Browsing Category

ବିଦେଶ

ରୁଷ ସେନାକୁ ରୋକିବାକୁ ଯାଇ ନିଜକୁ ବ୍ରିଜ୍ ସହିତ ଉଡାଇଦେଲେ ୟୁକ୍ରେନ୍ ଯବାନ

କିଭ୍: ରୁଷର ଆକ୍ରମଣ ପରେ ଏବେ ୟୁକ୍ରେନର ସ୍ଥିତି ଆଫଗାନିସ୍ତାନ ସହିତ ମିଶିଯାଇଛି । ଲୋକମାନେ ନିଜ ଜୀବନ ରକ୍ଷା ପାଇଁ ସହରକୁ ସହର ଘୂରିବୁଲୁଛନ୍ତି । ଅନ୍ୟାନ୍ୟ ଦେଶ ସେମାନଙ୍କ ନାଗରିକଙ୍କୁ ସୁରକ୍ଷିତ ଭାବରେ ନେବା…

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ:ଭୋଟଦାନରୁ ବିରତ ରହିଲା ଭାରତ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ପୁଣି ଥରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ରୁଷିଆର ୟୁକ୍ରେନ ଆକ୍ରମଣକୁ ନିନ୍ଦା କରି ପ୍ରସ୍ତାବ…

ଚେରିନବଏଲ ଆଣବିକ ରିଆକ୍ଟର ଅଧିକାର କଲା ଋଷ: ବିକିରଣ ବଢ଼ିଥିବା ନେଇ ୟୁକ୍ରେନର ଅଭିଯୋଗ

ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦ୍ଵିତୀୟ ଦିନରେ ପହଞ୍ଚିଛି। ଏହା ମଧ୍ୟରେ ବନ୍ଦ ପଡ଼ିଥିବା ଚେରିନବଏଲ ଆଣବିକ ରିଆକ୍ଟରକୁ ଅଧିକାର କରି ନେଇଛି ଋଷ। ଆଣବିକ ରିଆକ୍ଟର ଅଧିକାର କରିବା ପରେ ଉକ୍ତ ଅଂଚଳରେ…

କିଭରେ ପ୍ରବେଶ କଲେ ଋଷ ସେନାବାହୀନି: ରାଜରାସ୍ତାରେ ଯବାନ ଖେଳୁଛନ୍ତି ରକ୍ତର ହୋଲି

ନୂଆଦିଲ୍ଲୀ: ସମଗ୍ର ବିଶ୍ବ ନୀରବଦ୍ରଷ୍ଟା ସାଜି ୟୁକ୍ରେନ ଉପରେ ଆକ୍ରମଣକୁ ଦେଖୁଥିବା ବେଳେ ୟୁକ୍ରେନର ରାଜଧାନୀରେ ପ୍ରବେଶ କରିଛି ଋଷିଆ । ଋଷିଆର ସୈନ୍ୟବାହିନୀ କିଭରେ ପ୍ରବେଶ କରିଥିବା ବେଳେ ରାଜଧାନୀର ରାଜରାସ୍ତାରେ…

ଏୟାର ଇଣ୍ଡିଆରେ ଭାରତ ଫେରିବେ ୟୁକ୍ରେନରେ ଫସି ରହିଥିବା ଭାରତୀୟ: ରୋମାନିଆରୁ ହେବ ଦୁଇଟି ରିଟର୍ଣ୍ଣ ବିମାନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ରୁଷ ସେନା ଏବେ ୟୁକ୍ରେନ ରାଜଧାନୀ କିଭରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଥିବା ସୂଚନା ମିଳିଛି । ତେବେ ଏହା ମଧ୍ୟରେ…

ଆତ୍ମରକ୍ଷାର ଶେଷ ପ୍ରୟାସରେ ୩ଟି ପୋଲ ଉଡାଇଲା ୟୁକ୍ରେନ୍: କିଭରୁ ୩୨ କିମି ଦୂରରେ ଅଛନ୍ତି ଋଷ ସେନା

