁତାବକ, ଓମିକ୍ରନ୍ ଓ ଡେଲଟାର ମିଶ୍ରଣରେ ଆଉ ଏକ…

୨ଟି ବୋଟ୍ ଉପରେ ଖସିଲା ଚଟାଣ, ୭ ମୃତ; ଦେଖନ୍ତୁ ଭୟାନକ ଭିଡିଓ

ବ୍ରାଜିଲ୍: ଦୁଇଟି ମୋଟରବୋଟ୍ ଉପରେ ଜଳପ୍ରପାତ ନିକଟକୁ ଲାଗିଥିବା ଏକ ପାହାଡ଼ର ଚଟାଣ ଖସିବା ଫଳରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଶନିବାର ଦିନ ବ୍ରାଜିଲର ସୁଲ୍ ମିନାସ୍ ରେ ଥିବା ଏକ ୱାଟରଫଲ୍ ରେ ଏହି ଅଘଟଣ…

ବିନା ଭିସାରେ ଯାତ୍ରା କରନ୍ତି ୧୦୦ରୁ ଅଧିକ ଦେଶ: ଜାଣନ୍ତୁ କିଏ ଏହି ବ୍ୟକ୍ତି(Video)

ନୂଆଦିଲ୍ଲୀ:ଆମେ ସମସ୍ତେ ଜାଣନ୍ତି କି ପାସପୋର୍ଟ ଏବଂ ଭିସା ବିନା କୌଣସି ବି ଦେଶକୁ ଯିବା ଆଇନତଃ ଅପରାଧ । ନିଜ ଦେଶ ବିନା ଅନ୍ୟ ଯେଉଁ ଦେଶକୁ ଗଲେ ବି ସେଠି ପ୍ରଥମେ ଏୟାରପୋର୍ଟରେ ହିଁ ଏସବୁ ଚେକ୍ ହୋଇପାରେ । ଏମିତି…

ଏହି ବର୍ଷ ଜାପାନ ଅର୍ଥନୀତିକୁ ଟପିଯିବ ଭାରତ: ଜାଣନ୍ତୁ କେତେ ରହିବ ଭାରତର ଆୟ

ନୂଆଦିଲ୍ଲୀ : ଭାରତ ଅର୍ଥନୀତି ଆସନ୍ତା ୨୦୩୦ ମସିହାରେ ଜାପାନ ଅର୍ଥନୀତିକୁ ଟପିଯିବ । ଫଳରେ ଭାରତ ଅର୍ଥନୀତି ଏସିଆର ଦ୍ୱିତୀୟ ବୃହତ୍ ଏବଂ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବ । ଲଣ୍ଡନଭିତ୍ତିକ ଆଇଏଚଏସ…

ଆପଲ୍‌ ସିଇଓଙ୍କ ବାର୍ଷିକ ଆୟ ଜାଣିଲେ ଉଡିଯିବ ହୋସ୍, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନି ଆପଲ୍‌ର ସିଇଓ ଟିମ୍‌ କୁକ୍‌ଙ୍କ ଆୟ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଆମେରିକାର ପୁଞ୍ଜି ବଜାର ନିୟାମକ ସଂସ୍ଥା ଏସଇସିକୁ କମ୍ପାନି ପକ୍ଷରୁ ତାଙ୍କ ଆୟ ସମ୍ପର୍କରେ ସୂଚନା…

ଝିଅ ଜନ୍ମ ଦେଲେ ୨୮ ବର୍ଷୀୟ ଯୁବକ: ଅଜଣା ଯୁବକଙ୍କ ସହ ବିତାଇଥିଲେ ରାତି

ନୂଆଦିଲ୍ଲୀ: ଜୀବ ବିଜ୍ଞାନରେ ଏକ ମିରାକେଲ ବା ଅଜବ ଘଟଣା ଦେଖିବାକୁ ମିଳିଛି । ଜଣେ ପୁରୁଷ ଏକ ଝିଅକୁ ଜନ୍ମ ଦେଇଛନ୍ତି । ଶୁଣିବାକୁ ଅଜବ ଲାଗୁଥିଲେ ହେଁ ଚିକିତ୍ସା ବିଜ୍ଞାନର ସମସ୍ତ ଧାରାକୁ ପଛରେ ପକାଇଛି ଏହି ଘଟଣା ।…

ପାକିସ୍ତାନରେ କରୋନାର ପଞ୍ଚମ ଲହର, ଦ୍ୱିତୀୟଥର ପାଇଁ ସଂକ୍ରମିତ ହେଲେ ରାଷ୍ଟ୍ରପତି

ଇସଲାମାବାଦ: କରୋନା ସମଗ୍ର ବିଶ୍ୱରେ ପୁଣି ତାଣ୍ଡ ରଚିବା ଆରମ୍ଭ କରିଛି । ଏପରି ପରିସ୍ଥିତିରେ ପଡୋଶୀ ଦେଶ ପାକିସ୍ତାନରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ନିକଟରେ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି କରୋନା…