Browsing Category
ଦେଶ ବିଦେଶ
(Video) ଗ୍ରୀଷ୍ମ ଋତୁରେ ଜଳ ଗଚ୍ଛିତ କରୁଛି ଏହି ବୃକ୍ଷ, ଗଛରୁ ପାଣି ବାହାରୁଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ପୃଥିବୀରେ ଅନେକ ରହସ୍ୟ ବୃକ୍ଷ ଲତା ଠାରେ ଲୁଚି ରହିଛି । ମନୁଷ୍ୟ ଯେତେ ବି ଅନୁସନ୍ଧାନ କଲେ ସୁଦ୍ଧା ପ୍ରକୃତିର ବିଚିତ୍ର ବିଚିତ୍ର ଜିନିଷ ସାମ୍ନାକୁ ଆସିଥାଏ । ଏଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶର ଏଏସଆର…
ଅଣପ୍ରବାସୀ ଆମେରିକୀୟଙ୍କୁ ବଡ଼ ଝଟକା, ଏପ୍ରିଲ ୧ରୁ ବୃଦ୍ଧି ହେବ ଭିସା ଶୁଳ୍କ
ନୂଆଦିଲ୍ଲୀ: ଆପଣ ଆମେରିକା ଯିବାର ଯୋଜନା କରୁଛନ୍ତି କି ? ଯଦି ହଁ ତେବେ ଏହି ଖବର ଆପଣଙ୍କୁ ଝଟକା ଦେଇପାରେ । ଏପ୍ରିଲ ୧ରୁ ଅଣପ୍ରବାସୀ ଆମେରିକୀୟ ଭିସା ପାଇଁ ଆଦାୟ କରାଯାଉଥିବା ଶୁଳ୍କରେ ପ୍ରାୟ ୩ ଗୁଣା ବୃଦ୍ଧି…
(Video) ଜନ୍ମଦିନ ହେଲା ଶେଷ ଦିନ… Birthday କେକ୍ ଖାଇ ଚାଲିଗଲା କୁନି ଝିଅର ଜୀବନ
ନୂଆଦିଲ୍ଲୀ: ଜନ୍ମଦିନର ସୁନ୍ଦର କେକ୍ କୁନି ଝିଅ ପାଇଁ ମୃତ୍ୟୁର କାରଣ ପାଲଟି ଯାଇଛି । ଜନ୍ମଦିନର ସବୁ ଖୁସି ମାତ୍ର କେଇଟା ମୁହୂର୍ତ୍ତରେ ଶୋକରେ ପରିଣତ ହୋଇଯାଇଛି । ହସ ଖୁସିରେ ଜନ୍ମଦିନ କେକ୍ କାଟି ଖୁସିରେ ଜନ୍ମଦିନ…
ମହିଳା ଫୁଟବଲ ଖେଳାଳୀଙ୍କ ସହ ଅଭଦ୍ରତା, ଜେଲ ଗଲେ AIFF ଅଧିକାରୀ
ନୂଆଦିଲ୍ଲୀ: ବିବାଦ ଘେରରେ ଅଖିଲ ଭାରତୀୟ ଫୁଟବଲ ମହାସଂଘ(AIFF ) । ହିମାଚଳ ପ୍ରଦେଶର ୨ ଜଣ ମହିଳା ଫୁଟବଲରଙ୍କ ସହ AIFF ଅଧିକାରୀ ମାରପିଟ୍ କରିଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଅଧିକାରୀ ଜଣଙ୍କୁ ଗୋଆ ପୋଲିସ…
(Video)‘ଇଣ୍ଡିଆ ଜିନ୍ଦାବାଦ..’, ଭାରତୀୟ ନୌସେନାଙ୍କୁ ଧନ୍ୟବାଦ ଜଣାଇଲେ ପାକିସ୍ତାନୀ ମତ୍ସଜୀବୀ
ନୂଆଦିଲ୍ଲୀ: ଭାରତୀୟ ନୌସେନା ଆରବ ସାଗରରେ ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏଠାରେ ଭାରତୀୟ ନୌସେନାମାନେ ସମୁଦ୍ର ଲୁଟେରାଙ୍କୁ ଏକ ଉଚିତ ଶିକ୍ଷା ଦେଇଛନ୍ତି । ଏହି ସମୁଦ୍ର ଲୁଟେରାମାନେ ମାଛ ଧରାଳି…
‘ରାଜ୍ୟପାଳମାନଙ୍କୁ କୌଣସି କାମ କରିବା ବା ନ କରିବା ପାଇଁ କହିବା ଲଜ୍ଜାଜନକ’: ବିଚାରପତି ନାଗରତ୍ନା କହିଲେ..
ହାଇଦ୍ରାବାଦ: ରାଜ୍ୟପାଳ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଝଗଡ଼ା ଲାଗିବା କୌଣସି ନୂଆ କଥା ନୁହେଁ । ଏହି କିଛି ଦିନ ମଧ୍ୟରେ କିଛି ରାଜ୍ୟରେ ରାଜ୍ୟପାଳ ଏବଂ ସରକାରଙ୍କ ମଧ୍ୟରେ କଳହ ଏତେ ପରିମାଣରେ ବଢିଯାଇଛି ଯେ, ଯାହା…
ଆଜି ଦିଲ୍ଲୀରେ ‘INDIA’ର ଶକ୍ତି ପ୍ରଦର୍ଶନ, ସାମିଲ ହେବେ ୨୮ ଦଳର ନେତା
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫକୁ ନେଇ…
ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି: ବାପା-ମାଆଙ୍କ ଘରେ ରହିବାକୁ ପୁଅ ଦେଉଛି ମାସିକ ୪୦ ହଜାର ଟଙ୍କା ଘରଭଡ଼ା
ନୂଆଦିଲ୍ଲୀ: ଏ ଦୁନିଆରେ ସବୁ ଜିନିଷର ବିକଳ୍ପ ଥାଇପାରେ, ମାତ୍ର ବାପା-ମାଆଙ୍କର ବିକଳ୍ପ ନାହିଁ । ନିଜ ସନ୍ତାନଙ୍କ ପାଇଁ ବାପା-ମାଆଙ୍କ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥାଆନ୍ତି । ତେବେ ଏହା ମଧ୍ୟରେ…
ଏପ୍ରିଲ ୧ ତାରିଖ ସୁଦ୍ଧା ସାରି ଦିଅନ୍ତୁ ଏହି ସବୁ କାମ, ନହେଲେ ପଛରେ ବହୁତ ପସ୍ତେଇବେ: ହାତରେ ଆଉ ମାତ୍ର ଗୋଟିଏ ଦିନ ଅଛି
ଓଡ଼ିଶା ଭାସ୍କର: ଆଜି ହେଉଛି ମାର୍ଚ୍ଚ ୩୦ ତାରିଖ। ଏପ୍ରିଲ ୧ ତାରିଖ ହେବା ପାଇଁ ମଝିରେ ମାତ୍ର ଗୋଟିଏ ଦିନ ଅଛି। ତେବେ ଏହି ଏପ୍ରିଲ ୧ଠାରୁ ଦେଶରେ ଅନେକ ବଡ଼ ନିୟମ ବଦଳିବାକୁ ଯାଉଛି। କାରଣ ଏବେ ୨୦୨୩-୨୪ ଆର୍ଥିକ ବର୍ଷ…
ସନି ଦେଓଲଙ୍କ ଟିକେଟ କଟିଲା: ଗୁରଦାସପୁର ଆସନରୁ ଅନ୍ୟ ଜଣଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ…