Browsing Category
ଦେଶ ବିଦେଶ
ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ଇସ୍ରୋ ଏବଂ ନାସାର ସାଟେଲାଇଟ NISAR, ସଫଳ ହେଲେ ବଞ୍ଚିଯିବ ଲକ୍ଷ ଲକ୍ଷ ଜୀବନ
ନୂଆଦିଲ୍ଲୀ: ଇସ୍ରୋ ଏବଂ ନାସାର ସାଟେଲାଇଟ NISAR ଚଳିତ ବର୍ଷ ଶୁବଶିଘ୍ର ଲଞ୍ଚ ହେବାକୁ ଯାଉଛି । ଏହି ସିଷ୍ଟମକୁ ଇସ୍ରୋ ଏବଂ ନାସା ଏକ ସାଙ୍ଗରେ ମିଶି ପ୍ରସ୍ତୁତ କରୁଛନ୍ତି । ଯାହା କ୍ଲାଇମେଟ ଚେଞ୍ଜ ପାଇଁ ଉତ୍ତମ…
ଆପଣଙ୍କ ଗୋଟିଏ ଭୋଟରେ ଖର୍ଚ୍ଚ ହୋଇଥାଏ କେତେ ଟଙ୍କା,ଭୋଟ ନ ଦେଲେ ହୋଇଥାଏ କେତେ କ୍ଷତି?
ନୂଆଦିଲ୍ଲୀ: ଦେଶରେ ଏବେ ୨୦୨୪ ଲୋକସଭା ନିର୍ବାଚନ ଜାରି ରହିଛି । ଏହି ନିର୍ବାଚନରେ ୨ ପର୍ଯ୍ୟାୟ ଭୋଟିଂ ସରିଛି । ତେବେ ଭାରତର ଏହି ସାଧାରଣ ନିର୍ବାଚନ ଏତେ ବ୍ୟୟ ବହୁଳ ଯେ, ଆପଣ ଚିନ୍ତା କରିପାରିବେ ନାହିଁ କି ଆପଣଙ୍କ…
ଭାରତରେ ୨୦ ବିଲିୟନ ଡଲାରର ନିବେଶ କରିବ ବେଦାନ୍ତ ଗ୍ରୁପ, ବିକ୍ରି ହୋଇପାରେ ଷ୍ଟିଲ ବିଜନେସ
ନୂଆଦିଲ୍ଲୀ: ଅନୀଲ ଅଗ୍ରୱାଲର ନେତୃତ୍ୱରେ ବେଦାନ୍ତ ଗ୍ରୁପ ଭାରତକୁ ନେଇ ନିଜ ରୋଡମ୍ୟାପ ପ୍ରସ୍ତୁତ କରିଛି । ଗ୍ରୁପର ଚେୟାରମ୍ୟାନ ଅନୀଲ ଅଗ୍ରୱାଲ କହିଛନ୍ତି ଯେ, ସେ ଆଗାମୀ ୪ ବର୍ଷରେ ଭାରତର ବିଭିନ୍ନ ସେକ୍ଟରରେ…
ଡିନର ଡେଟ୍କୁ ଆଣିଲେ, ପିଜା ଅର୍ଡର କଲେ ଆଉ ତା’ ପରେ.., ଲିଭ୍ ଇନ୍ ପାର୍ଟନରଙ୍କ ସହ ଏପରି କଲେ ବ୍ୟକ୍ତି
ଗୁରୁଗ୍ରାମ: ହରିୟାଣା ଗୁରୁଗ୍ରାମରେ ୩୮ ବର୍ଷୀୟା ଜଣେ ମହିଳା ନିଜ ଲିଭ୍ ଇନ୍ ପାର୍ଟନରଙ୍କ ଉପରେ ତାଙ୍କୁ ପିଟିବା ଓ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି । ପୋଲିସ ଗତ ବୁଧବାର ଏ ବିଷୟରେ ସୂଚନା…
ଦୁର୍ଘଟଣା: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କ ମାମୁଁ ପୁଅ ଭାଇଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କ ଜଣେ ଅତି ନିକଟ ସମ୍ପର୍କୀୟ ପ୍ରାଣ ହରାଇଛନ୍ତି । ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ରୈନାଙ୍କ ମାମୁଁ ପୁଅଙ୍କ…
ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ମତଦାନ ସମୟରେ ୧ ଘଣ୍ଟା ବୃଦ୍ଧି, ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁ ହେଲା ଏହି ନିୟମ
ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏଥିମଧ୍ୟରେ ଦେଶରେ ଜାରି ରହିଥିବା ଗ୍ରୀଷ୍ମ ଲହରୀ ଯୋଗୁଁ ସାଧାରଣଜନତା ନିାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି…
କୋଭିଡ୍ ଭ୍ୟାକ୍ସିନ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀଙ୍କ ଫଟୋ: କାରଣ କହିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: କୋଭିଡ-୧୯ ଭ୍ୟାକ୍ସିନ ପାଇଁ ଜାରି କରାଯାଇଥିବା କୋୱିନ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ହଟାଇ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଫଟୋ…
ଜନସନ ଆଣ୍ଡ ଜନସନ ଟାଲ୍କ କ୍ୟାନ୍ସର ମାମଲା: ସମାଧାନ ପାଇଁ ୬.୫ ବିଲିୟନ ଡଲାର ଦେବ କମ୍ପାନୀ
ନୂଆଦିଲ୍ଲୀ: ଜନସନ ଆଣ୍ଡ ଜନସନ ବୁଧବାର ଦିନ ଖୁଲାସା କରିଛି ଯେ, ସେ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକାଂଶ ମୋକଦ୍ଦମାକୁ ସମାଧାନ କରିବା ଲାଗି ୨୫ ବର୍ଷ ମଧ୍ୟରେ ୬.୫ ବିଲିୟନ ଡଲାର ଦେବାକୁ ଯୋଜନା କରିଛି । ଯେଉଁଥିରେ…
ପାକିସ୍ତାନ ସରକାରଙ୍କ ବଡ଼ ନିଷ୍ପତ୍ତି, ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ନ କରିଥିବା ବ୍ୟକ୍ତିଙ୍କ ବ୍ଲକ୍ ହେବ ସିମ୍ କାର୍ଡ଼
ଇସଲାମାବାଦ: ବର୍ତ୍ତମାନ ଭାରତର ପଡ଼ୋଶୀ ଦେଶ ପାକିସ୍ତାନ ଅର୍ଥିକ ସଂକଟ ଦେଇ ଗତି କରୁଛି । ଏଥି ମଧ୍ୟରେ ମୁଖ୍ୟମନ୍ତ୍ରୀ ଶେହବାଜ୍ ଶରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାର ଟ୍ୟାକ୍ସ ଡିଫଲ୍ଟରର୍ସଙ୍କୁ ନେଇ କଠୋରତା…
ଜିମରେ ଏକ୍ସରସାଇଜ କରୁଥିବା ବେଳେ ଚାଲିଗଲା ୩୨ ବର୍ଷୀୟ ଯୁବକଙ୍କ ପ୍ରାଣ, ମୁଣ୍ଡ ବୁଲାଇଲା ପରେ ତଳେ ପଡିଯାଇ ଛଟପଟ ହେଲେ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀରେ ଜିମ କରୁଥିବା ଯୁବକଙ୍କର ପ୍ରାଣହାନି ଘଟିଛି । ଏହି ୩୨ ବର୍ଷୀୟ ଯୁବକ ଜଣକ ଜିମରେ ଏକ୍ସରସାଇଜ କରୁଥିଲେ । ଏହି ସମୟରେ ତାଙ୍କ ମୁଣ୍ଡ ବୁଲାଇଲା ଏବଂ ସେ ତଳେ ପଡିଯାଇ କଷ୍ଟ…