Browsing Category
ଦେଶ
ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ପିଟିବା ସମୟ ଆସିଯାଇଛି, ବରିଷ୍ଠ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ ଭାଇରାଲ୍, ଶୁଣନ୍ତୁ
ନୂଆଦିଲ୍ଲୀ: ବର୍ତ୍ତମାନ ପେଗାସସ୍ ମାମଲାକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ସରକାରଙ୍କୁ ସଂସଦରେ ଘେରିବାରେ ଲାଗିଛନ୍ତି । ତେବେ ଏହି ସମୟରେ ରାଜସ୍ଥାନର ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ବିବାଦୀୟ ଅଡିଓ…
RBI ଜାରି କରିବ ଡିଜିଟାଲ୍ କରେନ୍ସି, ସୂଚନା ଦେଲେ ଡେପୁଟି ଗଭର୍ଣ୍ଣର
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଡିଜିଟାଲ୍ କରେନ୍ସି ଜାରି କରାଯିବ । ଏନେଇ ସୂଚନା ଦେଇଛନ୍ତି ଆରବିଆଇର ଜଣେ ଡେପୁଟି ଗଭର୍ଣ୍ଣର । ତେବେ ଯୋଜନା ମୁତାବକ ପ୍ରଥମେ ଟ୍ରାଏଲ୍ ବେସିସରେ…
ପଞ୍ଜାବ କଂଗ୍ରେସ କଳହରେ ପଡିବ ଯବନିକା: ଆଜି କାର୍ଯ୍ୟଭାର ଗ୍ରହଣ କରିବେ ନବଜୋତ୍ ସିଂ ସିଦ୍ଧୁ, ସମାରୋହକୁ ଯୋଗ ଦେବେ ଅମରିନ୍ଦର ସିଂ
ଚଣ୍ଡୀଗଡ଼ : ଦୀର୍ଘ ଦିନ ଧରି ପଞ୍ଜାବ କଂଗ୍ରେସ୍ରେ ସୃଷ୍ଟି ହୋଇଥିବା ଝଡ ଥମିବ ବୋଲି ଚର୍ଚ୍ଚା ହେଉଛି । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ନବଜୋତ ସିଂହ ସିଦ୍ଧୁ ଏବଂ ୪ଜଣ କାର୍ଯ୍ୟକାରୀ ସଭାପତି…
୨୬ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ୟେଦୁରପ୍ପା
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଜେପିର ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ପଦରୁ ଇସ୍ତଫା ଦେବା ନେଇ ସଂକେତ ଦେଇଛନ୍ତି ।
ସେ କହିଛନ୍ତି କି…
ଆଜିଠୁ ଟୋକିଓ ଅଲିମ୍ପିକ୍ସ: ବିଶ୍ବ କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହରେ ଯୋଗ ଦେବେ ୨୬ ଭାରତୀୟ
ଟୋକିଓ,(ଭାସ୍କର ନ୍ୟୁଜ୍): ଆଜିଠୁ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ । ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହ ଅଲିମ୍ପିକ୍ସ ଷ୍ଟାଡ଼ିୟମ୍ରେ ହେବ ଏବଂ ଏହି ଉଦ୍ଘାଟନୀ ସମାରୋହରେ ଭାରତର ୨୬ ଜଣ ସଦସ୍ୟ ଭାଗ ନେବେ ।…
ଟଳିଲା ବିପଦ; ପୃଥିବୀକୁ ଧକ୍କା ହେବନି ଉଲକାପିଣ୍ଡ
ଭୁବନେଶ୍ୱର (ଓଡ଼ିଶା ଭାସ୍କର):ପୃଥିବୀ ଆଡକୁ ମାଡି ଆସୁଥିବା ଉଲକାପିଣ୍ଡ ୨୦୦୮ଗୋ୨୦ ପୃଥିବୀକୁ ଧକ୍କା ଦେବ ନାହିଁ । ଷ୍ଟାଡିୟମ ଆକାରର ଏହି ଉଲକାପିଣ୍ଡଟି ଆସନ୍ତା ଶନିବାର ପୃଥିବୀକୁ ଅତିକ୍ରମ କରିବ । ୨୦୦୮ଗୋ୨୦ ନାମକ…
ମୁଖ୍ୟମନ୍ତ୍ରୀଙ୍କୁ ଗୋରୁ ମାଂସ ଉପହାର ଦେବା ନେଇ ଷ୍ଟାଟସରେ କହି ଗିରଫ ହେଲେ ବାଳିକା
ନୂଆଦିଲ୍ଲୀ: ଆସାମର ନାଲବାଡ଼ୀ ଜିଲ୍ଲାର ଜଣେ ବାଳିକା ତାଙ୍କ ହ୍ୱାଟ୍ସଆପ୍ ଷ୍ଟାଟସ୍ ରେ ଏକ ଆପତ୍ତିଜନକ ପୋଷ୍ଟ ଅପଲୋଡ୍ କରିଥିଲେ । ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ‘ଗାଈ ମାଂସ' ଉପହାର ଦେବା…
ଭାରତର ପ୍ରଥମ ମହାକାଶ ପର୍ଯ୍ୟଟକ ହେବେ ସନ୍ତୋଷ ଜର୍ଜ: ବୁଲି ସାରିଛନ୍ତି ୧୩୦ଟି ଦେଶ
କୋଟ୍ଟାୟମ: ପ୍ରଥମ ଭାରତୀୟ ଭାବରେ ମହାକାଶ ପର୍ଯ୍ୟଟକ ହେବାର ଗୌରବ ହାସଲ କରିବାକୁ ଯାଉଛନ୍ତି କେରଳର ସନ୍ତୋଷ ଜର୍ଜ କୁଲାଙ୍ଗରା । ୪୯ ବର୍ଷୀୟ ସନ୍ତୋଷ ଏହା ପୂର୍ବରୁ ବିଶ୍ୱର ୧୩୦ଟି ରାଷ୍ଟ୍ର ଭ୍ରମଣ କରି ସାରିଛନ୍ତି ।…
ଗିରଫରୁ ବର୍ତ୍ତିବାକୁ ରାଜ କୁନ୍ଦ୍ରା ଦେଉଥିଲେ ୨୫ ଲକ୍ଷ, ଅଡୁଆରେ ପୋଲିସ୍ ପ୍ରଶାସନ
ମୁମ୍ବାଇ: ପର୍ଣ୍ଣ ଫିଲ୍ମ କେଳେଙ୍କାରୀରେ ବନ୍ଧା ହୋଇଥିବା ରାଜ କୁନ୍ଦ୍ରାଙ୍କ ଆଉ ଏକ କାଣ୍ଡ କାରନାମା ପଦାକୁ ଆସିଛି । ଏହି ମାମଲରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ୟଶ୍ ଠାକୁର ଫେରାର୍ ହୋଇଯାଇଥିବା ବେଳେ ପ୍ରକାଶ…
ଆନ୍ଦୋଳନରତ ଚାଷୀଙ୍କୁ ‘ମବାଲି’ କହିଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଧାରଣାରେ ବସିଥିବା କୃଷକଙ୍କୁ ମବାଲି କହିଲେ କେନ୍ଦ୍ରମନ୍ତ୍ରୀ । ଭାରତୀୟ ଜନତା ପାର୍ଟିର ସାଂସଦ ମିନାକ୍ଷୀ ଲେଖୀ ଏକ ସାମ୍ବାଦିକ ସମ୍ମଳନୀରେ କୃଷକଙ୍କୁ ମବାଲି…