Browsing Category

ଦେଶ

ଆସାମର ଜଲୁକବାଡିରୁ ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା ବିଜୟୀ

ଦିଶପୁର୍ ୦୨ ।୦୫ (ଓଡ଼ିଶା ଭାସ୍କର) : ଆସାମର ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ବିଜୟ ଲାଭ କରିଛନ୍ତି । ପଞ୍ଚମ ଥର ପାଇଁ ଜଲୁକବାଡିରୁ ଜିତିଲେ ହିମନ୍ତ ବିଶ୍ୱଶର୍ମା । ୧ଲକ୍ଷ ୧ ହଜାର ୯୧୧ ଭୋଟ ବ୍ୟବଧାନରେ ସେ…

ଏପ୍ରିଲରେ ୧,୪୧,୩୮୪ କୋଟିର ଜିଏସଟି ସଂଗ୍ରହ: ଲଗାତାର ୭ମ ମାସରେ ୧ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ନୂଆ ଦିଲ୍ଳୀ, ୦୨/୦୫: ଏପ୍ରିଲରେ କରୋନାର ଦ୍ୱିତୀୟ ଲହର ଯୋଗୁଁ ଦେଶର ସ୍ଥିତି ସଂଙ୍ଗୀନ ରହିଥିଲା  । ସେପଟେ ଅନେକ ରାଜ୍ୟରେ କରୋନାକୁ ନେଇ ଲକଡାଉନ ଲଗାଯାଇଛି । ତେବେ ଏହାପରେ ମଧ୍ୟ ଏପ୍ରିଲ ମାସରେ ଜିଏସଟି କଲେକ୍ସନ ର…

ସ୍ଥଗିତ ହୋଇପାରେ ନିଟ୍ ପରୀକ୍ଷା, ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇପାରେ କୋଭିଡ୍ ଡ୍ୟୁଟି

ନୂଆଦିଲ୍ଲୀ ୦୨।୦୫(ଓଡିଶା ଭାସ୍କର) : ଦେଶରୁ କରୋନା ସଙ୍କଟ ଟଳି ନଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି । ବୈଠକରେ ସେ ଦେଶରେ ଉପୁଜିଥିବା…

୧୨ ଶହ ଭୋଟରେ ନନ୍ଦୀଗ୍ରାମ ଆସନରୁ ମମତା ବାନାର୍ଜୀ ବିଜୟୀ

ପଶ୍ଚିମବଙ୍ଗ ୦୨ ।୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ଅଗରୁ ଟିଏମସି ବିଜୟ ପଥରେ ଆଗେଇ ଚାଲିଥିବା ଦେଖିବାକୁ ମିଳୁଛି । ଶେଷ ପର୍ଯ୍ୟାୟ ଭୋଟ ଗଣାନା ସୁଦ୍ଧା ମମତା ବାନାର୍ଜୀ ଶୁଭେନ୍ଦୁ…

୧୬ ପର୍ଯ୍ୟାୟ ଭୋଟ ଗଣତି ଶେଷ ସୁଦ୍ଧା ମମତା ବାନାର୍ଜୀ ୮ ହଜାର ଭୋଟରେ ଆଗୁଆ

ପଶ୍ଚିମବଙ୍ଗ ୦୨ ।୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ଅଗରୁ ଟିଏମସି ବିଜୟ ପଥରେ ଆଗେଇ ଚାଲିଥିବା ଦେଖିବାକୁ ମିଳୁଛି । ହେଲେ ନନ୍ଦୀଗ୍ରାମ ବିଧାନସଭା ଆସନ ପାଇଁ ବିଜେପି ଏବଂ ଟିଏମସି…

କେରଳରେ ବାମ ଦୁର୍ଗ କାଏମ୍: ବିଜୟପଥରେ ଅଗ୍ରସର LDF

ନୂଆଦିଲ୍ଲୀ, ୨ା୫: କେରଳରେ ବିଧାନସଭା ନିର୍ବାଚନ ଭୋଟ ଗଣତି ଚାଲିଛି । ତେବେ ବର୍ତ୍ତମାନ ସୁଦ୍ଧା ୧୪୦ଟି ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲଡିଏଫ) ୮୪ଟି ଆସନରେ ଆଗୁଆ ରହିଛି ।…

ଆଗାମୀ ଆଇପିଏଲରେ ବ୍ଲୁ ଜର୍ସିରେ ମ୍ୟାଚ ଖେଳିବ ଆରସିବି: କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ପ୍ରୟାସ

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ ୨୦୨୧ର ଆଗାମୀ ଏକ ମ୍ୟାଚରେ ଏକ ସ୍ୱତନ୍ତ୍ର ନୀଳ ଜର୍ସି ପିନ୍ଧି ଖେଳିବାକୁ ଯାଉଛି । ଭାରତରେ କୋଭିଡ-୧୯ ବିରୁଦ୍ଧରେ ଦିନରାତି ଲଢୁଥିବା ସମ୍ମୁଖ ଯୋଦ୍ଧାଙ୍କ ସମ୍ମାନରେ ଦେବାକୁ…

୭ ଦିନ ଲକଡାଉନ୍ ଘୋଷଣା କଲେ ହରିୟାଣା ସରକାର

ଚଣ୍ଡିଗଡ଼ ୦୨ ।୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ରାଜ୍ୟ ଏବଂ କେନ୍ଦ୍ର ସରକାର ଉଭୟ କୋଭିିଡ୍ ନିୟମ ପାଳନ ଲାଗି ସାଧାରଣ ଜନତାଙ୍କୁ ପରାମର୍ଶ ଦେଉଛନ୍ତି । ଏଥିସହ…

ବଙ୍ଗଳାରେ ବିଜେପି ପଛରେ ରହିବାକୁ ନେଇ ଗଦଗଦ୍ ହେଲେ ବିରୋଧୀ, କିଏ କଣ କହିଲେ ପଢ଼ନ୍ତୁ

କୋଲକାତା, ୦୨ ।୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗରେ ବର୍ତ୍ତମାନର ଫଳାଫଳ ପ୍ରଦର୍ଶିତ ଫଳାଫଳକୁ ଦେଖିଲେ ଲାଗୁଛି ଟିଏମସିର ଜିତ୍ ଏବଂ ବିଜେପିର ହାର୍ ହେବ । ଭୋଟ ଗଣତିରେ ଟିଏମସି ଆଗରେ ରହିଥିବା ବେଳେ ବିଜେପି ଅନେକ…

ବିଜୟ ଉତ୍ସବରେ କରୋନା ନିୟମର ଉଲ୍ଲଂଘନ, FIR ପାଇଁ ନିର୍ବାଚନ ଆୟୋଗଙ୍କ ନିଦ୍ଦେର୍ଶ

ନୂଆଦିଲ୍ଲୀ ୦୨ ।୦୫ (ଓଡ଼ିଶା ଭାସ୍କର) : କୋଭିଡ୍ ନିୟମ ଉଲ୍ଲଂଘନ ନେଇ ନିର୍ବାଚନ ଆୟୋଗ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ଏହି ମାମଲାରେ ତୁରନ୍ତ ଲିଖିତ ଅଭିଯୋଗ କରାଯାଉ । ଏହାସହ ପାଖରେ ଥିବା ପୋଲିସ ଷ୍ଟେସନର…