Browsing Category
ବିଦେଶ
ଇସ୍ଲାମ୍ ଧର୍ମକୁ ନିନ୍ଦା କରିଥିବା ପାକ୍ ମହିଳାଙ୍କୁ ପଡିଲା ମହଙ୍ଗା, ଫାଶୀ ଦଣ୍ଡାଦେଶ ଶୁଣାଇଲେ ରାୱଲପିଣ୍ଡି କୋର୍ଟ
ଇସ୍ଲାମାବାଦ : ହ୍ୱାଟ୍ସଆପ୍ ଯୋଗେ ଈଶନିନ୍ଦା କରିବା ଜନୈକା ପାକିସ୍ତାନ ମହିଳାଙ୍କୁ ମହଙ୍ଗା ପଡ଼ିଛି । ତାଙ୍କୁ ଇସ୍ଲାମ ବିରୋଧୀ ଏଭଳି କାମ ପାଇଁ ରାୱଲପିଣ୍ଡିର ଏକ ଅଦାଲତ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ।…
୨ ଲକ୍ଷ ପୂର୍ବରୁ ବି ପୃଥିବୀରେ ଥିଲେ ମଣିଷ: ଏହି ରାଷ୍ଟ୍ରରୁ ମିଳିଲା ଜୀବାଶ୍ମ, କେମ୍ବ୍ରିଜ ବୈଜ୍ଞାନିକ କରିବେ ଅଧ୍ୟୟନ
ନୂଆଦିଲ୍ଲୀ: ପୃଥିବୀ ବିଭିନ୍ନ ଆଶ୍ଚର୍ଯ୍ୟଜନକ ଜିନିଷରେ ଭର୍ତ୍ତି । ବୁଧବାର ଖନନ ସମୟରେ ମିଳିଛି ଏକ ୨.୩ ଲକ୍ଷ ବର୍ଷ ପୁରୁଣା ମାନବ ଜୀବାଶ୍ମ । ଇଥିଓପିଆରୁ ଏହି ମାନବ ଜୀବାଶ୍ମ ମିଳିଥିବା ବେଳେ ଏହା ଉପରେ ଅଧିକ…
ପାକିସ୍ତାନର ଅନାରକଲି ବଜାରରେ ବିସ୍ଫୋରଣ: ୪ ମୃତ, ୨୦ ଆହତ
ନୂଆଦିଲ୍ଳୀ: ପାକିସ୍ତାନର ପ୍ରସିଦ୍ଧ ଅନାରକଲି ବଜାରରେ ଘଟିଯାଇଛି ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣର ପ୍ରଭାବ ଏତେ ଭୟଙ୍କର ରହିଥିଲା କି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଅନାରକଲି ବଜାରର…
ନକଲି ସୂର୍ଯ୍ୟ ପରେ ଚୀନର ‘ନକଲି ଚନ୍ଦ୍ର’, ଦୂର ହେବ ବିଜୁଳି ବିଲ୍
ସାଇନ୍ସ ଓ ଟେକ୍ନୋଲୋଜି କ୍ଷେତ୍ରରେ ଚୀନ ଲଗାତାର ବଡ଼ ବଡ଼ କାରନାମା କରିବାରେ ଲାଗିଛି । ‘ନକଲି ସୂର୍ଯ୍ୟ’ ପରେ ଏବେ ଚୀନ୍ ‘ନକଲି ଚନ୍ଦ୍ର’ ବି ତିଆରି କରିଛି । ଚୀନର କହିବା ମୁତାବକ, ଏହି ନକଲି ଚନ୍ଦ୍ର ଯୋଗୁଁ ବିଜୁଳି…
ଭଲ ପ୍ରଦର୍ଶନ କରିଥିବା ସ୍କୁଲ ପିଲାଙ୍କୁ ଉପହାରରେ ମିଳିଲା ଘୁଷୁରୀ, ଭିଡ଼ିଓ ଭାଇରାଲ
ବିଜିଂ: ସାଧାରଣତଃ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ଉତ୍ସାହ ବଢ଼ାଇବାକୁ ପୁରସ୍କାରରେ ସମ୍ମାନୀତ କରାଯାଏ । କିନ୍ତୁ ଚୀନର ଏକ ସ୍କୁଲରେ ପିଲାଙ୍କୁ ଉପହାର ଭାବେ ଯାହା ଦିଆଗଲା, ତାହା ଆପଣ ପୂର୍ବରୁ କେବେ ବି…
ଆଗାମୀ ସପ୍ତାହରୁ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ, ସରକାର କହିଲେ-ଶିଖରରେ ପହଞ୍ଚିଲା ଓମିକ୍ରନ: ଜାଣନ୍ତୁ କେଉଁଠି?
