Browsing Category
ଦେଶ ବିଦେଶ
ଆସନ୍ତା କାଲି ରାଷ୍ଟ୍ରପତିଙ୍କ ଅଯୋଧ୍ୟା ଗସ୍ତ; ରାମ ଲଲାଙ୍କ ଦର୍ଶନ କରିବା ସହ ସରଯୁ ନଦୀର କରିବେ ପୂଜାର୍ଚ୍ଚନା
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ' ୧ ତାରିଖରେ ଅଯୋଧ୍ୟା ଗସ୍ତରେ ଯିବେ। ବୁଧବାର ଅଯୋଧ୍ୟା ଗସ୍ତ ରେ ଯିବେ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। ଏହି ସମୟରେ ରାଷ୍ଟ୍ରପତି ରାମ ମନ୍ଦିରରେ ରାମଲାଲା…
୭୫୦ ଟଙ୍କା ଶସ୍ତା ହେଲା ରୂପା, ସୁନା ମୂଲ୍ୟ ବି ହ୍ରାସ ପାଇଲା ଏତିକି, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ସୁନା ଏବଂ ରୂପା ଦର ଆଜି ହ୍ରାସ ପାଇଛି । ଗ୍ଲୋବାଲ ମର୍କେଟରେ ବହୁମୂଲ୍ୟ ଧାତୁମାନଙ୍କ ଦରରେ ହ୍ରାସ ଘଟି ଜାତୀୟ ରାଜଧାନୀର ସର୍ରାଫା ବଜାରରେ ସୁନା ୧୦ ଗ୍ରାମ ପିଛା ୧୫୦ ଟଙ୍କା କମିବା ସହ ୭୨ ହଜାର ୬୦୦…
ରବି ବିଷ୍ନୋଇଙ୍କୁ ଦଳରେ ସାମିଲ କରିବା ନେଇ କ’ଣ କହିଲେ ଇରଫାନ ପଠାନ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ କରାଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ଚୟନକର୍ତ୍ତାମାନେ…
ହଇଚଇ ସୃଷ୍ଟି କଲା ମାତ୍ର ଗୋଟିଏ ଇମେଲ, ବିପଦରେ ପଡିଗଲେ ୨୪ଟି ଏୟାରପୋର୍ଟ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଏକ ଆତଙ୍କବାଦୀ ୧୧୧ ସଂଗଠନର ଭୟଙ୍କର ଇମେଲ ଦେଶର ସୁରକ୍ଷାକୁ ଟାର୍ଗେଟ କରିଛି । ଯେଉଁଥିରେ ୨୪ଟି ବିମାନ ବନ୍ଦର ଏବଂ ଟର୍ମିନାଲ ଉପରେ ସିକ୍ୟୁରିଟୀ ବଢାଯାଇଛି । .. ଇମେଲ ଆଡ୍ରେସରୁ ପଠାଯାଇଥିବା ଏହି ଇମେଲ…
ତିହାର ଜେଲରେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଲେ ଭଗବନ୍ତ ମାନ; ବୁଝିଲେ କିପରି ରହିଛି ସ୍ୱାସ୍ଥ୍ୟାବସ୍ଥା
ନୂଆଦିଲ୍ଲୀ: ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ବୈଠକ ପରେ ସେ ଗଣମାଧ୍ୟମକୁ କହିଛନ୍ତି, ଆଜି ମୁଁ ତିହାର ଜେଲକୁ ଆମର ଜାତୀୟ ସଂଯୋଜକ…
ନିର୍ବାଚନ ପୂର୍ବରୁ କାହିଁକି କେଜ୍ରିୱାଲଙ୍କୁ ଗିରଫ କଲ? ଇଡିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଇଡି ଦ୍ୱାରା ନିଜ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଯାଚିକା ଉପରେ ମଙ୍ଗଳବାର ଅର୍ଥାତ୍ ଆଜି ଶୁଣାଣୀ ହୋଇଥିଲା । ଏହି ମାମଲାରେ…
(Video): RJDରୁ ଇସ୍ତଫା ଦେଲେ ବାହୁବଳୀ ନେତା ରାମା କିଶୋର ସିଂହ, ଜାଣନ୍ତୁ ଇସ୍ତଫା ପଛର କ’ଣ ରହିଛି କାରଣ
ପାଟନା: ଲୋକସଭା ନିର୍ବାଚନକୁ ନେଇ ବିହାର ରାଜନୀତି ବେଶ୍ ସରଗରମ । ଏଥିମଧ୍ୟରେ RJDର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ଲାଗିଛି ବଡ଼ ଝଟକା । ବିହାରର ବୈଶାଳୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ସାଂସଦ ତଥା…
ମନୀଷ ସିସୋଦିଆଙ୍କୁ କୋର୍ଟଙ୍କ ଠାରୁ ମିଳିଲା ଝଟକା, ଦ୍ୱିତୀୟ ଥର ମଧ୍ୟ ଖାରଜ ହେଲା ଜାମିନ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅଭିଯୁକ୍ତ କରାଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ ଏଭେନ୍ୟୁ କୋର୍ଟଙ୍କ ଠାରୁ ଏକ ବଡ଼ ଝଟକା ମିଳିଛି । ସେ ମଙ୍ଗଳବାର ଦିନ ଜାମିନ…
(video)ଲଣ୍ଡନ ସଡକ ଉପରେ ଖେଳିଗଲା ଆତଙ୍କ, ଖଣ୍ଡା ଧରି ଲୋକଙ୍କୁ ଅତର୍କିତ ଆକ୍ରମଣ କଲା ଯୁବକ
ଲଣ୍ଡନ: ଲଣ୍ଡନର ଉତ୍ତରପୂର୍ବ ହେନଲ୍ଟ ସହରରେ ମେଟ୍ରୋପଲିଟାନ ପୋଲିସ ଏପରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏ କି ହାତରେ ଏକ ଖଣ୍ଡା ଧରି ବହୁ ଲୋକଙ୍କୁ ଆକ୍ରମଣ କରି ଆହତ କରିଛି । ପୋଲିସ କହିଛି ଏହି ମାମଲାରେ ୩୬…
ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଭାରତୀୟ ଟିମ୍, କ୍ୟାପଟେନ- ରୋହିତ ଶର୍ମା, ଫେରିଲେ ରିଷଭ ପନ୍ଥ
ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱ କପ ପାଇଁ ଭାରତୀୟ ଟିମର ଘୋଷଣା କରାଯାଇଛି । ମଙ୍ଗଳବାର ୩୦ ଏପ୍ରିଲରେ ଅହମଦାବାଦରେ ହୋଇଥିବା ବୈଠକରେ ୧୫ ଜଣିଆ ସଦସ୍ୟ ବିଶିଷ୍ଟ ଟିମର ଘୋଷଣା କରାଯାଇଛି । ବିସିସିଆଇ ସଚ୍ଚିବ ଜୟ ଶାହ…