
Browsing Category
ଦେଶ
ପ୍ରବଳ ବର୍ଷାରେ ଜଳମଗ୍ନ ହେଲା ମୁମ୍ବାଇର ବିଭିନ୍ନ ଅଞ୍ଚଳ, ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ
ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ହାଲ୍ ବେହାଲ ହୋଇପଡ଼ିଛି । ପ୍ରବଳ ବର୍ଷାକୁ ଦେଖି ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରିକିଛି । ବର୍ଷା ଯୋଗୁଁ ଟ୍ରେନ୍ ଏବଂ ବସ୍ ଚଳାଚଳ ବ୍ୟାଘାତ ହୋଇଛି । ସହରର…
ସିଭିଲ କୋର୍ଟରେ ବୋମା ବିସ୍ଫୋରଣ, ଜଣେ ପୋଲିସକର୍ମୀ ଆହତ
ବିହାର ରାଜଧାନୀ ପାଟଣାର ସିଭିଲ କୋର୍ଟ ପରିସରରେ ଏକ ବୋମା ବିସ୍ଫୋରଣ ହୋଇଛି ଫଳରେ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ ବମ୍ ରେ ବିସ୍ଫୋରଣ ହୋଇଛି ତାହାକୁ ଜଣେ ପୋଲିସକର୍ମୀ କୋର୍ଟକୁ ନେଇଆସିଥିଲେ ।…
ଜୁଲାଇରେ କେମିତି ରହିବ ମୌସୁମୀର ମିଜାଜ?: ଗରମରୁ ମିଳିବ କି ମୁକ୍ତି
ନୂଆଦିଲ୍ଲୀ: ମୌସୁମୀର ଆଗମନରେ ବିଭିନ୍ନ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ତେବେ ମୌସୁମୀ ଛୁଇଁବାର ୧୫ ଦିନ ପରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ଆଶାନୁରୂପ ବର୍ଷା ହୋଇନାହିଁ । ଯାହା ଫଳରେ ଏବେ ବି କିଛି ରାଜ୍ୟରେ ଗରମ…
ଉଡ଼ାଣ ଭରିଲା DRDOର ମାନବ ବିହୀନ ବିମାନ, ସଫଳ ହେଲା ପ୍ରଥମ ପରୀକ୍ଷଣ
ବାଙ୍ଗାଲୋର: ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ)କୁ ଅତ୍ୟାଧୁନିକ ମାନବ ବିହୀନ ବିମାନ (ୟୁଏଭି) ବିକାଶରେ ବଡ଼ ସଫଳତା ମିଳିଛି । ଡିଆରଡିଓ ଅଟୋନୋମସ ଫ୍ଲାଇଙ୍ଗ୍ ୱିଙ୍ଗ୍ ଟେକ୍ନୋଲୋଜୀ ଡେମନଷ୍ଟ୍ରେଟର ସଫଳତାର…
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୮ ହଜାରରୁ ଅଧିକ କର୍ମଚାରୀ ପାଇବେ ପ୍ରମୋସନ, ଜାଣନ୍ତୁ କେଉଁ କ୍ୟାଡରରୁ କେତେ ଜଣ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ଆଠ ହଜାରରୁ ଅଧିକ କେନ୍ଦ୍ରୀୟ ସଚିବାଳୟ କ୍ୟାଡରର କର୍ମଚାରୀଙ୍କ ପ୍ରମୋସନ ନେଇ ଆଦେଶ ପାରିତ ହୋଇଛି । ଏଥିରେ ତିନି…
ମୋତେ ମୁଖ୍ୟମନ୍ତ୍ରୀ କରିବା ଦେବେନ୍ଦ୍ର ଫଡଣବିସଙ୍କ ମାଷ୍ଟରଷ୍ଟ୍ରୋକ: ଏକନାଥ ସିନ୍ଦେ
ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିର ଦୃଶ୍ୟପଟ୍ଟ ବଦଳି ଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ। ଶୁକ୍ରବାର ସିନ୍ଦେ କହିଛନ୍ତି ଯେ, ବିଜେପି ନେତା ଦେବେନ୍ଦ୍ର ଫଡଣବିସଙ୍କ…
ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ଉପରେ ଟିକସ ବୃଦ୍ଧି କଲେ କେନ୍ଦ୍ର ସରକାର, ଜାଣନ୍ତୁ ସାଧାରଣ ଲୋକଙ୍କ ଉପରେ କ’ଣ ରହିବ ଏହାର ପ୍ରଭାବ ?
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ପୁଣି ମହଙ୍ଗା ହେବାକୁ ଯାଉଛି ପେଟ୍ରୋଲ-ଡିଜେଲ ଏବଂ ATF ଉପରେ ଏକ୍ସସାଇଜ ଡ୍ୟୁଟି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଏବଂ ATF ଉପରେ ସରକାର ଲିଟର ପିଛା ୬…
ଉଦ୍ଧବଙ୍କୁ ପୁଣି ଥରେ ସୁପ୍ରିମକୋର୍ଟରୁ ଲାଗିଲା ଝଟକା, ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କଲେ କୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀକୁ ପୁଣି ଥରେ ଲାଗିଛି ଝଟକା। କୋର୍ଟ ଏକନାଥ ସିନ୍ଦେ ସମେତ ୧୬ ବିଧାୟକଙ୍କ ଅଯୋଗ୍ୟତା ଉପରେ ତତ୍କାଳ ଶୁଣାଣି କରିବାକୁ ମନା କରିଛନ୍ତି। ଜୁଲାଇ ୧୧ରେ…
ନୁପୁର ଶର୍ମା ପୁରା ଦେଶ ପାଇଁ ବିପଦ, ଟିଭି ସାମ୍ନାକୁ ଆସି ମାଗନ୍ତୁ କ୍ଷମା: ସୁପ୍ରିମକୋର୍ଟ
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ପ୍ରଫେଟ୍ ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟ କଡ଼ା ଭାଷାରେ ଭତ୍ସନା କରିଛନ୍ତି। ଏହା ସହିତ ଟିଭି ସାମ୍ନାରେ ଆସି ସେ ପୂରା ଦେଶକୁ କ୍ଷମା…
ଏକନାଥ ସିନ୍ଦେଙ୍କ ବିରୋଧରେ ପୁଣି ସୁପ୍ରିମକୋର୍ଟରେ ଟିମ୍ ଉଦ୍ଧବ
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା ବନ୍ଦ ହେବାର ନାଁ ନେଉନାହିଁ। ଆଜି ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶିବସେନା ସୁପ୍ରିମକୋର୍ଟ ପହଞ୍ଚିଛି। ୧୬ ବିଦ୍ରୋହୀ ବିଧାୟକଙ୍କୁ ସସ୍ପେଣ୍ଡ…