Browsing Category

ଦେଶ

ପଶ୍ଚିମବଙ୍ଗରେ ବିଜେପିକୁ ଜୋରଦାର ଝଟକା: ଦଳ ଛାଡି ଟିଏମସିକୁ ଫେରିଆସିଲେ ୩୦୦ କର୍ମୀ, ଏପରି କରାଗଲା ଶୁଦ୍ଧିକରଣ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସରିଛି ସତ, କିନ୍ତୁ ଏବେ ବି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗଦେଇଥିବା କର୍ମୀମାନେ ଧିରେ ଧିରେ ଘର ବାହୁଡା କରିବାରେ…

ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ଟପିଲାଣି ୨୦ ହଜାର କୋଟି! ମୋଦି ସରକାର କହୁଛନ୍ତି ନା

ନୂଆଦିଲ୍ଲୀ: ପୁଣି ଉଠିଛି କଳାଧନ ପ୍ରସଙ୍ଗ । ବିଗତ ଦିନମାନଙ୍କରେ ଅନେକ ବାର ଏ ବିଷୟରେ ଚର୍ଚ୍ଚା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଣି ତାହା ଥମିଯାଇଥିଲା । ତେବେ ଏକ ରିପୋର୍ଟ ମୁତାବକ, ବର୍ତ୍ତମାନ ସ୍ୱିସ୍…

ଭାରତ He ନା She ? ମିଲଖାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାବେଳେ ଟ୍ଵିଟରେ ଜେଣ୍ଡର ବଦଳାଇ ଦେଲେ ରାହୁଲ!

ନୂଆଦିଲ୍ଲୀ : ଦେଶର ମହାନ ଆଥଲେଟ୍ ମିଲଖା ସିଂହଙ୍କ ଶୁକ୍ରବାର ବିଳମ୍ଵିତ ରାତ୍ରିରେ କରୋନରେ ପରଲୋକ ଘଟିଛି। ସମଗ୍ର ଦେଶ ମିଲଖାଙ୍କ ନିଧନରେ ଶୋକ ପ୍ରକଟ୍ କରି ଟ୍ଵିଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।…

ଏଣିକି ଭେଣ୍ଟିଲେଟର୍ ଓ ଆଇସିୟୁ ଆବଶ୍ୟକ କରୁଥିବା ରୋଗୀଙ୍କୁ ଆଗୁଆ ଠାବ କରିବ ସଫ୍ଟୱେର୍, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ଏକ ନୁତନ ସଫ୍ଟୱେର୍ ପ୍ରସ୍ତୁତ କରିଛନ୍ତି । ଯାହା ମାଧ୍ୟମରେ ଭେଣ୍ଟିଲେଟର୍, ଜରୁରୀକାଳୀନ ସେବା ଏବଂ ଆଇସିୟୁ ଆବଶ୍ୟକ କରୁଥିବା ରୋଗୀ ମାନଙ୍କୁ ସହଜରେ ଠାବ କରାଯାଇପାରିବ ।…

କଶ୍ମୀରରେ ହେବ  ନିର୍ବାଚନ ? ରାଜନୈତିକ ମାହୋଲ ସରଗରମ, ଜୁନ ୨୪ରେ ମୋଦୀ ଡକାଇଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକୁ ନେଇ ରାଜନୈତିକ ଉଷ୍ଣତା ବଢି ଯାଇଛି। କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ନା ଆଉ କିଛି ବଡ ଘୋଷଣା କରାଯିବ, ଏହାକୁ ନେଇ କଳ୍ପନା ଜଳ୍ପନା  ଜାରି ରହିଛି। କାରଣ ପ୍ରଧାନମନ୍ତ୍ରୀ…

କଂଗ୍ରେସର ଯୁବରାଜ ରାହୁଲଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଆଜି ହେଉଛି କଂଗ୍ରେସ ଦଳର ଯୁବରାଜ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ଜନ୍ମଦିବସ । ଆଜି ରାହୁଲ ୫୧ ବର୍ଷରେ ପାଦ ଦେଇଛନ୍ତି । ଏହି ଅବସରରେ ଅଗଣିତ…

ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରର ପ୍ରକୋପ ଏବେବି ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଦେଶରେ ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏନେଇ ଏମ୍ସ…

ଅନଲକ୍ ପ୍ରକ୍ରିୟାରେ ଲାଗୁ ହେବ 3T+V, ଜାଣନ୍ତୁ କଣ ଏହି ଫର୍ମୁଲା

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ସଙ୍କଟ ଥମିନଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହର ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତୃତୀୟ ଲହରକୁ ନେଇ ବିଶେଷଜ୍ଞ ମାନେ ସରକାରଙ୍କୁ ଚେତାଇବା…

ଡ୍ରୋନରେ ଖାଦ୍ୟ ବିତରଣ କରିବ Swiggy ; ମିଳିଲା ଅନୁମତି

ନୂଆଦିଲ୍ଲୀ: ଫୁଡ୍ ଟେକ୍ ଷ୍ଟାର୍ଟଅପ୍ ସ୍ୱିଗି ଖୁବ୍ ଶୀଘ୍ର ଡ୍ରୋନ ସାହାଯ୍ୟରେ ଆପଣଙ୍କ ଘରକୁ ପହଞ୍ଚାଇବ ଖାଦ୍ୟ । ଏଥିପାଇଁ କମ୍ପାନି ଆବଶ୍ୟକୀୟ ଅନୁମତି ପ୍ରଦାନ କରାଯାଇଛି । ପ୍ରଥମ କିଛି ସପ୍ତାହ ପାଇଁ ଏହି ଏଟା ଏବଂ…