Browsing Category
ଦେଶ
ଅଭିଯୁକ୍ତ ହେପାଜତରୁ ଖସିବାକୁ ଚେଷ୍ଟା କରୁଥିଲେ ତାକୁ ଏନକାଉଣ୍ଟରରେ ମାରିବା ଉଚିତ୍: ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା
ଗୌହାଟି: ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଭାର ସମ୍ଭାଳିବା ପରେ ହୋଇଥିବା କିଛି ଏନକାଉଣ୍ଟରକୁ ଯଥାର୍ଥ ବୋଲି ସୂଚାଇ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଅପରାଧି ଯଦି ଖସିଯିବାକୁ ଚେଷ୍ଟା…
ଜୁଲାଇ ୮ ପର୍ଯ୍ୟନ୍ତ ସ୍ଥଗିତ ହେଲା ପିଏମଓର ସମସ୍ତ ବୈଠକ, ୨ ଦିନ ଭିତରେ ହୋଇପାରେ କ୍ୟାବିନେଟ୍ ବିସ୍ତାର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର ପ୍ରକ୍ରିୟା ତୀବ୍ର ହୋଇଯାଇଛି । ଆଗାମୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ ହେବ ବୋଲି ସୁତ୍ରରୁ ପ୍ରକାଶ ପାଇଛି ।…
ଗ୍ରାମ ମୁଖିଆ ଭାବେ ନିର୍ବାଚିତ ହେବା ପରେ ହେଲିକପ୍ଟରରେ ଶାଶୂଘରେ ପହଞ୍ଚିଲେ କନ୍ୟା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରୁ ଏକ ଅଜବ ଘଟଣା ସାମନାକୁ ଆସିଛି । ଜଣେ କନ୍ୟା ଗ୍ରାମର ମୁଖିଆ ଭାବେ ନିର୍ବାଚିତ ହେବା ପରେ ନିଜ ଶାଶୂଘରକୁ ହେଲିକପ୍ଟରରେ ଯାତ୍ରା କରିବା ଖବରଟି ବର୍ତ୍ତମାନ ଚର୍ଚ୍ଚାରେ ରହିଛି ।…
ବଦଳିବ ସିବିଏସଇ ପାଠ୍ୟ ଖସଡା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସିବିଏସ୍ଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା । କରୋନାକୁ ଦୃଷ୍ଟିରେ ରଖି ବିଗତ ବର୍ଷ ପରି ପୁନର୍ବାର ପାଠ୍ୟ ଖସଡାରେ ପରିବର୍ତ୍ତନ ପାଇଁ ସୋମବାର ଘୋଷଣା କରାଯାଇଛି । ସୋମବାର ୨୦୨୧-୨୨…
ଗେହନା ମେଡିକାଲ୍ ରେ ଭର୍ତ୍ତି, ଜାଣନ୍ତୁ ଅଭିନେତ୍ରୀଙ୍କ କଣ ହୋଇଛି…
ଓଡ଼ିଶା ଭାସ୍କର ବ୍ୟୁରୋ: ମହାମାରୀ କରୋନା କାଳରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବହୁ କଳାକାର କଲବଲ ହୋଇଛନ୍ତି । ଅନେକ ଆଖି ବୁଜି ଦେଇଛନ୍ତି । ସେହିପରି ବଲିଉଡ୍ର କେତେକ ନାମକରା ଅଭିନେତା ଓ ଅଭିନେତ୍ରୀ ମଧ୍ୟ…
କେତେ ଭୟଙ୍କର ହେବ ତୃତୀୟ ଲହର; ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ
ନୂଆଦିଲ୍ଳୀ: କରୋନାର ଦ୍ୱିତୀୟ ଲହରରେ ଦେଶବାସୀଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ଯାଇଥିବା ବେଳେ ତୃତୀୟ ଲହର ନେଇ ବିଶେଷଜ୍ଞ ମାନେ ଭବିଷ୍ୟବାଣୀ କରିସାରିଲେଣି । ଏହି ପରୀପ୍ରେକ୍ଷୀରେ ସୋମବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ…
ଏକାଠି ହେବେ ବିଜେପି-ଶିବସେନା!; ଅମୀର-କିରଣ ଉପାଖ୍ୟାନ ଦେଲେ ସଞ୍ଜୟ
ମୁମ୍ବାଇ: ପୁଣି ଥରେ ମହାରାଷ୍ଟ୍ରରେ ଏକାଠି ହୋଇ ପାରନ୍ତି ବିଜେପି ଓ ଶିବସେନା । ଆସନ ଆବଣ୍ଟନକୁ ନେଇ ଉଭୟ ଦଳ ପରସ୍ପର ଠାରୁ ଅଲଗା ହୋଇଥିବା ବେଳେ କଂଗ୍ରେସ ଓ ଏନସିପି ସହିତ ମିଶି ସରକାର ଗଠନ କରିଥିଲା ଶିବସେନା ।…
ଜମ୍ମୁ ବାୟୁସେନା ଷ୍ଟେସନରେ ହୋଇଥିବା ଆଇଇଡି ହମଲାରେ ବ୍ୟବହାର ହୋଇଥିଲା ଆରଡ଼ିଏକ୍ସ ଓ ନାଇଟ୍ରେଟ: ଫରେନସିକ ରିପୋର୍ଟ
ଶ୍ରୀନଗର: ଜମ୍ମୁ ବିମାନବନ୍ଦର ପରିସରରେ ଥିବା ବାୟୁସେନା ଷ୍ଟେସନରେ ଡ୍ରୋନ୍ ହମଲାରେ ବ୍ୟବହାର ହୋଇଥିବା ଆଇଇଡି, ଆରଡ଼ିଏକ୍ସ ଓ ନାଇଟ୍ରେଟ ଦ୍ୱାରା ତିଆରି କରାଯାଇଥିଲା । ଏନେଇ ଆଜି ଡ୍ରୋନ ହମଲା ଯାଞ୍ଚ କରୁଥିବା…
୪୮ ଘଣ୍ଟାରେ ହୋଇପାରେ ମୋଦୀ କ୍ୟାବିନେଟର ସଂପ୍ରସାରଣ, ସାମିଲ ହେବେ ୧୭ ରୁ ୨୨ ନୂତନ ଚେହେରା, ଏହି ନେତାଙ୍କୁ ମିଳିପାରେ ମନ୍ତ୍ରୀପଦ
ନୂଆଦିଲ୍ଲୀ : ମୋଦୀ ସରକାର ଦ୍ଵିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ ନେଇ ଜାତୀୟ ରାଜନୀତି ସରଗରମ। କାହାକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ଏବଂ କିଏ ବାଦ୍ ପଡିବ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି।…
ଓଡ଼ିଆ ପ୍ରଫେସରଙ୍କୁ ପ୍ରଶଂସା କଲା ପାକିସ୍ତାନ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱ ପରିବେଶ ଦିବସରେ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଅଧ୍ୟାପିକାମାନଙ୍କୁ ସମ୍ବୋଧିତ କରିବା ପାଇଁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଜନସାଧାରଣ ନୀତି ଏବଂ ପରିଚାଳନା ବିଭାଗର ସହକାରୀ ପ୍ରଫେସର…