CHARIDHAM
Browsing Category

ଦେଶ

ପୋଲିସକର୍ମୀଙ୍କ କଲର ଧରିଲେ କଂଗ୍ରେସ ନେତ୍ରୀ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ନେଇ କଂଗ୍ରେସ ଦେଶସାରା ବିରୋଧ ପ୍ରଦର୍ଶନ କରୁଛି । ଗୁରୁବାର ତେଲଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର ସହ ଅନେକ ରାଜ୍ୟରେ କଂଗ୍ରେସ…

ବିମାନ ଯାତ୍ରା ହେବ ମହଙ୍ଗା! ସର୍ବକାଳୀନ ସ୍ତରରେ ପହଁଚିଲା ATF ମୂଲ୍ୟ

ନୂଆଦିଲ୍ଲୀ(ଓଡ଼ିଶା ଭାକ୍ସର): ବିମାନ ଚଳାଚଳ ଇନ୍ଧନ (ଏଟିଏଫ) ମୂଲ୍ୟ ଅଧିକ ସ୍ତରରେ ପହଞ୍ଚିବା ପରେ ଏହା ବିମାନ ଯାତ୍ରା ଉପରେ ପ୍ରଭାବ ପକାଇଛି। ଏଟିଏଫ୍ ମୂଲ୍ୟରେ ବୃଦ୍ଧି ହେତୁ ବିମାନ ସେବା ଭଡା ବଢାଇବାକୁ ପ୍ରସ୍ତୁତ…

ମହିଳାଙ୍କ ସହ ହିନ୍ଦୀରେ କଥା ହେଲା ଶୁଆ: ମଜାଦାର ଢ଼ଙ୍ଗରେ କହିଲା- ‘ଗରମ ଚା ଦେ ଦୋ’, ଦେଖନ୍ତୁ Video

ଇଣ୍ଟରନେଟରେ ପଶୁ-ପକ୍ଷୀଙ୍କ ଭିଡିଓ ପ୍ରାୟତଃ ଭାଇରାଲ ହୋଇଥାଏ, ଯାହାକି ଲୋକଙ୍କ ହୃଦୟକୁ ଶାନ୍ତି ଦେଇଥାଏ । ଅନେକ ଥର କିଛି ଜୀବ ଏପରି କାମ କରିଦିଅନ୍ତି, ଯାହାକୁ ଦେଖି ଲୋକଙ୍କ ହୋସ୍ ଉଡିଯାଏ । ସେହିପରି ସୋସିଆଲ…

ୟୁପିରେ ବୁଲଡୋଜର ଆକ୍ସନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ, ନିୟମ ଅନୁସାରେ ଭଙ୍ଗାଯାଉ ନିର୍ମାଣ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ହିଂସାରେ ସଂପୃକ୍ତ ଅଭିଯୁକ୍ତଙ୍କ ବେଅାଇମ ନିର୍ମାଣ ଉଚ୍ଛେଦ ଉପରେ ଆସନ୍ତା ସପ୍ତାହ ଯାଏଁ ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଅଦାଲତ ଏହି ମାମଲାରେ ଉତ୍ତର…

ATMରୁ ବାହାରିଲା ୫ଗୁଣା ଅଧିକ ଟଙ୍କା, ଖବର ପାଇଁ ଲୋକେ ଲଗାଇଲେ ଲମ୍ବା ଲାଇନ

ନାଗପୁର(ଓଡ଼ିଶା ଭାସ୍କର): କେମିତି ହୁଅନ୍ତା ଆପଣ ATMରୁ ଟଙ୍କା ଉଠାଇବାକୁ ଯାଇଛନ୍ତି ଆଉ ପାଞ୍ଚଗୁଣା ଅଧିକ ଟଙ୍କା ବାହାରି ଆସିବ। ଏପରି ସ୍ଥଳେ ଆପଣ ନିହାତି ଖୁସି ହେବେ। ଏହିପରି କିଛି ଘଟିଛି ମହାରାଷ୍ଟ୍ରର ନାଗପୁର…

