Browsing Category

ଦେଶ ବିଦେଶ

ଆଉ ବେଶୀ ଦିନ ରହିବେ ନାହିଁ ପୁଟିନ! କାରଣ ବି ଖୋଲି କହିଲେ ଋଷର ନିର୍ବାସିତ ନାଗରିକ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ଯୁଦ୍ଧକୁ ଏକ ବର୍ଷ ବିତିଗଲାଣି । ଏପର୍ଯ୍ୟନ୍ତ ଯୁଦ୍ଧରେ ବିରାମ ଲାଗିବାର ନାଁ ବି ନେଉନି । ଋଷ ବିଜୟର ଆଶା ଛାଡି ପାରୁନାହିଁ ତ ସେପଟେ ଅଧିକାରକୁ ଅନ୍ୟ ହାତକୁ ଟେକି ଦେବା ପାଇଁ…

‘ମୋର ଇନିଂସ ଭାରତ ଯୋଡ଼ ଯାତ୍ରା ସହିତ ସମାପ୍ତ ହୋଇପାରେ’, ରାଜନୀତିରୁ ଅବସର ନେବା ନେଇ ସଂକେତ ଦେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ପୁର୍ବତ୍ତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ସକ୍ରିୟ ରାଜନୀତିରୁ ଅବସର ନେବା ନେଇ ସଙ୍କେତ ଦେଇଛନ୍ତି । କଂଗ୍ରେସ ଦଳର ସର୍ବଦଳୀୟ ଅଧିବେଶନକୁ ସମ୍ବୋଧିତ କରି ସୋନିଆ କହିଛନ୍ତି ଯେ '୨୦୦୪ ଏବଂ ୨୦୦୯ ରେ…

ଋଣ ଭାର ଦେଶ ପାଇଁ ବିପଦ ସୃଷ୍ଟି କରିପାରେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଚେତାବନୀ ଦେଇଛନ୍ତି ଯେ ଅସ୍ଥିର ଋଣଭାର ଦେଶର ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରୁଛି । ବିଶ୍ୱ ଅର୍ଥନୀତିରେ ସ୍ଥିରତା, ଆତ୍ମବିଶ୍ୱାସ ଏବଂ…

ହୋଲି ପୂର୍ବରୁ ରାସନ କାର୍ଡଧାରୀ ମାନଙ୍କୁ ଖୁସି ଖବର: ମିଳବ ଅଧିକ ଚାଉଳ

ନୂଆଦିଲ୍ଲୀ: ଦେଶର ରାସନକାର୍ଡଧାରୀ ମାନଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । ଆସନ୍ତା ମାସ(ମାର୍ଚ୍ଚ)ରୁ ସରକାରଙ୍କ ତରଫରୁ ଅଧିକ ଚାଉଳ ମିଳିବ ବୋଲି ଘୋଷଣା କରାଯାଇଛି । କନ୍ଦ୍ରେ ଏବଂ ରାଜ୍ୟ ସରକାରଙ୍କ ତରଫରୁ ଗରିବ…

World most Expensive Schools:ପିଲାଙ୍କୁ ପଢେଇବାର ସ୍ବପ୍ନ ଥିଲେ ଥରେ ଚେକ କରନ୍ତୁ ଏହାର ଦାମ ….

ନୂଆଦିଲ୍ଲୀ: ଯେତେବେଳେ ଶିକ୍ଷା କଥା ଆସେ, ଆମେ ଆମ ପିଲାମାନଙ୍କୁ ସର୍ବୋତ୍ତମ ଦେବାକୁ ଚେଷ୍ଟା କରୁ। ବେଳେବେଳେ ସେମାନେ ନିଜ ସଞ୍ଚୟକୁ ନିଜ ପିଲାମାନଙ୍କ ଶିକ୍ଷାରେ ବିନିଯୋଗ କରନ୍ତି । କେବଳ ଆଶାରେ ଆମ ପିଲାମାନେ ଭଲ…

ଗୃହରେ ଗର୍ଜିଲେ ଯୋଗୀ, କହିଲେ ପ୍ରଥମେ ମାଫିଆଙ୍କୁ ପ୍ରଶୟ ଦେବ ତାପରେ ତମାଶା ଦେଖିବ…

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ପ୍ରୟାଗର ରାଜୁ ପାଲ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ ଏବଂ ତାଙ୍କ ସୁରକ୍ଷା କର୍ମୀ ସନ୍ଦୀପ ନିଶାଦଙ୍କୁ ଗୁଳି ମାରି ହତ୍ୟା ଘଟଣାରେ ଆଜି ବିଧାନସଭାରେ ଅନେକ ହଟଗୋଳ…

୨୦୨୨ ରେ ଆଣ୍ଡାମାନ ଆକଶରେ ଭାରତ ଠାବ କରିଥିଲା ଉଡ଼ନ୍ତା ବସ୍ତୁ: ରିପୋର୍ଟ

ନୂଆଦିଲ୍ଲୀ: ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାରେ ଦେଖା ଦେଇଥିବା ଅଜଣା ଉଡ଼ନ୍ତା ବସ୍ତୁ ଚହଳ ସୃଷ୍ଟି କରିଥିବା ବେଳେ, ଏକ ବର୍ଷ ପୁର୍ବରୁ ଭାରତର ଉପକୂଳରେ ଏହା ଠାବ ହୋଇଥିବା ଜଣାପଡିଛି । ଭାରତ ଓ ଚୀନ୍ ଷ୍ଟ୍ରାଟେଜିକ…

କଂଗ୍ରେସ ସମ୍ମିଳନୀର ଦ୍ୱିତୀୟ ଦିନରେ ସମ୍ବୋଧନ କରିବେ ସୋନିଆ, ତିନୋଟି ପ୍ରସ୍ତାବ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ତିନିଦିନ ଧରି ହେବାକୁ ଥିବା କଂଗ୍ରେସସମ୍ମିଳନୀର ଆଜି ହେଉଛି ଦ୍ଵିତୀୟ ଦିନ। କଂଗ୍ରେସ ଦଳ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କଂଗ୍ରେସ ସମ୍ମିଳନୀର ଦ୍ୱିତୀୟ ଦିନରେ…

ମାଓବାଦୀ ଏବଂ ସୁରକ୍ଷାକର୍ମିଙ୍କ ମଧ୍ୟରେ ଗୁଳି ବିନିମୟ, ୩ ଯବାନ ସହିଦ

ଛତିଶଗଡ଼: ଶନିବାର ଛତିଶଗଡ଼ରେ ମାଓବାଦୀଙ୍କ ସହିତ ଗୁଳି ବିନିମୟରେ ୩ ଡିଆରଜି ଅଧିକାରୀ ସହିଦ ହୋଇଛନ୍ତି । ମାଓବାଦୀ ଏବଂ ସୁରକ୍ଷାକର୍ମିଙ୍କ ମଧ୍ୟରେ ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ,…

Indian Army ବଢିଲା ଗୌରବ: ଭାରତୀୟ ସେନାରେ ଇଂରେଜ ପରମ୍ପରାରେ ପଡିଲା ଯବନିକା

ନୂଆଦିଲ୍ଲୀ: ଦୀର୍ଘ ଦିନରୁ ଚାଲୁଥିବା ବିଭିନ୍ନ ପୁରୁଣା ପରମ୍ପରା ଉପରେ ରୋକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ ସେନା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶ ପରେ ଇଂରେଜ ଶାସନର ଅନେକ ପ୍ରଥାକୁ ବନ୍ଦ କରିବା…