Browsing Category

ଦେଶ ବିଦେଶ

ଲଭ୍ ଜିହାଦର ଶିକାର ହେଲେ ହିନ୍ଦୁ ଯୁବତୀ: ଧମକ ଦେଇ ୩ ବର୍ଷ ଧରି ଯୌନ ଶୋଷଣ, ଧର୍ମ ପରିବର୍ତ୍ତନ କରିବାକୁ ପ୍ରୟାସ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଆସିଛି ଏକ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଗ୍ୱାଲିୟରରେ ଜଣେ ହିନ୍ଦୁ ଯୁବତୀ ଲଭ୍ ଜିହାଦର ଶିକାର ହୋଇଛନ୍ତି । ଯୁବତୀଙ୍କୁ ଜଣେ ଯୁବକ ୩ ବର୍ଷ ଧରି ଶାରୀରକ ଶୋଷଣ କରିବା ସହିତ ମାରପିଟ୍ କରିଥିବା…

ଗୁଜରାଟ ଉପକୂଳରୁ ୬୦୦ କୋଟି ଟଙ୍କାର ଡ୍ରଗ୍ସ ସହ ଧରାପଡ଼ିଲେ ୧୪ ପାକିସ୍ତାନୀ ନାଗରିକ

ଓଡ଼ିଶା ଭାସ୍କର: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଗୁଜରାଟ ଏଟିଏସର ମିଳିତ ଅପରେସନରେ ଭାରତୀୟ ତଟରକ୍ଷୀ ବାହିନୀ ଗୁଜରାଟ ଉପକୂଳରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରୁ ପ୍ରାୟ ୯୦ କେଜି…

ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ଆସିବ ବଡ଼ ଉପହାର! କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ଜାରି ରହିଛି । ଏହା ମଧ୍ୟରେ ଦୁଇଟି ପର୍ଯ୍ୟାୟର ମତଦାନ ସରିଥିବା ବେଳେ ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଜୁନ୍ ୪ ତାରିଖରେ…

ଭାରତ ନ ଆସି ଚୁପଚାପ ଚୀନ ଚାଲିଗଲେ ଏଲନ ମସ୍କ, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ: ଟେସଲା ସିଇଓ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମର ଏକ୍ସର ମାଲିକ ଏଲନ ମସ୍କ ରବିବାର ଦିନ ଚୀନ ଗସ୍ତ କରିଛନ୍ତି । ସମାଚର ଏଜେନ୍ସି ରଏଟର୍ସ ଏହି ମାମଲା ବିଷୟରେ ସୂଚନା ଦେଇଛନ୍ତି । ଏହା ଆଶ୍ଚର୍ଯ୍ୟଜନକ…

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଜୁଲାଇରେ ଆରମ୍ଭ ହେବ ବନ୍ଦେ ଭାରତ ମେଟ୍ରୋର ଟ୍ରାଏଲ୍ ରନ୍

ନୂଆଦିଲ୍ଲୀ: ବନ୍ଦେ ଭାରତ ମେଟ୍ରୋ ଟ୍ରେନକୁ ନେଇ ଭାରତୀୟ ରେଳବାଇ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆଣିଛି । ଭାରତରେ ସେମି ହାଇ ସ୍ପିଡ୍ ବନ୍ଦେ ଭାରତ ଟ୍ରେନର ସଫଳତା ପରେ ଅଳ୍ପ ଦୂରତାର ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍…

ଗୋପାଳଗଞ୍ଜରେ ଭୟଙ୍କର ସଡ଼କ ଦୁର୍ଘଟଣା: ଡ୍ରାଇଭର ସମେତ ତିନିଜଣ ଯବାନ ସହୀଦ, ଅନେକ ଆହତ

ନୂଆଦିଲ୍ଲୀ: ବିହାରର ଗୋପାଳଗଞ୍ଜରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଯେଉଁଠାରେ ଗୋପାଳଗଞ୍ଜରୁ ସୁପୌଲକୁ ଯାଉଥିବା ସୁରକ୍ଷା ବଳର ତିନିଟି ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭର ସମେତ…

(Video) ‘ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଦେବା ସହ ଚାଷୀଙ୍କ ଋଣ ଛାଡ କରିବୁ..’, ଭିଡିଓରେ ଦେଖନ୍ତୁ ଆଉ କ’ଣ କହିଲେ ରାହୁଲ ଗାନ୍ଧୀ

କଟକ: ଆଜି ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ସାଲେପୁରରେ ପହଁଚି ହଜାର ହଜାର ଲୋକଙ୍କୁ ସମ୍ବୋନ୍ଧିତ କରିଛନ୍ତି । ଏଥି ସହ ସେ ଜନସାଧାରଣଙ୍କୁ କିଛି ପ୍ରତିଜ୍ଞା କରିଛନ୍ତି । ଏହା ବ୍ୟତୀତ ସେ ବିରୋଧୀଙ୍କ…

(Video) କେବେ ଅନୁଭବଙ୍କୁ ମିଳିବ ପ୍ରାର୍ଥୀ ଟିକେଟ? ଷ୍ଟାର ପ୍ରଚାରକ ହୋଇ ରହିଯିବେ କି କେନ୍ଦ୍ରାପଡ଼ା ସାଂସଦ?

ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତିରେ ବିଜୟ ପାଇଁ ବୁଝି ବିଚାରି ଗୋଟି ଚଳାଉଛନ୍ତି ରାଜନୈତିକ ଦଳ । କେଉଁ ଆସନରୁ କାହାକୁ ପ୍ରାର୍ଥୀ କରିବେ, ଏ ନେଇ ବହୁ ଅଙ୍କକଷା ପରେ ଦିଆଯାଉଛି ଟିକେଟ । ଏହାଭିତରେ ଅନେକ ହେଭିୱେଟ ନେତା…

ସମଲିଙ୍ଗୀ ସମ୍ପର୍କକୁ ନେଇ କଠୋର ହେଲା ଇରାକ ସଂସଦ, ୧୫ ବର୍ଷ ପର୍ଯ୍ୟନ୍ତ ହୋଇପାରେ ଜେଲ ଦଣ୍ଡ

ବାଗଦାଦ: ଶନିବାର ଇରାକ ସଂସଦରେ ସମଲିଙ୍ଗୀ ସମ୍ପର୍କକୁ ନେଇ  ଏକ ଆଇନ ପ୍ରଣୟନ କରିଛି । ଇରାକରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚିତ କରାଯାଇ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଘୋଷଣା କରାଯାଇଛି । ଧାର୍ମିକ…

ମସଲାରେ କୀଟନାଶକ ପଦାର୍ଥ ମିଳିବାକୁ ନେଇ ଖୁଲାସା କଲା ଏମଡିଏଚ, କହିଲା ଏହି କଥା

ନୂଆଦିଲ୍ଲୀ: କ୍ୟାନ୍ସର ପରି ରୋଗ ଯାତ କରୁଥିବା କୀଟନାଶକ ପଦାର୍ଥ ମସଲାରେ ମିଳିବା ଖବର ପରେ ଅନେକ ବାଦ ବିବାଦ ସୃଷ୍ଟି ହୋଇଛି । ତେବେ ଏହି ବିବାଦ ମଧ୍ୟରେ ମସଲାର ସବୁଠାରୁ ପ୍ରମୁଖ ବ୍ରାଣ୍ଡ ଏମଡିଏଚ ଉପରେ ଲାଗିଥିବା…