Browsing Category
ଦେଶ ବିଦେଶ
ରାମରାଜ୍ୟରେ ବିପଦରେ ଶିଶୁ: ବେଆଇନ୍ ଚାଲାଣ ସମୟରେ ୯୫ ଶିଶୁଙ୍କୁ ଉଦ୍ଧାର
ଲକ୍ଷ୍ନୌ: ଉତ୍ତପ୍ରଦେଶର ଅଯୋଧ୍ୟା ବର୍ତ୍ତମାନ ନବନିର୍ମିତ ଭବ୍ୟ ରାମ ମନ୍ଦିରକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି । କିନ୍ତୁ ପ୍ରଭୁ ଶ୍ରୀରାମଙ୍କ ଏହି ରାମ ରାଜ୍ୟରେ ସୁରକ୍ଷିତ ନାହାନ୍ତି ନବଜାତ ଶିଶୁ । ଉତ୍ତରପ୍ରଦେଶର…
ଲାଲ ସାଗରରେ ପୁଣି ହୁତୀ ତାଣ୍ଡବ! ଭାରତ ଆସୁଥିବା ତେଳ ଟ୍ୟାଙ୍କ ଉପରେ ମିସାଇଲ ଆଟାକ୍
ନୂଆଦିଲ୍ଲୀ: ଲାଲ ସାଗରରେ ପୁଣିଥରେ ହୁତୀ ବିଦ୍ରୋହୀଙ୍କ ତାଣ୍ଡବ ଦେଖିବାକୁ ମିଳିଛି । ପୁଣିଥରେ ହୁତୀ ସଂକଟରେ ଥରି ଉଠିଛି ଲାଲ ସାଗର । ସମୁଦ୍ର ଦେଇ ଯାଉଥିବା ଜାହାଜ ଉପରେ ମିସାଇଲ ଆଟାକକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ…
ମଣିପୁରରେ କୁକୀ ଆତଙ୍କବାଦୀଙ୍କ ଆକ୍ରମଣ, ୨ ସିଆରପିଏଫ୍ ଯବାନ ସହିଦ
ଇମଫାଲ: ମଣିପୁରରେ ଥମିବାର ନାଁ ଧରୁନି ହିଂସା । ଦିନକୁ ଦିନ ଉଗ୍ରବାଦୀଙ୍କ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଥିମଧ୍ୟରେ ଶୁକ୍ରବାର କୁକୀ ଆତଙ୍କବାଦୀମାନେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ୍) ଉପରେ…
ତାଇୱାନରେ ପୁଣି ଭୂକମ୍ପ, ତୀବ୍ରତା ୬.୧: ଗୋଟିଏ ମାସରେ ତୃତୀୟ ଥର ପାଇଁ କମ୍ପନ ଅନୁଭୂତ, ଲୋକେ ଭୟଭୀତ
ତାଇୱାନ: ପୁଣିଥରେ ତାଇୱାନରେ ଭୂକମ୍ପ ଝଟକା । ବିଳମ୍ବିତ ରାତିରେ ସେଠାରେ ପୁଣି ଭୂକମ୍ପ ଅନୁଭୂତ ହୋଇଥିଲା । ଏପ୍ରିଲ ମାସରେ ଏହା ତୃତୀୟ ଥର ପାଇଁ ତାଇୱାନରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୬.୧ ବୋଲି…
(Video) ଏହା ଚଳଚ୍ଚିତ୍ର ନୁହେଁ ବାସ୍ତବ; ସ୍ୱାମୀ କନଷ୍ଟେବଳ, ସ୍ତ୍ରୀ ବନିଲେ IPS ଅଫିସର…
ଓଡ଼ିଶା ଭାସ୍କର: ତାମିଲନାଡୁର ଏନ୍ ଅମ୍ବିକା । ମାତ୍ର ୧୪ବର୍ଷ ବୟସରେ ଜଣେ ପୋଲିସ କନଷ୍ଟେବଳଙ୍କ ସହ ତାଙ୍କର ବିବାହ କରିଦିଆଗଲା । ୧୮ବର୍ଷ ଛୁଇଁଲା ବେଳକୁ ସେ ଦୁଇଟି ପିଲାର ମାଆ ମଧ୍ୟ ବନିଯାଇଥିଲେ । କେବେ ଭାବିନଥିଲେ…
ମେଘାଳୟ ଉପମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ବୋମାମାଡ଼
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଇଥିଲା । ମେ ୧୩ରୁ ଓଡ଼ିଶାରେ ୪ ପର୍ଯ୍ୟାୟ ବିଶିଷ୍ଟ ମତଦାନ ଆରମ୍ଭ ହେବ ।…
ଭାରତର ଆସ୍ଥା ସହ ଖେଳୁଛି କଂଗ୍ରେସ: ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସମ୍ଭାଲରେ ଏକ ନିର୍ବାଚନୀ ରାଲିରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । "କଂଗ୍ରେସ ଦେଶକୁ ବିଭାଜନ କରିବାକୁ ଚେଷ୍ଟା କରୁଛି । ବିଭାଜନ ଷଡ଼ଯନ୍ତ୍ର…
ହ୍ୱାଟ୍ସଆପ୍ର ବଡ଼ ଚେତାବନୀ; ଯଦି ଏନକ୍ରିପ୍ସନ୍ ଭାଙ୍ଗିବାକୁ ବାଧ୍ୟ କରାଯାଏ, ତେବେ ଆମେ ଭାରତ ଛାଡ଼ିବୁ
ନୂଆଦିଲ୍ଲୀ: ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ କହିଛି ଯେ ଯଦି ମେସେଜ ଏନକ୍ରିପସନ ଭାଙ୍ଗିବାକୁ ବାଧ୍ୟ କରାଯାଏ ତେବେ ଏହା ଭାରତ ଛାଡିପାରେ । ଏନକ୍ରିପ୍ସନ୍ ମାଧ୍ୟମରେ ପଠାଯାଇଥିବା ଏକ ମ୍ୟାସେଜ୍ କେବଳ ପଠାଇଥିବା ଲୋକ…
ସର୍ବଭାରତୀୟ ସେବା ନିୟମ: IAS-IPS ଚାକିରିରୁ ଇସ୍ତଫା ଦେଇଥିବା ପ୍ରାର୍ଥୀଙ୍କର ନାମାଙ୍କନ ରଦ୍ଦ ହେଲେ ସେ ପୁଣି ଚାକିରିକୁ ଫେରି ପାରିବେ କି?
ନୂଆଦିଲ୍ଲୀ: ଗତ ୧୯ ତାରିଖରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ପ୍ରତିଥର ଭଳି ଚଳିତ ଥର କିଛି ସର୍ବଭାରତୀୟ ଓ ରାଜ୍ୟସ୍ତରୀୟ ପ୍ରଶାସନିକ ଅଧିକାରୀ…
ଡଙ୍ଗାରେ ଆସିଲେ ଭୋଟ ଦେଲେ; ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ସାମିଲ ହେଲେ ତ୍ରିପୁରାର ବ୍ରୁ ଶରଣାର୍ଥୀ
ଅଗରତାଲା: ତ୍ରିପୁରା ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବ୍ରୁ ଭୋଟରମାନେ ଶୁକ୍ରବାର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହା ପୂର୍ବରୁ ସେ ଗତ ବର୍ଷ ମାର୍ଚ୍ଚରେ ହୋଇଥିବା ବିଧାନସଭା ନିର୍ବାଚନରେ ଭୋଟ୍ ଦେଇଥିଲେ।…