Browsing Category
ଦେଶ
3 ଦିନିଆ ଟ୍ରାନଜିଟ ରିମାଣ୍ଡରେ ସୋନମ
ମେଘାଳୟ: ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲାରେ ସ୍ବାମୀହନ୍ତା ସୋନମଙ୍କୁ 3 ଦିନିଆ ଟ୍ରାନଜିଟ ରିମାଣ୍ଡରେ ନେଇଛି ମେଘାଳୟ ପୋଲିସ। ସେଠାକୁ ନେଇ ପୋଲିସ ସୋନମକୁ ପଚରା ଉଚରା କରିବା ସହ ୟୁପି ଗାଜିପୁରରୁ ସିଲଂ…
୪ ଦିନରେ ସେଞ୍ଚୁରୀ ମାରିଲା ‘ହାଉସଫୁଲ୍ ୫’, କମଲ ହାସନଙ୍କୁ ପଛରେ ପକାଇଲେ ଅକ୍ଷୟ କୁମାର
ନୂଆଦିଲ୍ଲୀ: ୫ ଏବଂ ୬ ଜୁନ୍ ୨୦୨୫ରେ ଦୁଇଟି ବଡ଼ ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଉଭୟରେ ସୁପରଷ୍ଟାର ପାୱାର ଦେଖିବାକୁ ମିଳିଥିଲା। ଏଥିମଧ୍ୟରୁ ଗୋଟିଏ ହେଉଛି ଦକ୍ଷିଣ ସୁପରଷ୍ଟାର କମଲ ହାସନଙ୍କ 'ଠଗ୍…
ଜେଲରୁ 3 ବାଂଲାଦେଶୀ କଏଦୀ ଫେରାର
ଝାଡ଼ଖଣ୍ଡ: ଜେଲରୁ ଫେରାର ହେଲେ 3 ବାଂଲାଦେଶୀ କଏଦୀ। ଭାରତରେ ଅବୈଧ ଭାବରେ ରହୁଥିବା ହେତୁ ତାଙ୍କୁ ପୋଲିସ ଗିରଫ କରି ଝାଡ଼ଖଣ୍ଡ ହଜାରିବାଗ କେନ୍ଦ୍ରୀୟ କାରାଗାରରେ ରଖିଥିଲା।
ବହୁସଂଖ୍ୟକ ବାଂଲାଦେଶୀ ଆସି ଭାରତରେ…
45 କୋଟି ଟଙ୍କାର ବିପୁଳ ଡ୍ରଗ୍ସ ଜବତ
ଆସାମ: ବଡ ଧରଣର ଅପରେସନରେ ପୋଲିସକୁ ମିଳିଲା ସଫଳତା। ବହୁ ଦିନରୁ ଡ୍ରଗ୍ସ ନେଟୱାର୍କକୁ ଧରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଶେଷରେ ନେଟୱାର୍କର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ପୋଲିସ। ଏହି ଘଟଣା ଦେଖିବାକୁ…
ବିବାହର ଦୁଇ ଦିନ ପରେ ପ୍ରେମିକାର ଶାଶୁଘରକୁ ଯାଇଥିଲା ପ୍ରେମିକ, ପରିବାର ଲୋକେ ବାନ୍ଧି ମୁହଁରେ ଲିପିଦେଲେ କାଳି
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକାକୁ ଭେଟିବା ପାଇଁ ପ୍ରେମିକ ତା’ ଶାଶୁ ଘରେ ପହଞ୍ଚିଲା। ଏଠାରେ ଗ୍ରାମବାସୀ ତାକୁ ଧରିନେଇଥିଲେ।
ଏଠାରେ ଗ୍ରାମବାସୀ…
ରୂପାଦର ୧,୦୦୦ ବଢି ପହଞ୍ଚିଲା ନୂଆ ଶିଖରରେ, ଜାଣନ୍ତୁ ସୁନା ମୂଲ୍ୟ କେତେ
ନୂଆଦିଲ୍ଲୀ: ରୂପାର ମୂଲ୍ୟ ଥମିବାର ନାଁ ନେଉନି। ସୋମବାର ଦିନ ରୂପା ମୂଲ୍ୟ ୧,୦୦୦ ଟଙ୍କା ବଢି କିଲୋଗ୍ରାମ ପିଛା୧,୦୮,୧୦୦ ରେ ପହଞ୍ଚିଛି। ଅଖିଳ ଭାରତୀୟ ସର୍ରାଫା ସଂଘ ମୁତାବକ, ଶନିବାର ଦିନ ରୂପା ମୂଲ୍ୟ ୧,୦୭,୧୦୦…
ନାସାର ବଡ଼ ଚେତାବନୀ, ବୁଡ଼ିଯିବ ଭାରତର ଏହି ୫ ସହର
ୱାଶିଂଟନ,୯ା୬: ବିଶ୍ୱର ଅନେକ ବଡ଼ ସହର ଏବେ ଧୀରେ ଧୀରେ ମାଟି ତଳେ ବୁଡ଼ି ଯାଉଛନ୍ତି। ଭାରତର ଅନେକ ସହର ମଧ୍ୟ ଏହି ବିପଦର ସମ୍ମୁଖୀନ ହେଉଛନ୍ତି। ଭୂମି ଅବସାନର ସବୁଠାରୁ ବଡ଼ କାରଣ ହେଉଛି ଭୂମି ତଳୁ ଅଧିକ ପାଣି…
Jyeshtha Purnima: ଏହି ସ୍ଥାନରେ ଜାଳନ୍ତୁ ଦୀପ, ପ୍ରସନ୍ନ ହେବେ ମା ଲକ୍ଷ୍ମୀ
ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ତିଥିର ବିଶେଷ ଗୁରୁତ୍ୱ ଅଛି । ଏହି ଦିନ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ସଚ୍ଚା ହୃଦୟରେ ପୂଜା କରିବା ଦ୍ୱାରା, ସେମାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ବର୍ଷିଥାଏ । ଏହା…
କାଲି ମହାକାଶ ଯାତ୍ରା କରିବେନି ଶୁଭାଂଶୁ, ସାମ୍ନାକୁ ଆସିଲା ନୂଆ ତାରିଖ
ନୂଆଦିଲ୍ଲୀ,୯ା୬: ଭାରତର ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଅନ୍ୟ ତିନି ଜଣ କ୍ରୁ ସଦସ୍ୟଙ୍କ ସହିତ ଜୁନ୍ ୧୦ ଅର୍ଥାତ୍ ଆସନ୍ତାକାଲି(ମଙ୍ଗଳବାର) ଏକ ମହାକାଶ ମିଶନ ପାଇଁ ଉଡ଼ାଣ କରିବାର ଥିଲା। ତେବେ…
ଓଡ଼ିଆରେ ଶିକ୍ଷାଦାନ: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ-IGNOU ମଧ୍ୟରେ MOU
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। IGNOU ମଧ୍ୟରେ MOU ହେବ। ଓଡ଼ିଆରେ ଶିକ୍ଷାଦାନ କରିବା ନେଇ ହେଲା MOU। ଏଥିପାଇଁ ୨ ବର୍ଷ ମଧ୍ୟରେ ଉଚ୍ଚ ଶିକ୍ଷା ବିଭାଗ…