ନୂଆଦିଲ୍ଲୀ: ଓମିକ୍ରନ ଭାରିଆଣ୍ଟ ଯୋଗୁଁ କରୋନା ମାମଲା ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଇଂଲଣ୍ଡରେ ଆଗାମୀ ସପ୍ତାହରୁ ଲୋକଙ୍କୁ ଆଉ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ । ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ବୁଧବାର…
ଷ୍ଟଣ୍ଟ୍ ଦେଖାଇବା ଚକରରେ କ୍ୟାମେରାମ୍ୟାନ୍ ମୁହଁରେ ପୂରାଇଦେଲେ ସ୍କୁଟି; ଦେଖନ୍ତୁ ଭିଡିଓ
ଓଡ଼ିଶା ଭାସ୍କର ବ୍ୟୁରୋ: ସୋସିଆଲ୍ ମିଡିଆରେ ଅନେକ ଯୁବପିଢି ରହିଛନ୍ତି ଯେଉଁ ମାନେ ମାତ୍ର କିଛି ଲାଇକ୍ ଓ କମେଣ୍ଟ ପାଇଁ ବିପଦଜନକ ଷ୍ଟଣ୍ଟ୍ କରି ଅପଲୋଡ୍ କରନ୍ତି । ଯାହାଫଳରେ ସେମାନେ ଭାଇରାଲ୍ ହୋଇପାରିବେ ଓ ଲୋକ…
କାନରୁ ବାହାରିଲା ୧୦ଟି ଅସରପା: ଅବସ୍ଥା ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ:ଜଣେ ବ୍ୟକ୍ତିଙ୍କ କାନରେ ଯନ୍ତ୍ରଣା ଅନୁଭୂତ ହେବାରୁ ସେ ଡାକ୍ତରଙ୍କ ନିକଟକୁ ଯାଇ ଚେକଅପ୍ କରାଇଲେ । କିନ୍ତୁ ଚେକଅପ୍ ପରେ ଯାହା ଦେଖିବାକୁ ମିଳିଥିଲା, ତାହା ଶୁଣି ଆପଣଙ୍କର ହୋସ୍ ଉଡିଯିବ । ସେହି…
ମଣିଷଙ୍କୁ ତ ଛାଡ଼, ଏହି ସହରରେ ମୂଷାଙ୍କୁ ହୋଇଗଲା କରୋନା; ସମସ୍ତଙ୍କୁ ମାରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଓମିକ୍ରନ ଭାରିଆଣ୍ଟ ଯୋଗୁଁ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି । କରୋନାର ବଢ଼ୁଥିବା ମାମଲା ମଧ୍ୟରେ ହଂକଂରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଅତି କମରେ ୨୦୦୦ ହାମଷ୍ଟର(ମୂଷା ପରି ଏକ ଜୀବ)…
ପ୍ରେମରେ ପାଗଳ ଯୁବକ କିଡନୀ ଦାନ କରିବାକୁ ପଛାଇଲାନି: ମାତ୍ର ଏକ ମାସ ପରେ ଗାର୍ଲଫ୍ରେଣ୍ଡ କ’ଣ କଲା ଜାଣନ୍ତି, ବାଏ ବାଏ
ନୂଆଦିଲ୍ଲୀ: ପ୍ରେମ ବ୍ୟାପାରକୁ ନେଇ ଅନେକ ମଜାଦାର ଓ ସିରିୟସ୍ ଘଟଣା ଅନେକ ସମୟରେ ଆମ ସମାଜରେ ଦେଖିବାକୁ ମିଳିଥାଏ । ତେବେ ନିକଟରେ କାଲିଫର୍ଣ୍ଣିଆରେ ଏପରି ଏକ ବିରଳ ଲଭଷ୍ଟୋରି ଦେଖିବାକୁ ମିଳିଛି । ଜଣେ ଯୁବକ ପ୍ରେମ…