Browsing Category

ଦେଶ

ଦେଶରେ ବ୍ୟାପୁଛି ଆଉ ଏକ ନୂଆ ଜ୍ୱର: ୧୩୦ ଶିଶୁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କରୋନା, ଡେଙ୍ଗୁ ଏବଂ ନିପା ପରେ ଦେଶରେ ଆଉ ଏକ ଭାଇରସ ବ୍ୟାପିବାରେ ଲାଗିଛି । ପଶ୍ଚିମବଙ୍ଗରେ ଏକ ନୂତନ ଜ୍ୱର ଏହାର କାୟା ମେଲାଇବାରେ ଲାଗିଛି । ପଶ୍ଚିମବଙ୍ଗ ଅନ୍ତର୍ଗତ ଜଲପାଇଗୁଡି ଜିଲ୍ଲାରେ ଏହି ଅଜଣା…

Freeରେ ପାଇବେ ୧ କୋଟିର ବେନିଫିଟ୍: ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ BOI ଲଞ୍ଚ କଲା Salary Plus Account

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ଇଣ୍ଡିଆ) ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ ଏକ ନୂଆ ସାଲାରୀ ପ୍ଲସ୍ ଆକାଉଣ୍ଟ ଲଞ୍ଚ କରାଯାଇଛି । ଏହି ସାଲାରୀ ପ୍ଲସ୍ ଆକାଉଣ୍ଟ ମାଧ୍ୟମରେ ଆପଣମାନେ ମାଗଣାରେ ୧ କୋଟି ଟଙ୍କାର ବେନିଫିଟ୍…

ସବୁ ମନ୍ଦିରରେ ଉଚ୍ଚାରଣ ହେଉ ତାମିଲ ମନ୍ତ୍ର: ଜାଣନ୍ତୁ କାହିଁକି ଏପରି କହିଲେ କୋର୍ଟ

ଚେନ୍ନାଇ: ଦକ୍ଷିଣ ଭାରତ ସ୍ଥିତ ତାମିଲନାଡୁରେ ତାମିଲ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଏ । ଏଭଳି ପରିସ୍ଥିତିରେ ତାମିଲକୁ ଈଶ୍ୱରଙ୍କ ଭାଷା କହିଛନ୍ତି ମାଡ୍ରାସ ହାଇକୋର୍ଟ । ମାଡ୍ରାସ ହାଇକୋର୍ଟଙ୍କ ମତରେ, ଦେଶର ସମସ୍ତ…

ଚୌକି ମିଳିଗଲା ସିନା, ଶାନ୍ତି ନାହିଁ: ମାତ୍ର ବର୍ଷକ ମଧ୍ୟରେ ଏହି ୭ଟି ଚ୍ୟାଲେଞ୍ଜ ପୂରଣ କରିବେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ

ନୂଆଦିଲ୍ଲୀ: ଗୁଜରାଟର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଚୌକି ହାସଲ କରିବାରେ ସକ୍ଷମ ହୋଇଥିଲେ ହେଁ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ । ଆସନ୍ତା ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ…

ହିନ୍ଦୁ ଯୁବକ- ମୁସଲିମ ଯୁବତୀ, ବିବାହ ନହେବାରୁ ଫାଶି ଲଗାଇ କଲେ ଆତ୍ମହତ୍ୟା

ଅଲିଗଡ : ଉଭୟ ଥିଲେ ଅଲଗା ଅଲଗା ଧର୍ମର ।   ବାହାଘର କରିବାକୁ ରାଜି ନଥିଲେ ପରିବାର ଲୋକ । ଶେଷରେ ଫାଶି ଲଗାଇ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ । ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ଅଲିଗଡ ଜିଲ୍ଲାର ହରଦୁଆଗଞ୍ଜ ଥାନା…

ନିଟ୍ ପରୀକ୍ଷା ଦେବେ ନାହିଁ ତାମିଲନାଡୁ ଛାତ୍ର-ଛାତ୍ରୀ ! ଗୃହରେ ବିଧେୟକ ଆଗତ

ଚେନ୍ନାଇ : ମେଡିକାଲ ପ୍ରବେଶିକା ପରୀକ୍ଷା(ନିଟ୍)ରେ ସାମିଲ ହେବ ନାହିଁ ତାମିଲନାଡୁ । ତାମିଲନାଡୁର ଛାତ୍ର-ଛାତ୍ରୀ ନିଟ୍ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁ ସରକାର । ଏ ନେଇ ବିଧାନସଭାରେ ବିଲ୍ ଆଗତ…

Pegasus ମାମଲାରେ କଠୋର ହେଲେ CJI, ପ୍ୟାନେଲ ଗଠନ ନେଇ କେନ୍ଦ୍ର ସରକାର ପ୍ରସ୍ତୁତ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ପେଗାସସ୍ ମାମଲାର ଶୁଣାଣି କରିଛନ୍ତି । ଏହି ମାମଲାର ଯାଞ୍ଚ ପାଇଁ ଏକ ପ୍ୟାନେଲ ଗଠନ କରିବେ, ମାତ୍ର ଆଫିଡାଫିଟ୍ ଦାଖଲ କରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।…

ଚମତ୍କାର! ୩୦ ବର୍ଷପରେ ହଠାତ୍ ବହିବାକୁ ଲାଗିଲା ଏହି ଝରଣା, ଦେଖିବାକୁ ଲୋକଙ୍କ ଭିଡ଼

ନୂଆଦିଲ୍ଲୀ: ଭାରତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ତେବେ ଏହା ଭିତରେ ଏକ ଝରଣା ଚର୍ଚ୍ଚାକୁ ଆସିଛି । ତେବେ ଏହି ଚର୍ଚ୍ଚା ଏକ ଖାସ୍ କାରଣକୁ ନେଇ ହେଉଛି । ତାହା ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଝରଣା ୩୦…

ତୃତୀୟ ଲହରର ଆଶଙ୍କା ବହୁତ କମ, ତଥାପି ସ୍କୁଲ ଖୋଲିବାରେ ତର ତର ହୁଅନ୍ତୁ ନାହିଁ : ବୈଜ୍ଞାନିକ

ନୂଆଦିଲ୍ଲୀ : ଦେଶରେ ତୃତୀୟ ଲହରର ଆଶଙ୍କା କମ ରହିଛି । ଯଦି ବି ଆସେ ତେବେ ଏହାର ପ୍ରଭାବ ଦ୍ୱିତୀୟ ଲହରଠୁ ଦୁର୍ବଳ ରହିବ । ଏହା କହିଛନ୍ତି ଆଇସିଏମଆରର ପୂର୍ବତନ ବୈଜ୍ଞାନିକ ଡ. ରମନ ଗଙ୍ଗାଖେଡକର । ସେ ଦାବି କରିଛନ୍ତି…

ଦିଲ୍ଲୀରେ ପରିବା ମଣ୍ଡିରେ ଭୁଶୁଡିଲା ଚାରି ମହଲା କୋଠା, ଅନେକ ଦବି ରହିଥିବା ଆଶଙ୍କା

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ସୋମବାର ପରିବା ମଣ୍ଡି ଅଞ୍ଚଳରେ ଏକ ଚାରି ମହଲା କୋଠା ଭୁଶୁଡି ପଡିଛି । ଭଗ୍ନାବଶେଷ ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । ମୃତାହତର କୌଣସି ସୂଚନା ମିଳିନାହିଁ ।…