CHARIDHAM
Browsing Category

ବିଦେଶ

ମହିଳାଙ୍କ ସଇତାନ ଦିମାଗ, ଟଙ୍କା ପାଇଁ ୧୧ ସ୍ୱାମୀ ହତ୍ୟା… ନିଜ ମୁହଁରେ ଗାଳିଲେ ଅପରାଧ

ନୂଆଦିଲ୍ଲୀ: ଦୁନିଆରେ ଅନେକ ଅଜବ ଏବଂ ଭୟଙ୍କର ଘଟଣା ଘଟୁଛି। ଯାହା ସତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ଜଣେ ମହିଳା ତାଙ୍କ ୧୧ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। କଥାଟା ଯେତିକି ଅଶ୍ଚର୍ଯ୍ୟ ଲାଗୁଛି ସେତିକି ମାତ୍ରାରେ…

Tariff Tension: ଯେସାକୁ ତେସା ନୀତି; UNGA ସାଧାରଣ ପରିଷଦରେ ସାମିଲ ହେବେ ନାହିଁ ମୋଦୀ, ଜୟଶଙ୍କର ସମ୍ଭାଳିବେ ମୋର୍ଚ୍ଚା!

ନୂଆଦିଲ୍ଲୀ: ଶୁଳ୍କ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମାସ ଶେଷରେ ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ସଭା (UNGA) ଅଧିବେଶନରେ ଯୋଗଦେବେ…

ଦିବାସ୍ୱପ୍ନ ଦେଖୁଛନ୍ତି ଟ୍ରମ୍ପଙ୍କ ମନ୍ତ୍ରୀ ଲୁଟନିକ୍‌, ଭାରତକୁ ନେଇ କରିଥିବା ଭବିଷ୍ୟବାଣୀ କେବେ ହେବନି ସତ

ନୂଆଦିଲ୍ଲୀ: ଭାରତ ସହିତ ଶୁଳ୍କ ଯୁଦ୍ଧ ମଧ୍ୟରେ, ଆମେରିକାର ଏକ ଅବାନ୍ତର ମନ୍ତବ୍ୟ ହଇଚଇ ସୃଷ୍ଟି କରିଛି। ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଭବିଷ୍ୟବାଣୀ କରିଛନ୍ତି ଯେ ଶୁଳ୍କ ଉପରେ ଆମେରିକାର ବର୍ତ୍ତମାନର…

ଟ୍ରମ୍ପଙ୍କ ହଜିଲା ନିଦ, ବଦଳିଲା ସ୍ୱର, କହିଲେ ମୋଦି ମହାନ, ୩ ଦେଶକୁ ଏକାଠି ଦେଖି ଭୟରେ ଛାନିଆ ଆମେରିକା…

ନୂଆଦିଲ୍ଲୀ: ହଠାତ ବଦଳିଗଲା ସ୍ୱର। ପ୍ରଶଂସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୋତି ପକାଇଲେ ଟ୍ରମ୍ପ। କହିଲେ ମୋଦୀ ମହାନ। ଅନ୍ୟ ଦେଶ ସହିତ ମୋଦିଙ୍କ ବନ୍ଧୁତ୍ୱ ଦେଖି ହଜିଗଲା ଟ୍ରମ୍ପ ନିଦ। ଏସିଓ ଶିଖର…

ଟି-୨୦ ଏସିଆ କପରେ ସବୁଠୁ ଅଧିକ ଛକା ମାରିଥିବା ଟପ୍ ୫ ବ୍ୟାଟ୍ସମ୍ୟାନ, ତାଲିକାରେ ଅଛନ୍ତି ଦୁଇ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଛି। ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୨୦୨୬କୁ ଦୃଷ୍ଟିରେ ରଖି, ଏଥର ଫର୍ମାଟକୁ ଟି-୨୦ ରଖାଯାଇଛି। ଏଥର ୟୁଏଇ ମାଟିରେ ଖୁବ ଚୌକା ଏବଂ ଛକା ବର୍ଷା ହେବ।…

