Browsing Category

ଦେଶ ବିଦେଶ

ଏଣିକି ମୋବାଇଲରେ ଦେଖାଯିବ କଲ୍ କରୁଥିବା ବ୍ୟକ୍ତିର ନାଁ: TRAIର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଯଦି ଆପଣଙ୍କର ସ୍ମାର୍ଟଫୋନରେ କାହାର ନମ୍ବର ସେଭ୍ ହୋଇନାହିଁ ଏବଂ ଆପଣ ପାଖକୁ ଏକ ଅଜ୍ଞାତ ନମ୍ବରରୁ କଲ୍ ଆସେ, ତେବେ ଆପଣଙ୍କ ମନକୁ ଆସୁଥିବା ପ୍ରଥମ ପ୍ରଶ୍ନ ହେଉଛି କିଏ କଲ୍ କରିପାରେ । ଯଦି ଏହା ଆପଣଙ୍କ…

ସ୍କୁଲରେ ବୋମା ରଖାଯିବା ଘଟଣା ମିଛ ହେଲେ ବି ଭୟ କରିବା ଜରୁରୀ; କାହାର ଏପରି ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ: ବୁଧବାର ସକାଳେ ଦିଲ୍ଲୀ ଏବଂ ନୋଏଡାର ୮୦ରୁ ଅଧିକ ସ୍କୁଲକୁ ଇ-ମେଲ୍ ଜରିଆରେ ବୋମା ଧମକ ମିଳିଛି। ଏହାପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦିଲ୍ଲୀ ପୋଲିସ ସମେତ ସମସ୍ତ ସୁରକ୍ଷା ଏଜେନ୍ସି ସ୍କୁଲରେ ସର୍ଚ୍ଚ…

କେଜ୍ରିୱାଲଙ୍କୁ କ’ଣ ୧୦ ବର୍ଷ ଜେଲ୍‌ରେ ରଖାଯିବ? ପତ୍ନୀ ସୁନୀତାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଲୋକସଭା ନିର୍ବାଚନରେ ପ୍ରଚାରର ଭାର ନିଜ କାନ୍ଧ ଉପରକୁ ନେଇଛନ୍ତି । ଏବେ ସେ ଦିଲ୍ଲୀ ବାହାରେ ବି ଦଳ ପାଇଁ ଭୋଟ…

ରାହୁଲଙ୍କ ନାମାଙ୍କନ ପାଇଁ ଆମେଥିରେ ସଜବାଜ; କୋର୍ଟରେ ପହଞ୍ଚି ଫର୍ମ କିଣିଲେ କଂଗ୍ରେସ ପଦାଧିକାରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ର ତୃତୀୟ ପର୍ଯ୍ୟାୟ ମତଦାନ ମେ' ୭ ତାରିଖରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମିଳିଥିବା…

(Video) ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ! ବିରିୟାନୀରେ ବ୍ୟବହାର କରାଯାଉଛି କି ବିଲେଇ ମାଂସ, ଚୋରି ଘଟଣା ବଢ଼ାଇଲା ସନ୍ଦେହ

ନୂଆଦିଲ୍ଲୀ: ଆଜିର ସମୟରେ ବିରିୟାନୀ ଅନେକ ଲୋକଙ୍କର ମନପସନ୍ଦର ଖାଦ୍ୟ ଅଟେ । ବିଶେଷ କରି ଘରଠାରୁ ଦୂରରେ ରହୁଥିବା, କୌଣସି ଅଫିସରେ କାମ କରୁଥିବା ଯୁବପୀଢ଼ିମାନେ ଗଳିକନ୍ଦିରେ ପସରା ମେଲାଇଥିବା ଠେଲା ବେପାରୀଙ୍କ ଠାରୁ…

