Browsing Category

ଦେଶ

ପାଣିରେ ଉବୁଟୁବୁ ରାଜଧାନୀ; ଲଗାଣ ବର୍ଷାରେ ବୁଡ଼ିଲା ଆଇଜିଆଇ ଏୟାରପୋର୍ଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଦିନ ପ୍ର୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି । ବର୍ଷା କାରଣରୁ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍-୩…

ପୁଣି ନିର୍ଭୟା କାଣ୍ଡ! ଦୁଷ୍କର୍ମ ପରେ ପ୍ରାଇଭେଟ୍ ପାର୍ଟରେ ପୂରାଇଥିଲେ ରଡ୍, ଆଖି ବୁଜିଲେ ପୀଡ଼ିତା

ମୁମ୍ବାଇ: ମାୟା ନଗରୀ ମୁମ୍ବାଇରେ ଜଣେ ମହିଳାଙ୍କ ସହିତ "ନିର୍ଭୟା" ପରି ଅତ୍ୟାଚାର ଦିଆଯାଇଛି । ଏଠାରେ ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଗୋଟିଏ ଟେମ୍ପୋ ଭିତରେ ବଳାତ୍କାର କରଯାଇଥିଲା । ଘଟଣା ପରେ ତାଙ୍କ ଅବସ୍ଥା ଏତେ…

ଟିକାକରଣ ରେ ବଡ଼ ବଡ଼ ଦେଶକୁ ପାଣି ପିଆଇ ସାରିଲେଣି ଭାରତର ଏହି ୫ ରାଜ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ବିରୋଧରେ ଅଭିଯାନ ଜାରି ରହିଛି । ସଂକ୍ରମଣକୁ ଦୃଷ୍ଟି ରଖି ପ୍ରତ୍ୟେକ ନାଗରିକଙ୍କ ଟିକାକରଣ ଜୋରଦାର କରାଯାଉଛି । ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ଟିକା…

ମହିଳା କର୍ମଚାରୀଙ୍କ ସହିତ ଡବଲ୍ ମିନିଂ କଥାବାର୍ତ୍ତା କରୁଥିଲା କଲ୍ୟାଣ ଅଧିକାରୀ, ଆଉ ତାପରେ

ଗାଜିଆବାଦ୍: ମହିଳା କର୍ମଚାରୀ ସହିତ ଅଭଦ୍ର କଥାବାର୍ତ୍ତା କରୁଥିଲେ ସମାଜ କଲ୍ୟାଣ ଅଧିକାରୀ । ଏନେଇ ଅଭିଯୋଗ ହେବା ପରେ ତାଙ୍କୁ ପଦବୀରୁ ନିଲମ୍ବିତ କରିଦିଆଯାଇଛି । ଏଭଳି ଖବର ଶୁଣିବାକୁ ମିଳିଛି ଗାଜିଆବାଦ୍ ଜିଲ୍ଲାରୁ…

ଦିନକରେ ୩୮,୯୪୮ ପଜିଟିଭ୍ ଚିହ୍ନଟ, ୩୦୮ ମୃତ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପୂର୍ବରୁ ଗବେଷକମାନେ ଚେତାବନୀ ଦେଇଥିବା ବେଳେ ଦୈନିକ ସଂକ୍ରମଣ ସଂଖ୍ୟା ପୁଣି ଲୋକଙ୍କୁ ଡରାଇ ଦେଇଛି । ଦେଶରେ ପୁଣି ବଢ଼ିଯାଇଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା…

ମାଆ ରଖୁଥିଲା ଅବୈଧ ସମ୍ପର୍କ, ବିରୋଧ କରିବାରୁ ପୁଅକୁ ଦେଲା ଗରମ ଲୁହା ଚେଙ୍କ

ଚେନ୍ନାଇ: କୁହାଯାଏ ମାଆ କେବେ ବି ନିଜ ପିଲାମାନଙ୍କ ଖରାପ ଚିନ୍ତା କରେ ନାହିଁ । ହେଲେ ଏହି କଥାକୁ ଭୁଲ୍ ବୋଲି ସାବ୍ୟସ୍ତ କରିଛି ତାମିଲନାଡ଼ୁରୁ ଆସିଥିବା ଏହି ଖବର । ଏଠାରେ ଜଣେ ମାଆ ନିଜ ପ୍ରେମିକ ସହିତ ମିଶି ନିଜର…

ପୁଣି ଏକ ନିର୍ଭୟା କାଣ୍ଡ; ଦୁଷ୍କର୍ମ ପରେ ପ୍ରାଇଭେଟ୍ ପାର୍ଟରେ ପୁରାଇଲେ ରଡ୍

ମୁମ୍ବାଇ: ମାୟା ନଗରୀ ମୁମ୍ବାଇରେ ଜଣେ ମହିଳାଙ୍କ ସହିତ ନିର୍ଭୟା ପରି ଅତ୍ୟାଚାର ଦିଆଯାଇଛି । ମହିଳାଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ସେ ଦୁଷ୍କର୍ମର ଶିକାର ହୋଇଛନ୍ତି । ତାଙ୍କ ସ୍ଥିତି ଖୁବ୍ ଗୁରୁତର ଥିବା ସହିତ…

ଜାଭେଦ ଅଖତରଙ୍କ ପରେ ତାଲିବାନ ସହ ଆରଏସଏସର ତୂଲନା କଲେ ଦିଗବିଜୟ, କହିଲେ- ଉଭୟଙ୍କ ସମାନ ଚିନ୍ତାଧାରା

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ତୂଳନା ତାଲିବାନ ସହ କରିଛନ୍ତି । ସପ୍ତାହରେ ଦ୍ୱିତୀୟ ଥର ସଂଘର ତୂଳନା…

୧୯ ବର୍ଷରେ ତୃତୀୟ ଥର ସବୁଠୁ ଗରମ ରହିଲା ଅଗଷ୍ଟ ମାସ, ହାରାହାରି ୨୪ ପ୍ରତିଶତ କମିଲା ବର୍ଷା

ନୂଆଦିଲ୍ଲୀ : ଆଶା କରାଯାଉଥିଲା ଚଳିତ ବର୍ଷ ଠିକ୍ ସମୟରେ ବର୍ଷା ହେବ ଏବଂ ଚାଷୀକୂଳକୁ ଟିକିଏ ଆଶ୍ୱସ୍ତି ମିଳିବ । ହେଲେ ଏ ପର୍ଯ୍ୟନ୍ତ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ମୌସୁମୀ ବର୍ଷା ହୋଇ ନାହିଁ । ମୌସୁମୀର…

କିଏ ଏହି ପ୍ରିୟଙ୍କା ଟିବ୍ରେୱାଲ, ଯାହାଙ୍କୁ ବିଜେପି ମମତାଙ୍କ ବିରୋଧରେ କରିଛି ପ୍ରାର୍ଥୀ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଭବାନୀପୁର ଉପ ନିର୍ବାଚନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନିଜର ପ୍ରାର୍ଥୀ ଘୋଷଣା କରିଛି । ଟିଏମସି ସୁପ୍ରିମୋ ପାଇଁ…