ନୂଆଦିଲ୍ଲୀ: ୟୁକ୍ରେନ ଅଧିକୃତ କରିବାର ନିକଟତର ହୋଇଛି ଋଷିଆ । ୟୁକ୍ରେନକୁ ୩ ଆଡୁ ଆକ୍ରମଣ କରିଥିବା ଋଷିଆ ମାତ୍ର ୩୨ କିମି ଦୂରରେ ରହିଛି । ୟୁକ୍ରେନ ରାଜଧାନୀ କିଭ ଅଧିକାର କରିବା ଠାରୁ ମାତ୍ର ୩୨ କିମି ଦୂରରେ…

ଋଷ କରିବ ଆଲୋଚନା: ଯୁଦ୍ଧ ରୋକିବା ସହ ଆଲୋଚନା କରିବାକୁ ପ୍ରସ୍ତୁତ, କିନ୍ତୁ ରହିଛି ଗୋଟିଏ ସର୍ତ୍ତ

ନୂଆଦିଲ୍ଲୀ: ୟୁକ୍ରେନ-ଋଷ ଯୁଦ୍ଧ ସମୟରେ ଆସିଛି ଏକ ବଡ ଖବର । ଋଷ ତରଫରୁ ୟୁକ୍ରେନକୁ ମିଳିଛି ଯୁଦ୍ଧ ବନ୍ଦ କରିବାର ପ୍ରସ୍ତାବ । ଆଲୋଚନା କରିବା ପାଇଁ ଅଫର ଦେଇଛି ଋଷିଆ । ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା…

ୟୁକ୍ରେନ-ରୁଷିଆ ଯୁଦ୍ଧ: ଝିଅକୁ ଛାତିରେ ଲଗାଇ କାନ୍ଦୁଛି ବାପା, ଭିଡିଓ ଦେଖିଲେ ଆଖିରେ ଆସିଯିବ ଲୁହ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ପରେ ଦେଶର ଚିତ୍ର ସମ୍ପୂର୍ଣ୍ଣ ଭାବରେ ବଦଳିଯାଇଛି । ସବୁଠାରେ ବର୍ତ୍ତମାନ ଭୟାନକ ପରିସ୍ଥିତି । କାହା ଉପରେ କେତେ ବେଳେ ଗୁଳି ଓ ମିସାଇଲ୍ ବର୍ଷା ହୋଇଯିବ ତାହା…

ୟୁକ୍ରେନର ଦାବି: ୮୦୦ ରୁଷ ସେନାଙ୍କୁ କରିଛନ୍ତି ନିପାତ, ଉଡାଇଛନ୍ତି ୩୦ଟି ଟ୍ୟାଙ୍କର୍

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଗୁରୁବାର ଦିନ ରୁଷ ସେନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଜି ବି ଯୁଦ୍ଧ ଜାରି ରହିଛି । ଆଜି ୪୦ ମିନିଟ୍ ମଧ୍ୟରେ ୩ଟି ସ୍ଥାନରେ ବିସ୍ଫୋରଣ ହୋଇଥିବା ଖବର ସାମନାକୁ ଆସିଛି । ଏହା…

ୟୁକ୍ରେନ-ରୁଷ ଯୁଦ୍ଧ କାରଣରୁ ମହଙ୍ଗା ହୋଇପାରେ ସ୍ମାର୍ଟଫୋନ, ଏ ହେଉଛି କାରଣ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଲଗାତାର ଜାରି ରହିଛି। ୟୁକ୍ରେନ ମଧ୍ୟ ପଛକୁ ହଟିବ ନାହିଁ ବୋଲି ଘୋଷଣା କରିଛି। ଏହି ଯୁଦ୍ଧର ପ୍ରଭାବ ବାକି ଦେଶ ଉପରେ ମଧ୍ୟ ପଡିଛି। ଏହି କାରଣରୁ ପ୍ରଥମରୁ ଚିପ୍ ଅଭାବର…