ଏମଡି ଏବଂ ସିଇଓ ସନ୍ଦୀପ ବକ୍ସିଙ୍କ ଇସ୍ତଫା ଦେବା ଖବରକୁ ଖଣ୍ଡନ କଲା ICICI ବ୍ୟାଙ୍କ

ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟରର ଦ୍ୱିତୀୟ ବଡ଼ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ନିଜ ଏମଡି ଏବଂ ସିଇଓ ସନ୍ଦିପ ବକ୍ସିଙ୍କ ଇସ୍ତଫାର ଖବରକୁ ଖଣ୍ଡନ କରିଛନ୍ତି । ବ୍ୟାଙ୍କ ଏହି ଖବରକୁ ସଂପୂର୍ଣ୍ଣ ଭାବେ ମିଥ୍ୟା ଏବଂ ମନଗଢା…

୪୦୦ ପାର୍ ମଜାକ୍‌, ୩୦୦ ପାର୍ ଅସମ୍ଭବ; ଶଶି ଥରୁର କହିଲେ ବିଜେପି ଜିତିବ କେତେ ସିଟ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ମାହୋଲ ପୁରା ସରଗରମ ରହିଥିବା ବେଳେ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ବିଜେପିର ୪୦୦ ପାର୍ ଦାବୀ ଏକ ମଜାକ୍ । ବିଜେପି ଏଥର ୩୦୦ ପାର୍ କରିବା ବି ଅସମ୍ଭବ । ଏପରିକି ୨୦୦…

Heeramandi ଦେଖି ନିରାଶ ହେଲେ ପ୍ରଶଂସକ, କମଜୋର କାହାଣୀ ପାଇଁ ଏପରି ଆସିଲା ଅଡିଏନ୍ସଙ୍କ ରିଆକ୍ସନ

ନୂଆଦିଲ୍ଲୀ: ସଞ୍ଜୟ ଲୀଲା ଭଂସାଲୀଙ୍କ ପ୍ରତ୍ୟେକ ପ୍ରୋଜେକ୍ଟକୁ ଲୋକମାନେ ବହୁ ଉତ୍ସାହର ସହ ଅପେକ୍ଷା ଥାଆନ୍ତି । ସଞ୍ଜୟ ନିଜ ଫିଲ୍ମମାନଙ୍କରେ ଚମତ୍କାର ଷ୍ଟା କାଷ୍ଟ, ଭବ୍ୟ ସେଟ୍ ଏବଂ ଦମଦାର କାହାଣୀ ପାଇଁ ଜଣାଶୁଣା ।…

(Video)ଏମିତି ବି ଆସେ ମୃତ୍ୟୁ, ନମାଜ ପଢୁଥିବା ବେଳେ ହଠାତ୍ ଟଳିପଡିଲେ ବ୍ୟକ୍ତି ଆଉ ତା’ପରେ ସବୁ ଶେଷ

ଗାଜିଆବାଦ:ଉତ୍ତରପ୍ରଦେଶ ଗାଜିଆବାଦରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ମୁରାଦନଗର ମସଜିଦ୍‌ରେ ନମାଜ ପଢୁଥିବା ସମୟରେ ଅଚାନକ ହୃଦଘାତ ହେବାରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା…

ଇସ୍ରୋର ନୂଆ ଅଧ୍ୟୟନରେ ହେଲା ବଡ ଖୁଲାସା, ଚନ୍ଦ୍ରମାରେ ଆଶା ଠାରୁ ରହିଛି ୫ରୁ ୮ ଗୁଣ ଅଧିକ ପାଣି

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ଆଶା ଠାରୁ ବହୁତ ଅଧିକ ପାଣିର ସନ୍ଧାନ ମିଳିଛି । ଇସ୍ରୋ ଓ ଅନ୍ୟ ବୈଜ୍ଞାନିକ ସଂସ୍ଥା ମିଳିତ ଭାବରେ ଏହି ସନ୍ଧାନ କରିଛନ୍ତି । ଚନ୍ଦ୍ରମାର ଉଭୟ ମେରୁରେ ପାଣିର ଭଣ୍ଡାର ରହିଛି । ଉତ୍ତର…