Browsing Category

ଦେଶ ବିଦେଶ

ଏକ୍ସାଇଜ ପଲିସୀ ମାମଲା: ଇଡି ପରେ କେ. କବିତାଙ୍କୁ ଗିରଫ କଲା CBI

ଦିଲ୍ଲୀ: ଦିଲ୍ଲୀ ମଦ ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତରେ ରହିଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ. କବିତାଙ୍କୁ ସିବିଆଇ ଗିରଫ କରିଛି । ଏହା ପୂର୍ବରୁ ଗତ ୧୦ ତାରିଖ ଦିନ ସିବିଆଇ…

ପାନ ମସଲା, ଗୁଟଖା ବ୍ୟବସାୟୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, GST ରିଟର୍ଣ୍ଣ ଫାଇଲିଙ୍ଗର ବଢିଲା ଡେଡଲାଇନ

ନୂଆଦିଲ୍ଲୀ: ସରକାର ପାନ ମସଲା, ଗୁଟଖା ଏବଂ ଏହିଭଳି ତମ୍ବାକୁ ଉତ୍ପାଦନକାରୀମାନଙ୍କୁ ପଞ୍ଜୀକରଣ ଏବଂ ମାସିକ ରିଟର୍ଣ୍ଣ ଦାଖଲ କରିବା ପାଇଁ ବିଶେଷ ପ୍ରକ୍ରିୟାର ଇପ୍ଲିମେଣ୍ଟେସନର ସମୟ ସୀମାକୁ ୧୫ ମେ ପର୍ଯ୍ୟନ୍ତ…

‘PoK ଆମର ଥିଲା ଏବଂ ରହିବ, PM ମୋଦୀ ଥାଉ ଥାଉ ଗୋଟିଏ ଇଞ୍ଚ ମଧ୍ୟ ନେଇ ପାରିବନି ଚୀନ’, ପଡ଼ୋଶୀଙ୍କୁ ୱାର୍ଣ୍ଣିଂ ଦେଲେ ରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନିର୍ବାଚନର ପରିବେଶ ରହିଛି ଏବଂ ଏହି ସମୟରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପଡୋଶୀ ଦେଶ ଚୀନ ଏବଂ ପାକିସ୍ତାନକୁ ନେଇ କହିଛନ୍ତି ଯେ, ଭାରତ ଉପରେ ଖରାପ ଦୃଷ୍ଟି ରଖୁଥିବା ଦେଶକୁ କଡ଼ା…

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଝଟକା: ଦଳର ନେତା ରୋହନ ଗୁପ୍ତା ବିଜେପିରେ ସାମିଲ ହେଲେ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖଠାରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ ।…

ୟୁପିର ଭଦ୍ରୋହୀ ଲୋକସଭା ଆସନ ପାଇଁ ବିନୋଦ କୁମାରଙ୍କୁ ଟିକେଟ ଦେଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖଠାରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ ।…

ସାରା ଦେଶରେ ଡାଉନ୍ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ, ସମସ୍ୟାରେ କୋଟି କୋଟି ୟୁଜର୍ସ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ମାଲିକାନା ବିଶିଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଆଜି ଟେକନିକାଲ ତ୍ରୁଟି ଦେଖାଦେଇଛି । ଫଳରେ କିଛି ୟୁଜର୍ସ ସାଇଟକୁ ଆକ୍ସେସ୍ କରିପାରୁନାହାନ୍ତି । ଅନଲାଇନ୍‌ରେ ଏହି ସମସ୍ୟା…

ଅଯୋଧ୍ୟାରେ ପହଞ୍ଚିଲା ସ୍ୱର୍ଣ୍ଣ ଅକ୍ଷରରେ ଲିଖିତ ରାମାୟଣ, ରାମଲଲାଙ୍କ ଗର୍ଭଗୃହରେ ରଖାଗଲା

ନୂଆଦିଲ୍ଲୀ: ଆଯୋଧ୍ୟାର ରାମ ମନ୍ଦିରରେ ସୁନାର ଅକ୍ଷରରେ ଲିଖିତ ରାମାୟଣର ସ୍ଥାପନା ମଙ୍ଗଳବାର ଦିନ ନବରାତ୍ରିର ପ୍ରଥମ ଦିନରେ କରାଯାଇଛି । ଜଣେ ପୂର୍ବତନ ଆଇଏସଏସ ଅଧିକାରୀ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀରାମ ଜନ୍ମଭୂମି…

ଇଦରେ ପାକିସ୍ତାନରେ ବଡ଼ଧରଣର ଦୁର୍ଘଟଣା: ତୀର୍ଥଯାତ୍ରୀଙ୍କ ବସ୍ ଓଲଟି ୧୭ ଜଣଙ୍କ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନରୁ ଇଦରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବାଲୁଚିସ୍ତାନର ସୀମାବର୍ତ୍ତୀ ସହରରେ ତୀର୍ଥଯାତ୍ରୀବାହୀ ବସ୍ ଘାଟି ଖସିପଡିବାରୁ, ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୩୮ ଜଣ ଆହତଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇଙ୍କୁ ଗିରଫ କଲା ପୋଲିସ, ଜାଣନ୍ତୁ କ’ଣ ରହିଛି ମାମଲା

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍‌ର ଅଲରାଉଣ୍ଡର ତଥା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇକୁ ମୁମ୍ବାଇ ପୋଲିସ ଗିରଫ କରିଛି । ତେବେ ୩ ବର୍ଷ ତଳର ଠକେଇ ମାମଲାରେ…

ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ପରୀକ୍ଷା ଖାତା ଦେଖି ଭାବୁକ ହୋଇଗଲେ ଶିକ୍ଷୟିତ୍ରୀ: ଆନସର ଶିଟରେ ଲେଖାଥିଲା ପ୍ରିୟ ମାଡାମଙ୍କ ଉପରେ ନିବନ୍ଧ

ନୂଆଦିଲ୍ଲୀ: ଆଜିର ଇଣ୍ଟରନେଟ ଜମାନାରେ ଅନେକ ସମୟରେ କିଛି ଛାତ୍ର ଓ କର୍ମଚାରୀଙ୍କ ଅଜବ ପ୍ରକାରର ହରକତ ବିଷୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଇଥାଏ । କେତେବେଳେ କୌଣସି କର୍ମଚାରୀ ତାଙ୍କ ଅଫିସର ବସଙ୍କ ନିକଟକୁ…