Browsing Category

ଦେଶ ବିଦେଶ

“ଆଲ୍ଲା ଚାହିଁଲେ ସାରା ଆକାଶ ଖାଲି ଧୂଆଁ ହିଁ ଧୂଆଁ ହୋଇଯିବ..’, ସ୍କୁଲକୁ ମିଳିଥିବା ଧମକ ଭରା ଇମେଲ୍‌ରେ ଲେଖାଯାଇଛି ଏପରି କିଛି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୮୦ରୁ ଅଧିକ ସ୍କୁଲକୁ ବମ୍ରେ ଉଡାଇଦେବାକୁ ଧମକ ମିଳିଛି । ଏକ ଇମେଲ୍ ଜରିଆରେ ଏହି ସମସ୍ତ ସ୍କୁଲକୁ ବମ୍ରେ ଉଡାଇ ଦେବାକୁ ଧମକ ମିଳିଛି । ଏହି ଧମକ ମିଳିବା ପରେ ଯାଞ୍ଚ…

(Video) ହ୍ୟାରି ପୋଟର୍ ଦୁର୍ଗକୁ ମିସାଇଲ ଆକ୍ରମଣରେ ଉଡାଇଲା ରୁଷ, ୫ ଜଣଙ୍କ ମୃତ୍ୟୁ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଆକ୍ରମଣକୁ ଆହୁରି ଶକ୍ତ କରିଛି ରୁଷ ଏବଂ ବର୍ତ୍ତମାନ ଓଡେସାର ୟୁକ୍ରେନ କଳା ସାଗର ବନ୍ଦରଗାହ ପାଖରେ ନିର୍ମାଣ ହୋଇଥିବା ହ୍ୟାରି ପୋଟରର ଦୁର୍ଗକୁ ମିସାଇଲ ଦ୍ୱାରା ବିସ୍ଫୋରଣ କରାଯାଇଛି ।…

ବୋମା ବିସ୍ଫୋରଣ ଧମକରେ ଦୋହଲିଲା ୧୦୦ରୁ ଅଧିକ ସ୍କୁଲ: ସାମ୍ନାକୁ ଆସିଲା ଶିକ୍ଷା ମନ୍ତ୍ରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରର ୧୦୦ରୁ ଅଧିକ ସ୍କୁଲକୁ ବୋମା ପକାଯାଇ ବିସ୍ଫୋରଣ କରିବାର ଧମକ ମିଳିଛି । ଯାହାପରେ ଅନେକ ସ୍କୁଲରେ ଯାଞ୍ଚ କରାଯାଇଛି ଏବଂ ଅନେକ ଛାତ୍ରଙ୍କ ଅଭିଭାବକ ଚିନ୍ତାରେ ପଡିଯାଇଛନ୍ତି ।…

(Video)୧୧ବର୍ଷର ପୁଅ ସହ ଭିକ୍ଷୁ ପାଲଟିଗଲେ କୋଟିପତି ବ୍ୟବସାୟୀଙ୍କ ପତ୍ନୀ, ଖୁସୀରେ ବହୁତ କାନ୍ଦିଲେ, ଦେଖନ୍ତୁ ଇମୋସନାଲ ଭିଡିଓ

ନୂଆଦିଲ୍ଲୀ: ଭାରତରେ ରହୁଥିବା ଜୈନ ସମୁଦାୟର ଶହ ଶହ ଲୋକ ଭୌତିକ ଦୁନିଆ ତ୍ୟାଗ କରି ଭିକ୍ଷୁ ହୋଇଯାଉଛନ୍ତି । ଏମାନେ ଦୀକ୍ଷା ନେବା ପରେ ଭିକ୍ଷା ରୂପରେ ଯାହା ମିଳିଥାଏ ତାହା ହିଁ କେବଳ ଖାଇଥାନ୍ତି । ଏମାନେ ଖାଲି…

ଅଭିନବ ଉପାୟରେ ମୃତ ପ୍ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି ଜଣେ ମହିଳା, ଫ୍ରିଜରରେ ସାଇତି ରଖିଛନ୍ତି ଶହ ଶହ ପ୍ରାଣୀଙ୍କ ଶବ

ନୂଆଦିଲ୍ଲୀ: କାହା ଫ୍ରିଜ୍ରେ ମଣିଷ ବା କୌଣସି ପ୍ରାଣୀର ଶବ ରହିଥିବା କଥା ଶୁଣିଲେ ମନ ଭୟରେ ଭରିଯାଏ । ଏପରି ସ୍ଥିତିରେ ମନରେ ପ୍ରଶ୍ନ ଉଠିଥାଏ କି ଏହା କରିଥିବା ବ୍ୟକ୍ତି ଜଣେ କିଲର କିମ୍ବା ଜଣେ ମାନସିକ ବିକାରଗ୍ରସ୍ତ…

