Browsing Category

ଦେଶ

ଡ୍ରଗ୍ସ ପାଇଁ ପୁଅକୁ ୪୦ ହଜାର ଟଙ୍କାରେ ବିକିଦେଲା ବାପା, ପୋଲିସ୍ ଏପରି କଲା ଉଦ୍ଧାର

ଗୌହାଟି: ଆସାମର ମୋରିଗନ ଜିଲ୍ଲାରେ ଡ୍ରଗ୍ସ କିଣିବା ପାଇଁ ଜଣେ ବ୍ୟକ୍ତି ତାର ଅଢ଼େଇ ବର୍ଷର ପୁଅକୁ ୪୦,୦୦୦ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ରାଜଧାନୀ ଗୌହାଟିର ପ୍ରାୟ ୮୦ କିଲୋମିଟର ପୂର୍ବରେ ଥିବା ମୋରିଗନର…

ଆଇଟିବିପିର ୩୦ ଯବାନ ଯିବାକୁ ଚାହାନ୍ତି ଆଫଗାନିସ୍ତାନ, କୋର୍ଟ କହିଲେ- ଏ କେମିତି କା ଦାବି

ନୂଆଦିଲ୍ଲୀ : ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ଜାରି ଲଢେଇକୁ ନେଇ ସମଗ୍ର ଦୁନିଆରେ ଆତଙ୍କର ମାହୋଲ ରହିଛି। ତାଲିବାନ ପକ୍ଷରୁ ଲଗାତାର ହମଲା ପରେ ଏବେ ଆଫଗାନିସ୍ତାନରେ ନାଗରିକ ସଙ୍କଟ ସୃଷ୍ଟି ହୋଇଛି।…

ସରିନାହିଁ କରୋନା ଲଢ଼େଇ, ଏବେ ଭାରତ ପାଇଁ ସତର୍କ ଘଣ୍ଟି: ଆମେରିକା ଓ ବ୍ରାଜିଲକୁ ପୁଣି ଫେରିଲାଣି ଭାଇରସ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଦେଶରେ କରୋନାର ପ୍ରକୋପରେ ସାମାନ୍ୟ ସ୍ଥାଣୁତା ଦେଖାଦେବା ପରେ ଅଧିକାଂଶ ରାଜ୍ୟରେ କଟକଣା କୋହଳ କରାଯାଇଛି । ତେବେ ଆଗକୁ ତୃତୀୟ ଲହର ଆସିବାର ଆଶଙ୍କା ରହିଥିଲେ ମଧ୍ୟ ଅଧିକାଂଶ ଲୋକ…

ଜାଣନ୍ତୁ କାହାକୁ ନିଜ ବାୟୋପିକରେ ଦେଖିବାକୁ ପସନ୍ଦ କରିବେ ଗୋଲ୍ଡେନ୍ ବୟ୍ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ସ୍ୱର୍ଣ୍ଣ ପଦକ ଜିତି ଭାରତର ଛାତି ଚଉଡ଼ା କରିଥିବା ନୀରଜ ଚୋପ୍ରା ଏବେ ଚର୍ଚ୍ଚାରେ ରହିଛନ୍ତି । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ସବୁଆଡ଼ୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ…

ସ୍ୱାଧୀନତା ଦିବସ ପୂର୍ବରୁ ମହାକାଶରେ ମୁତୟନ ହେବ ଉପଗ୍ରହ ଜିସାଟ୍-୧, ହାସଲ କରିବ ନୂଆ ସଫଳତା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରର ପ୍ରସ୍ତୁତି ମଧ୍ୟରେ ଭାରତ ଲଞ୍ଚ କରିବାକୁ ଯାଉଛି ନିଜର ବହୁ ପ୍ରତୀକ୍ଷିତ ଜିୟୋ ଇମେଜିଂ ଉପଗ୍ରହ ଜିସାଟ୍-୧ । ଅଗଷ୍ଟ ୧୨ ତାରିଖରେ ଏହାକୁ ଲଞ୍ଚ କରାଯିବ । ଇସ୍ରୋ ପକ୍ଷରୁ ଶ୍ରୀହରୀ…

