Browsing Category

ଦେଶ

ଐତିହାସିକ ବିଜୟ ପରେ ଟିମ୍ ଇଣ୍ଡିଆକୁ ୫ କୋଟିର ବୋନସ୍

ନୂଆଦିଲ୍ଲୀ,୧୯ ।୧: ବ୍ରିସବେନ୍ ଟେଷ୍ଟରେ ଅଷ୍ଟ୍ରଲିଆକୁ ୩ ୱିକେଟରେ ହରାଇ ଐତିହାସିକ ବିଜୟ ହାସଲ କରିଛି ଭାରତ । ୨-୧ରେ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ । ଶୁଭମନ ଗିଲ ୯୧ ଓ ରିଷଭ ପନ୍ତଙ୍କ ଅପରାଜିତ ୮୯ ରନ୍ କରିଛନ୍ତି…

ପୁଣି ଘୁଞ୍ଚିଲା: କେନ୍ଦ୍ର-ଚାଷୀ ବୈଠକ ଆସନ୍ତାକାଲି

ନୂଆଦିଲ୍ଲୀ, ୧୯ା୧ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ୫୫ ଦିନରେ ପହଞ୍ଚିଛି । ତେବେ ଆଜି କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ଆଲୋଚନା ପାଇଁ ପୂର୍ବରୁ ସ୍ଥିର ହୋଇଥିଲା ।…

ଦେଶରେ ଦିନକରେ ୧୩୭ ମୃତ, ୧୦ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୯ା୧: ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୫୫୬କୁ ବୃଦ୍ଧି…

ଓଡିଆ ଅଫିସର ହେବେ ସେନା ଉପମୁଖ୍ୟ

ନୂଆଦିଲ୍ଲୀ,୧୮ ।୧: ଓଡିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନା ଉପମୁଖ୍ୟ । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ମିଳିଛି ବଡ ଦାୟିତ୍ୱ । ସେନା ଉପମୁଖ୍ୟ ଭାବେ ଏସକେ ସାଇନିଙ୍କ ସ୍ଥାନ ନେବେ…

ଆଜିଠାରୁ ଖୋଲିବ ସ୍କୁଲ: ଜାଣନ୍ତୁ କଣ ରହିଛି ଗାଇଡଲାଇନ୍

ନୂଆଦିଲ୍ଲୀ, ୧୮ା୧: ଆଜିଠାରୁ ରାଜଧାନୀ ଦିଲ୍ଲୀରେ ଖୋଲିବ ସ୍କୁଲ । ଏନେଇ ନବମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅନୁମତି ପ୍ରଦାନ କରିଛନ୍ତି । ତେବେ ସ୍କୁଲ ଖୋଲିବା ନେଇ କୋଭିଡ…

ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସି ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ, ଜାଣନ୍ତୁ କଣ କହିଲେ ହାଇକୋର୍ଟ

ନୂଆଦିଲ୍ଲୀ, ୧୮ା୧: ସୋସିଆଲ ମିଡ଼ିଆ ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦାୟର ହୋଇଥିବା ଏକ ମାମଲାର ଶୁଣାଣି ଆଜି କରାଯାଇଛି । ଏହି ପଲିସି ଦ୍ୱାରା ସାଧାରଣ ଜନତାଙ୍କ ଡାଟା ସୁରକ୍ଷିତ ହୋଇ…