ଆଜିଠାରୁ ବଦଳିଗଲା ଟଙ୍କା ସହ ଜଡିତ ଏହି ନିୟମ, ଆପଣଙ୍କ ପକେଟ ଉପରେ ପକାଇବ ପ୍ରଭାବ

ନୂଆଦିଲ୍ଲୀ: ନୂଆ ମାସ ଆରମ୍ଭ ହେବା ସହ ଟଙ୍କା ସହ ଜଡିତ ନିୟମରେ ଅନେକ ପରିବର୍ତ୍ତନ ଘଟିଛି । ତେବେ ଆସନ୍ତୁ ଜାଣିବା ସାଧାରଣ ଲୋକଙ୍କ ଉପରେ ଏହାର କେଉଁ ପ୍ରଭାବ ପଡିବ । ଏଲପିଜି ଗ୍ୟାସ ସିଲିଣ୍ଡରର ସରରେ ୧ ମେ ରୁ…

ବିବାହ ସମାରୋହରେ One Dish Rule, ନିୟମ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ନିର୍ଦ୍ଦେଶ

ଇସଲାମାବାଦ: ବର୍ତ୍ତମାନ ମହଙ୍ଗା ବିବାହ ଭୋଜି ଉପରେ ଲାଗିବ ରୋକ୍ । ଆଉ ହେବ ନାହିଁ ଖାଦ୍ୟର ଅପଚୟ । ସ୍ୱଳ୍ପ ଆୟକାରୀ ପରିବାରର ଆର୍ଥିକ ବୋଝକୁ ଦୂର କରିବା ପାଇଁ ଏଭଳି ଏକ ନିଆରା ପଦକ୍ଷେପ ନେଇ ଆସିଛନ୍ତି ପାକିସ୍ତାନ…

୨୦୨୫ରେ ରୁଷ-ଜାପାନ ଠାରୁ ଆହୁରି ଧନୀ ହୋଇଯିବ ଏହି ମୁସଲିମ ଦେଶ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ପିଡବ୍ଲୁସିର ନୂଆ ରିସର୍ଚ୍ଚ ମୁତାବକ ଆଗାମୀ ବର୍ଷରେ ଦୁନିଆର ଅଧିକାଂଶ ଦେଶ ଧନୀ ହୋଇଯିବ ଯିଏ ବର୍ତ୍ତମାନ ଗରିବ ଅବସ୍ଥାରେ ରହିଛି । ଏହି ଦେଶ ଆମେରିକା, ଜାପାନ ଏବଂ ଜର୍ମାନ ପରି ଅର୍ଥବ୍ୟବସ୍ଥାକୁ ପଛରେ…

ଆମେରିକାରେ ଏହି ବିଷାକ୍ତ କେମିକାଲ ଉପରେ ଲାଗିଲା ବ୍ୟାନ୍‌, ଦେଶରେ କର୍କଟ ରୋଗ ପାଇଁ ଥିଲା ମୁଖ୍ୟ କାରଣ

ୱାଶିଂଟନ: ମଙ୍ଗଳବାର ପରିବେଶ ସୁରକ୍ଷା ଏଜେନ୍ସି(EPA) ଦ୍ୱାରା ଆମେରିକାରେ ମିଥାଇଲିନ୍ କ୍ଲୋରାଇଡ୍‌(methylene chloride) ଉପରେ ବ୍ୟାନ୍ ଲଗାଇଛି । ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଲକ୍ଷ୍ୟ ରଖି ଆମେରିକା ରାଷ୍ଟ୍ରପତି ଜୋ…

DPS ସ୍କୁଲକୁ ମିଳିଲା ବୋମା ପକାଇବାର ଧମକ, ଘଟଣାସ୍ଥଳରେ ପୋଲିସର ତଲାସୀ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ବୋମା ପକାଇବାର ଧମକ ମିଳିଛି । ଏବେ ଦ୍ୱାରକା ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ବୋମା ପକାଇବାର ଧମକ ମିଳିଛି । ଏହି ଧମକ ସ୍କୁଲକୁ ଏକ ଇମେଲ ଜରିଆରେ ଦିଆଯାଇଛି । ଦିଲ୍ଲୀ ପୋଲିସ…