ନିଜ ବ୍ୟାଗରେ ସର୍ବଦା ଦେଶର ମାଟି ରଖନ୍ତି ମୀରାବାଇ ଚାନୁ, ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ନୂଆଦିଲ୍ଲୀ: ଭାରତୀୟ ଭାରୋତ୍ତୋଳନ ଷ୍ଟାର୍ ମୀରାବାଇ ଚାନୁ ଆଜି ନିଜର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୯୪ ଅଗଷ୍ଟ ୮ ତାରିଖରେ ଇମ୍ଫାଲ୍ ରେ ଜନ୍ମଗ୍ରହଣ କରିଥିବା ମୀରାବାଇ ଚାନୁଙ୍କ ଚଳିତ ବର୍ଷ ଜନ୍ମଦିନ ଖାସ୍ ଏବଂ…

IGI ବିମାନବନ୍ଦରରେ ବମ୍ ବ୍ଲାଷ୍ଟ୍ କରିବା ନେଇ ମିଳିଛି ଧମକ, ଅଲ କାଏଦା ଆତଙ୍କୀ ପୋଲିସକୁ ପଠାଇଲେ ଇମେଲ୍

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରକୁ ବମରେ ଉଡ଼ାଇଦେବାକୁ ମିଳିଛି ଆତଙ୍କବାଦୀଙ୍କ ଧମକ । ପୋଲିସ ପାଖକୁ ଏପରି ଏକ ଧମକପୂର୍ଣ୍ଣ ଇମେଲ ଆସିବା ପରେ ପରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ…

ପତ୍ନୀଙ୍କ ଶରୀରକୁ ନିଜର ସମ୍ପତ୍ତି ଭାବିବା ବୈବାହିକ ବଳାତ୍କାର ଓ ଛାଡପତ୍ର ନେବାର ଠୋସ୍ ଆଧାର: ହାଇକୋର୍ଟ

କୋଚ୍ଚି: ମହିଳାଙ୍କ ସୁରକ୍ଷା ପାଇଁ ପ୍ରତିଦିନ କିଛି ନା କିଛି ନୂଆ ଆଇନ ସାମ୍ନାକୁ ଆସିଥାଏ । ଏହାରି ମଧ୍ୟରେ କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ‘ପତ୍ନୀଙ୍କ ଶରୀରକୁ ସ୍ୱାମୀ ନିଜର ସମ୍ପତ୍ତି…

ଜାଭଲିନ୍ କିଣିବାକୁ ଓ କୋଚ୍ ରଖିବାକୁ ନୀରଜଙ୍କ ପାଖରେ ନଥିଲା ଟଙ୍କା, ଏମିତି ଥିଲା ସ୍ୱର୍ଣ୍ଣ ପଦକ ପର୍ଯ୍ୟନ୍ତ ଯାତ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ୨୦୨୧କୁ ସ୍ୱର୍ଣ୍ଣିମ ଇତିହାସରେ ପରିଣତ କରିଛନ୍ତି ନୀରଜ ଚୋପ୍ରା । ଟୋକିଓ ଅଲିମ୍ପିକର ଶେଷ ଇଭେଣ୍ଟ ଜାଭଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ପଦକ ଉପହାର ଦେଇଥିବା ନୀରଜ ଚୋପ୍ରାଙ୍କ…

କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଞ୍ଚ ହେଲା PM-DAKSH Portal, ଦକ୍ଷତା ବିକାଶ ପାଇଁ ଦିଆଯିବ ତାଲିମ୍

ନୂଆଦିଲ୍ଲୀ: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର ଆଜି ‘ପିଏମ-ଦକ୍ଷ’ ପୋର୍ଟାଲ ଓ ମୋବାଇଲ ଆପର ଶୁଭାରମ୍ଭ କରିଛନ୍ତି । ଏହା ମାଧ୍ୟମରେ ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ସଫାଇ…