CHARIDHAM
Browsing Category

ବିଦେଶ

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୨୪ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୨୪ ହଜାର ୯୭୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୧୧ ଲକ୍ଷ ୭୫…

ଟୋକିଓ ଅଲିମ୍ପିକ୍ସରେ ଚିନ୍ତା ବଢ଼ାଇଲା କରୋନାର ନୂଆ ଭ୍ୟାରିଏଣ୍ଟ, ଜାପାନରେ ଉଗାଣ୍ଡା ଆଥଲେଟ୍‌ ଡେଲ୍ଟା ଭାରିଏଣ୍ଟ ଭୂତାଣୁ ଦ୍ୱାରା…

ଟୋକିଓ (ଓଡ଼ିଶା ଭାସ୍କର) : ଆଗୁଆ ପ୍ରସ୍ତୁତି କରିବା ଲକ୍ଷ୍ୟ ନେଇ ଗତ ସପ୍ତାହରେ ଜାପାନ ଆସିଥିବା ଉଗାଣ୍ଡା ଆଥଲେଟ୍‌ ଡେଲ୍ଟା ଭାରିଏଣ୍ଟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣା ପଡିଛି । ତେଣୁ ଟୋକିଓ…

ଚୌଭିନଙ୍କୁ ୨୨+ ବର୍ଷ ଜେଲ୍;. କିଏ ସେ ଜାଣନ୍ତି!

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ଜର୍ଜ ଫ୍ଲଏଡ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଫ୍ଲଏଡଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ପୋଲିସ ଅଧିକାରୀ ଦେରେକ ଚୌଭିନଙ୍କୁ ୨୨.୫ ବର୍ଷର କାରାଦଣ୍ଡରେ ଦଣ୍ଡିତ…

କାଙ୍ଗାଳ ପାକିସ୍ତାନକୁ ଶକ୍ତ ଝଟକା, ପୁଣି ଏଫଏଟିଏଫର ଗ୍ରେ ଲିଷ୍ଟରେ ସାମିଲ୍

ଇସଲାମାବାଦ: ଆତଙ୍କୀ ସଂଗଠନର ସବୁଠାରୁ ବଡ ସପୋର୍ଟର ପାକିସ୍ତାନକୁ ଲାଗିଛି ଶକ୍ତ ଝଟକା । ପୁଣି ଥରେ ଫାଇନାଲସିଆଲ ଟାସ୍କ ଫୋର୍ସ(ଏଫଏଟିଏଫ)ର ବୈଠକରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖାଯିବ ବୋଲି ନିଷ୍ପତ୍ତି…

ଇସ୍ରାଏଲରୁ ମିଳିଲା ୧ ଲକ୍ଷ ବର୍ଷର ଜୀବାଶ୍ମ: ମିଳିବ ମାନବ ସତ୍ତାର ଗୂଢ ରହସ୍ୟ

ନୂଆଦିଲ୍ଳୀ(ଓଡ଼ିଶା ଭାସ୍କର): ଇସ୍ରାଏଲ୍ର ଏକ ଖନନ ସ୍ଥଳରୁ ମିଳିଛି ଏକ ଲକ୍ଷ ବର୍ଷ ପୁରୁଣା ଜୀବାଶ୍ମ । ଏହି ଜୀବାଶ୍ମର ଅଧିକ ପରୀକ୍ଷଣରୁ ମାନବ ସତ୍ତାର ଗୂଢ ରହସ୍ୟ ଉନ୍ମୋଚନ ହେବାର ସମ୍ଭାବନା ରହିଛି । ଚାର୍ଲସ୍…

ବାସୁମତୀ ଚାଉଳରେ ପାକିସ୍ତାନକୁ ମାତ ଦେଲା ଭାରତ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ବାସୁମତୀ ଚାଉଳ ଉତ୍ପାଦନ ରପ୍ତାନୀକୁ ନେଇ ପଡୋଶୀ ରାଷ୍ଟ୍ର ପାକିସ୍ତାନ ସର୍ବଦା ଭାରତକୁ ପଛରେ ପକାଇବାକୁ ଚେଷ୍ଟା କରିଥାଏ । ଦୀର୍ଘବର୍ଷ ଧରି ଜାରି ରହିଥିବା ଏହି ଲଢେଇରେ ଶେଷରେ…

ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଟିଭିରେ ଜଙ୍କ୍ ଫୁଡର ବିଜ୍ଞାପନ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲେ ଏହି ଦେଶର ସରକାର

ଲଣ୍ଡନ: ପିଲାଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବ୍ରିଟେନ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସକାଳ ୫.୩୦ ରୁ ରାତି ୯.୦୦ ପର୍ଯ୍ୟନ୍ତ ଟିଭିରେ ଜଙ୍କ୍ ଫୁଡର ବିଜ୍ଞାପନ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ସେ…

କଣ ବ୍ଲାକଲିଷ୍ଟ ହେବ ପାକିସ୍ତାନ ନା ଗ୍ରେ ଲିଷ୍ଟରେ ରହିବ, ଆଜି ନିଷ୍ପତ୍ତି ନେବ ଏଫଏଟିଏଫ

ଇସଲାମାବାଦ: ଫାଇନାନସିଆଲ ଟାସ୍କ ଫୋର୍ସ(ଏଫଏଟିଏଫ) ଶୁକ୍ରବାର ପାକିସ୍ତାନର ଭବିଷ୍ୟତ ଘୋଷଣା କରିବ । ଏଥିରୁ ସ୍ପଷ୍ଟ ହୋଇଯିବ ଯେ, ପାକିସ୍ତାନ ଏଫଏଟିଏଫର ଧୂସର ତାଲିକା ବା ଗ୍ରେ ଲିଷ୍ଟରେ ରହିବ ନା…

ବିନା ଅର୍ଡର ଓ ପେମେଣ୍ଟରେ ମହିଳାଙ୍କ ଘରେ ପହଞ୍ଚିଲା ଆମାଜନ୍ ତରଫରୁ ୧୫୦ ଡେଲିଭେରି ପ୍ୟାକେଟ୍, ତାପରେ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ଆଜି କାଲି ଯୁବଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଅନଲାଇନ୍ ଉପରେ ନିର୍ଭର କରୁଛନ୍ତି । ଖାସ୍ କରି ଏହି କରୋନା ଲକଡାଉନ୍ ସମୟରେ ଅନେକ ଲୋକ କେବଳ ଅନଲାଇନ୍ ଉପରେ ନିର୍ଭର କରୁଛନ୍ତି ।…

କରୋନା ବିରୋଧରେ ସବୁଠାରୁ ସୁରକ୍ଷିତ ଟିକା ହେଉଛି ସ୍ଫୁଟନିକ୍-ଭି, ଅଧ୍ୟୟନରେ ହେଲା ଖୁଲାସା

ନୂଆଦିଲ୍ଲୀ: ଋଷିୟ କୋଭିଡ୍ ଟିକା ସ୍ଫୁଟନିକ୍-ଭି ହେଉଛି ସବୁଠାରୁ ପ୍ରଭାବଶାଳୀ ତଥା ସୁରକ୍ଷିତ ଟିକା । ବ୍ୟୁନସ୍ ଆୟର୍ସର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିକଟରେ ହୋଇଥିବା ଏକ ଅଧ୍ୟୟନକୁ ଆଧାର କରି ଏହା ଦାବି କରିଛି ।…