Browsing Category

ଦେଶ

୩ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଦୁଃଖ ସହ୍ୟ ନପାରି ବାପର ଆତ୍ମହତ୍ୟା

ସିଲଭାସା, ୧୫ା୩: ଦାଦ୍ରା ଓ ନଗର ହାବେଳିର ରାଜଧାନୀ ସିଲଭାସାରେ ଏକ ୩ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଷ୍କର୍ମକାରୀ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଏହି ଖବର…

ଦେଶରେ ମୃତ୍ୟୁସଂଖ୍ୟା ୧୧୮କୁ ବୃଦ୍ଧି, ୨୬ ହଜାର ହେଲେ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୫ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୧୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୭୨୫କୁ ବୃଦ୍ଧି…

ଏହି ସ୍କୁଲର ସମସ୍ତ ପିଲା ପଜିଟିଭ୍, ସ୍ଥାନୀୟ ଅଞ୍ଚଳକୁ ପୁଣି ଫେରିଲା ଲକଡାଉନ୍

ଡେରାଡୁନ୍, ୧୫ା୩: ଦେଶରେ କରୋନାର ସଂକ୍ରମଣ ବଢ଼ିବାରେ ଲାଗିଛି । ଉତ୍ତରାଖଣ୍ଡର ମସୁରୀର ଏକ ସ୍କୁଲରୁ ୧୪ ଜଣ ପିଲା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ପ୍ରଶାସନ ପକ୍ଷରୁ ବାର୍ଲୋଗଞ୍ଜ ଓ ଗେଲୱେ କଟେଜ୍ ଆଦି ଅଞ୍ଚଳକୁ…

ଆଜିଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ, ୧୫ା୩: ଆଜିଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ । ସର୍ବଭାରତୀୟସ୍ତରର ପ୍ରାୟ ୧୦ ଲକ୍ଷ କର୍ମଚାରୀ ଏହି ଧର୍ମଘଟରେ ଭାଗନେବେ । ଧର୍ମଘଟରେ ୯ଟି ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ ସଂଘ ସାମିଲ ହେବେ । ୟୁନାଇଟେଡ୍…