Browsing Category
ଦେଶ
ପାକିସ୍ତାନର କଟା ଘା’ରେ ଚୂନ, ଚାଷୀ କହିଲେ- ‘ପିଓକେ ଦିଅ, ଟମାଟୋ ନିଅ’
ନୂଆଦିଲ୍ଲୀ,୨୪ ।୧୧: ପାକିସ୍ତାନରେ ଟମାଟୋ ଦର ଆକାଶ ଛୁଆଁ ହେବାରେ ଲାଗିଛି । ଏହାକୁ ନେଇ ମଧ୍ୟପ୍ରଦେଶ ଝାବୁଆର ଚାଷୀ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କୁ ଏକ ଭଲ ଅଫର ଦେଇଛନ୍ତି । ଚାଷୀମାନେ ଇମରାନଙ୍କୁ ସନ୍ଦେଶ ଦେଇ…
ମହାରାଷ୍ଟ୍ର ମାମଲା: ସବୁ ପକ୍ଷକୁ ସୁପ୍ରିମକୋର୍ଟଙ୍କ ନୋଟିସ୍, କାଲି ହେବ ଶୁଣାଣି
ନୂଆଦିଲ୍ଲୀ,୨୪ ।୧୧: ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି କାଲିକୁ ଘୁଞ୍ଚାଯାଇଛି । ସବୁ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ମହାରାଷ୍ଟ୍ର ସରକାର ଗଠନ ନେଇ ସମସ୍ତ ଦସ୍ତାବିଜ ମାଗିଲେ…
ସୁପ୍ରିମକୋର୍ଟରେ ଜାରି ରହିଛି ମହାରାଷ୍ଟ୍ର ଶୁଣାଣି
ନୂଆଦିଲ୍ଲୀ,୨୪ ।୧୧: ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି । ଶିବସେନା, କଂଗ୍ରେସ ଓ ଏନସିପିର ଆବେଦନ ଉପରେ ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ । ଏନେଇ ସୁପ୍ରିମକୋର୍ଟରେ ସମସ୍ତ ପକ୍ଷର ଓକିଲ…
ମୋଦୀଙ୍କ ‘ମନ୍ କି ବାତ୍’, କହିଲେ – ‘ରାଜନୀତିରେ ଆସିବାକୁ ଆଗ୍ରହୀ ନଥିଲି’
ନୂଆଦିଲ୍ଲୀ,୨୪ ।୧୧: ମହାରାଷ୍ଟ୍ରରେ ଚାଲିଥିବା ଛକାପଞ୍ଝା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଦେଶକୁ ସମ୍ବୋଧିତ କରିଛନ୍ତି । ଏନସିସି ଦିବସରେ…
ବିଜେପିକୁ ସଞ୍ଜୟଙ୍କ କଡା ସମାଲୋଚନା
ମୁମ୍ବାଇ,୨୪ ।୧୧: ମହାରାଷ୍ଟ୍ର ରାଜନୀତି ନେଇଛି ନୂଆ ମୋଡ । ବିଜେପି ସରକାର ଗଢିବା ପରେ ଶିବସେନା, କଂଗ୍ରେସ ଓ ଏନସିପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପଟେ ବିଜେପିକୁ କଡା ସମାଲୋଚନା କରିଛନ୍ତି…
ଆଜି ୧୧.୩୦ରେ ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ଶୁଣାଣି
ନୂଆଦିଲ୍ଲୀ,୨୪ା୧୧: ମହାରାଷ୍ଟ୍ରରେ ମହାନାଟକର ଗତକାଲି ଅନ୍ତ ଘଟିଥିଲା । କିନ୍ତୁ ବିରୋଧୀ ଦଳ ଏନସିପି, କଂଗ୍ରେସ ଓ ଶିବସେନା ମହାରାଷ୍ଟ୍ର ସରକାର ଗଠନ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାର ଶୁଣାଣି ଆଜି…
ମହାରାଷ୍ଟ୍ର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଶିବସେନା, କଂଗ୍ରେସ ଓ ଏନସିପି
ମୁମ୍ବାଇ,୨୩ ।୧୧: ମହାରାଷ୍ଟ୍ର ରାଜନୀତିରେ ରାତାରାତି ବଦଳିଗଲେ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଆଜି ସକାଳେ ବିଜେପିର ଦେବେନ୍ଦ୍ର ଫଡନାଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ…
୫-ଟିକୁ ନୀତି ଆୟୋଗର ପ୍ରଂଶସା
ନୂଆଦିଲ୍ଲୀ,୨୩ ।୧୧: ଓଡିଶା ସରକାର ଦ୍ୱାରା ପରିଚାଳିତ ହେଉଥିବା ୫-ଟି ବ୍ୟବସ୍ଥାକୁ ପ୍ରଂଶସା କରିଛି ନୀତି ଆୟୋଗ । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ଲାଗୁ ହୋଇଛି ୫-ଟି । ଅନୁକୂଳ ସ୍କୁଲ ବାତାବରଣରେ…
ବିହାରର ଲେଫ୍ଟନାଣ୍ଟ ଶିବାଙ୍ଗି ହେବେ ନୌସେନାର ପ୍ରଥମ ମହିଳା ପାଇଲଟ୍
ନୂଆଦିଲ୍ଲୀ,୨୩ ।୧୧: ଭାରତୀୟ ନୌସେନାରେ ପ୍ରଥମ ମହିଳା ପାଇଲଟ ଭାବେ ଲେଫ୍ଟନାଣ୍ଟ ଶିବାଙ୍ଗି ୨ ଡିସେମ୍ବରକୁ କାର୍ଯ୍ୟରେ ଯୋଗ ଦେବେ । ଶିବାଙ୍ଗି କୋଚ୍ଚୀରେ ଅପରେସନାଲ ଡ୍ୟୁଟିରେ ସାମିଲ ହେବେ । ସେ ୨ ଡିସେମ୍ବରରେ…
ସମର୍ଥନ ଦେଉଥିବା ୯ ଏନସିପି ବିଧାୟକଙ୍କୁ ରାଜ୍ୟ ବାହାରକୁ ପଠାଇଲା ବିଜେପି
ମୁମ୍ବାଇ,୨୩ ।୧୧: ମହାରାଷ୍ଟ୍ରରେ ରାଜନୀତିରେ ଆଜି ସକାଳେ ବଡ ହେରାଫେରି ହୋଇଛି । ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଦେବେନ୍ଦ୍ର ଫଡନାଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ…