Browsing Category

ଦେଶ

ଜନ୍ମ ହେଲା ୩ ମୁଣ୍ଡ ଥିବା ଶିଶୁ, ବ୍ରହ୍ମାଙ୍କ ଅବତାର କହି ପୂଜିଲେ ଲୋକେ

ନୂଆଦିଲ୍ଲୀ: ଦୁନିଆରେ ଅଦ୍ଭୁଦ ଆକାରର ଶିଶୁ ଜନ୍ମ ହେବା କଥା ଆପଣ ଶୁଣିଥିବେ । ଗର୍ଭଧାରଣ ସମୟରେ କୌଣସି କାରଣରୁ ବେଳେବେଳେ ଭିନ୍ନ ଆକୃତିର ଶିଶୁ ଜନ୍ମ ହୋଇଥାନ୍ତି । ଲୋକେ ଏହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି…

ଆସିଗଲା ସ୍ମାର୍ଟ ସିଲିଣ୍ଡର, ଚୁଟକିରେ ଜାଣି ପାରିବେ କେତେ ଗ୍ୟାସ୍ ବଞ୍ଚିଛି

ନୂଆଦିଲ୍ଲୀ: ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ନିଜର ଗ୍ରାହକଙ୍କ ପାଇଁ ନୁତନ ସ୍ମାର୍ଟ ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଆଣିଛି । ଏହାର ନାମ ହେଉଛି କମ୍ପୋଜିଟ୍ ସିଲିଣ୍ଡର । ଏହାର ଖାସ୍ କଥା ହେଉଛି…

ଜମ୍ମୁ ଏୟାର ବେସରେ ନିୟୋଜିତ ହେଲା ଆଣ୍ଟି-ଡ୍ରୋନ ରାଡାର, ଡ୍ରୋନ ଗତିବିଧି ଉପରେ ରଖିବ ନଜର

ନୂଆଦିଲ୍ଲୀ: ସୁରକ୍ଷା ସଂସ୍ଥାକୁ ମିଳିଛି ବଡ଼ ସଫଳତା । ଜାତୀୟ ସୁରକ୍ଷା କର୍ମୀ(ଏନଏସଜି) ଦ୍ୱାରା ଜମ୍ମୁ ଏୟାର ବେସଠାରେ ଆଣ୍ଟି-ଡ୍ରୋନ ସିଷ୍ଟମ ନିୟୋଜିତ କରାଯାଇଛି । ଏହି ସିଷ୍ଟମ ଦ୍ୱାରା ତିନି କିଲୋମିଟର ଦୂରରୁ ମଧ୍ୟ…

ଅନ୍ୟ ଭାରିଆଣ୍ଟ ଅପେକ୍ଷା ଡେଲ୍ଟା ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଭୟ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ଅନ୍ୟ ଭାରିଆଣ୍ଟ ଅପେକ୍ଷା ଡେଲଟା ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ ହେଉଛନ୍ତି । ଆଇସିଏମଆର…

ପଶୁ ପରି ଅବସ୍ଥା ଭୋଗିଲୁଣି, ଦୟା କରି ଭାରତ ପଠାଇବାର ବ୍ୟବସ୍ଥା କରି ଦିଅନ୍ତୁ… ମୋଦୀଙ୍କୁ ୫ ଭାରତୀୟଙ୍କ ଗୁହାରି

ତେହରାନ୍: ଇରାନ୍ ରେ ଫସିରହିଥିବା ୫ଜଣ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତ ଫେରାଇ ନେବାକୁ ଗୁହାରି କରିଛନ୍ତି । ଏହି ଭାରତୀୟ ନାବିକ ଏକ ଭିଡିଓ ମାଧ୍ୟମରେ ଗୁହାରି କରି ସେମାନଙ୍କୁ ଭାରତ ଫେରାଇ…

‘ଯୋଗୀଙ୍କ ବିଫଳତାକୁ ଲୁଚାଇ ପାରିବନି ମୋଦୀଙ୍କ ସାର୍ଟିଫିକେଟ୍’

ନୂଆଦିଲ୍ଲୀ: ଯୋଗୀଙ୍କ ବିଫଳତାକୁ ଲୁଚାଇ ପାରିବନି ମୋଦୀଙ୍କ ସାର୍ଟିଫିକେଟ୍ ଏପରି ବୟାନ ଦେଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଦିନିକିଆ ଉତ୍ତର ପ୍ରଦେଶ ଗସ୍ତରେ ରହିଥିବା ପ୍ରିୟଙ୍କା ଉଭୟ ମୋଦୀ ଏବଂ…

କରୋନା ଟିକା ନେବା ପରେ ସଂକ୍ରମିତ ହୋଇଥିବା ୮୬ ପ୍ରତିଶତଙ୍କ ଠାରେ ଚିହ୍ନଟ ହେଲା ଡେଲଟା ଭାରିଆଣ୍ଟ, ଆଇସିଏମଆରର ଖୁଲାସା

ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ଦ୍ୱିତୀୟ ଲହରର ପ୍ରକୋପ କ୍ରମଶଃ କମି କମି ଆସୁଥିବା ବେଳେ ତୃତୀୟ ଲହରକୁ ନେଇ ସତର୍କ ଦେଇସାରିଛନ୍ତି ବିଶେଷଜ୍ଞ । ବର୍ତ୍ତମାନ ସରକାର ଟିକାକରଣ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ…

ନିର୍ବାଚନ ପ୍ରସ୍ତୁତି ପାଇଁ ୟୁପିରେ ପ୍ରିୟଙ୍କା ଗାନ୍ଧୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ନିର୍ବାଚନ ପାଇଁ ଏବେଠାରୁ ହିଁ ରାଜନୀତି ସରଗରମ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଲକ୍ଷ୍ନୌ ପହଞ୍ଚିଛନ୍ତି…

କରୋନାର ଦ୍ଵିତୀୟ ଲହରରେ ମାଲାମାଲ ଏଲଆଇସି, ତିନି ମାସରେ ୧୦ ହଜାର କୋଟି ଟଙ୍କାର ରେକର୍ଡ ଆୟ

ନୂଆଦିଲ୍ଲୀ: ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଲଆଇସି) ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍-ଜୁନ୍ ତ୍ରଇମାସରେ ଷ୍ଟକ୍ ମାର୍କେଟରୁ ୧୦,୦୦୦ କୋଟି ଟଙ୍କା ଲାଭ ପାଇଛି । କିଛି ବର୍ଷ ପୂର୍ବରୁ କିଣାଯାଇଥିବା ସେୟାର…

T-Series ଏମଡି ଭୂଷଣ କୁମାରଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ

ନୂଆଦିଲ୍ଲୀ: ମ୍ୟୁଜିକ୍ କମ୍ପାନୀ ଟି-ସିରିଜର ଏମଡି ଭୂଷଣ କୁମାରଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆସିଛି । ଏକ ପ୍ରୋଜେକ୍ଟରେ କାମ ଦେବା ବାହାନାରେ ଭୂଷଣ ଜଣେ ଯୁବତୀଙ୍କୁ ଅଲଗା ଅଲଗା ଜାଗାରେ ୩ ବର୍ଷ ଧରି ଦୁଷ୍କର୍ମ…