ମୋବାଇଲ ରିଚାର୍ଜଠାରୁ ବି ଶସ୍ତାରେ ମିଳୁଛି ବିଶ୍ୱ କପର ଟିକେଟ୍‌, ଇତିହାସରେ ପ୍ରଥମଥର ଘଟୁଛି ଏମିତି

ନୂଆଦିଲ୍ଲୀ: ମହିଳା ଦିନିକିଆ ବିଶ୍ୱକପ୍ 2025 ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରୁଛନ୍ତି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ମ୍ୟାଚ୍ 30 ସେପ୍ଟେମ୍ବରରେ ଖେଳାଯିବ। ମହିଳା ବିଶ୍ୱକପ୍ 2025 ପାଇଁ…

ବିନା ରିଚାର୍ଜରେ କେତେ ଦିନ ଚାଲିପାରିବ ସିମ୍? ନୋଟ କରି ନିଅନ୍ତୁ ଏ ଜିନିଷ, ନହେଲେ ବନ୍ଦ ହୋଇଯିବ…

ଓଡ଼ିଶା ଭାସ୍କର: ଗତ ବର୍ଷ ଜୁଲାଇରେ ଶୁଳ୍କ ବୃଦ୍ଧି ପରେ ରିଚାର୍ଜ ଯୋଜନା ମହଙ୍ଗା ହୋଇଯାଇଛି। ତଥାପି, TRAI ର ହସ୍ତକ୍ଷେପ ପରେ, ଟେଲିକମ୍ କମ୍ପାନୀଗୁଡ଼ିକ କେବଳ ଭଏସ୍ କଲ୍ ପ୍ଲାନ୍ ପ୍ରଚଳନ କରିଛନ୍ତି, କିନ୍ତୁ ଏହା…

ସ୍ତ୍ରୀଙ୍କ କଥା ମାନୁଥିବା ସ୍ୱାମୀ ଅଧିକ ଖୁସିରେ ରୁହନ୍ତି, ନୂଆ ଷ୍ଟଡୀରେ ବୈବାହିକ ଜୀବନକୁ ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ: ଜୀବନ ସାଥୀଙ୍କ ସହ ଭଲ ସମ୍ବନ୍ଧ ଏବଂ ପାରିବାରିକ ଶୁଖ ଶାନ୍ତି ଆମ ଛୋଟ ଛୋଟ ଅଭ୍ୟାସରେ ଚାଲିଥାଏ। ଏକ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି ଯେ, ଯେଉଁ ସ୍ୱାମୀ ନିଜ ସ୍ତ୍ରୀମାନଙ୍କ କଥା ଶୁଣନ୍ତି ଏବଂ ସେମାନଙ୍କ…

ମୋଦି, ଜିନପିଙ୍ଗଙ୍କ ସହ ଆଲୋଚନା ପରେ ପୁଟିନଙ୍କ ଚେତାବନୀ ”ୟୁକ୍ରେନକୁ ସୁରକ୍ଷା ଦେଇପାରିବେନି ଆମେରିକୀୟ ସୌନ୍ୟ”

ମସ୍କୋ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନମିନେଉନାହିଁ । ଅନେକ ବଡ଼ ବିଶ୍ୱ ନେତା ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରିଥିଲେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ହସ୍ତକ୍ଷେପ…

ଭାଙ୍ଗୁଛି ଚୀନ-ପାକିସ୍ତାର ସମ୍ପର୍କ, କୋଟି କୋଟି ଟଙ୍କାର ପ୍ରୋଜେକ୍ଟରୁ ପଛଘୁଞ୍ଚା ଦେଲା ଡ୍ରାଗନ… କ’ଣ କରିବ ପାକିସ୍ତାନ

ନୂଆଦିଲ୍ଲୀ: ଚୀନ୍ ପାକିସ୍ତାନର ସବୁଠାରୁ ଭଲ ବନ୍ଧୁ। କିନ୍ତୁ, ଆଜିକାଲି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ମନେ ହେଉନାହିଁ। କାରଣ ପାକିସ୍ତାନ ତାର ପୁରୁଣା ରେଳ ନେଟୱାର୍କର ଉନ୍ନତି ପାଇଁ ଚୀନ୍ ପରିବର୍ତ୍ତେ ଏସୀୟ…