ହିଂସକ ହେଲା ‘ଅଗ୍ନିପଥ’ ଆନ୍ଦୋଳନ, ଟ୍ରେନରେ ନିଆଁ ଲଗାଇଲେ ବିକ୍ଷୋଭକାରୀ, ବସ୍ ଭଙ୍ଗାରୁଜା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ଵାରା ସେନାରେ ନିଯୁକ୍ତି ପାଇଁ ଘୋଷିତ ଅଗ୍ନିପଥ ଯୋଜନାର ପ୍ରତିବାଦ ଆରମ୍ଭ ହୋଇ ଯାଇଛି। ବିହାରରେ ଜାରି ବିକ୍ଷୋଭ ପ୍ରଦର୍ଶନ ସଂପ୍ରତି ହିଂସାର ରୂପ ନେଇଛି। ରାଜ୍ୟର କୈମୁର…

ବିଜେପି ପାଇଁ ଚିନ୍ତାର କାରଣ ପାଲଟିଲା ରାଜସ୍ଥାନ, ଗଡକରୀଙ୍କୁ ମିଳିପାରେ ବସୁନ୍ଧରାଙ୍କୁ ମନେଇବାର ଦାୟିତ୍ଵ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ଏବଂ ପରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ମିଳିଥିବା ବିଜୟରେ ବେଶ୍ ଉତ୍ସାହିତ ଶାସକ ଭାରତୀୟ ଜନତା ପାର୍ଟି। କିନ୍ତୁ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ରାଜସ୍ଥାନ।…

ତିନିଦିନର ଜେରା ପରେ ବ୍ରେକ୍ ମାଗିଲେ ରାହୁଲ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡେ ମାମଲାରେ ତିନିଦିନ ଧରି ପ୍ରବର୍ତ୍ତନ ନ୍ୟାୟାଳୟ(ଇଡି)ର ଜେରା ପରେ ଗତକାଲି ଗୋଟିଏ ଦିନ ପାଇଁ ବ୍ରେକ୍ ମାଗିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହାପରେ ପୁନର୍ବାର…

୨୦୩୨ ସୁଦ୍ଧା ଦେଶର ମୋଟ୍ ସେନାରେ ଅଧା ରହିବେ ଅଗ୍ନିବୀର, ପ୍ରତି ବର୍ଷ ମିଳିବ ଦେଢ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ଵାରା ସେନାରେ ନିଯୁକ୍ତି ପାଇଁ ଘୋଷିତ ଅଗ୍ନିପଥ ଯୋଜନାର ପ୍ରତିବାଦ ଆରମ୍ଭ ହୋଇ ଯାଇଛି। ଚାରି ବର୍ଷିଆ ନିଯୁକ୍ତିକୁ ନାପସନ୍ଦ କରିଛନ୍ତି ସେନାରେ ସାମିଲ୍ ହେବାକୁ ଥିବା ଆଶାୟୀ।…

ହତ୍ୟା ମାମଲାରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଝିଅ ଗିରଫ

ଚଣ୍ଡିଗଡ଼(ଓଡ଼ିଶା ଭାସ୍କର): ଛଅ ବର୍ଷ ପୂର୍ବେ ଚଣ୍ଡିଗଡ଼ରେ ଜାତୀୟ ସ୍ତରର ସୁଟର ତଥା ଓକିଲ ସୁଖମନପ୍ରୀତ ସିଂ ଆକା ସିପି ସିଦ୍ଧୁଙ୍କ ହତ୍ୟାକାରୀଙ୍କୁ ଗିରଫ କରିଛି। ଏହି ହତ୍ୟା ମାମଲାରେ ସିବିଆଇ ବୁଧବାର ହିମାଚଳ ପ୍ରଦେଶ…