fbpx
Browsing Category

ଦେଶ ବିଦେଶ

STATE Bankରେ ଖାତା ଖୋଲିଛନ୍ତି କି ? ଆସିଲା ବଡ ଅପଡେଟ

ନୂଆଦିଲ୍ଲୀ : ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ଦ୍ୱାରା ବଡ ସୂଚନା ଦିଆଯାଇଛି। କୋଟି କୋଟି ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି ବ୍ୟାଙ୍କ କିଛି ନମ୍ବର ଜାରି କରିଛି ଯେଉଁଥିରେ ଆପଣ ବହୁତ ବଡ ଲାଭ ପାଇବାକୁ…

ନଡ୍ଡାଙ୍କ ପରେ କିଏ ହେବ BJPର ପରବର୍ତ୍ତୀ ଅଧ୍ୟକ୍ଷ: ଆଗରେ ଓଡ଼ିଆ ପୁଅ ଧର୍ମେନ୍ଦ୍ରଙ୍କ ନାମ

ନୂଆଦିଲ୍ଲୀ: ଚଳିତ ମାସ ଶେଷରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ୩ ବର୍ଷିଆ କାର୍ଯ୍ୟକାଳ ସମାପ୍ତ ହେବ । ଏପରି ସ୍ଥିତିରେ ନଡ୍ଡାଙ୍କ କାର୍ଯ୍ୟକାଳକୁ ପୁଣି ବୃଦ୍ଧି କରାଯିବ ନା ଜଣେ ନୂଆ…

ମୃତ ଋଷୀୟ ନାଗରିକଙ୍କ ପୋଷ୍ଟ ମର୍ଟମ ଆଜି: ରିପୋର୍ଟ କହିବ ମୃତ୍ୟୁ ପଛର କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୃତ ଋଷୀୟ ନାଗରିକ ଚିଫ୍ ଇଞ୍ଜିନିୟର ମିଲ୍ ୟାକୁବ ସର୍ଜଇଙ୍କର ଆଜି ହେବ ପୋର୍ଟ ମର୍ଟମ । ଗତ ୨ ତାରିଖ ବିଳମ୍ବିତ ରାତ୍ରିରେ ପାରାଦୀପ ପୋର୍ଟର ଆଙ୍କରେଜରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ…

(Video) ଜୟମାଳା ସମୟରେ ବେଶି ଉତ୍ସାହିତ ହୋଇଗଲା ବର: କନ୍ୟାକୁ କୋଳରେ ଉଠାଇବାକୁ ଯାଇ ତଳେ…କ’ଣ ହେଲା ଦେଖନ୍ତୁ

ଆଜିକାଲି ବାହାଘର ଋତୁ ଚାଲିଛି, ଯାହାଫଳରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । ନିକଟରେ ବାହାଘରର ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥିଲା, ଯାହାକୁ ଦେଖି ୟୁଜର୍ସଙ୍କ ମୁହଁରେ ହସ ଫୁଠିଥିବା ଦେଖିବାକୁ…

ଚଳିତ ମାସରେ କୁନୋ ରାଷ୍ଟ୍ରିୟ ଅଭୟାରଣ୍ୟକୁ ଆସିପାରନ୍ତି ୧୨ ଚିତା

ନୂଆଦିଲ୍ଳୀ: ଦକ୍ଷିଣ ଆଫ୍ରିକାରୁ ଆଉ ୧୨ ଟି ଚିତା ଜାନୁଆରୀରେ ଭାରତରେ ପହଞ୍ଚିବେ ବୋଲି ଆଶା କରାଯାଉଛି । ସୂତ୍ରରୁ ଏହି ସୂଚନା ମିଳିଛି । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଏକ ସୂତ୍ରରୁ ପ୍ରକାଶ ପାଇଛି ଯେ ଦକ୍ଷିଣ…

ଖୁସିଖବର: ସରକାରୀ ଚାଉଳ ପାଇଁ ଆଉ ଦେବାକୁ ପଡ଼ିବନି ପଇସା, ମାଗଣା ହେଲା ଟଙ୍କିକିଆ ଚାଉଳ

ନୂଆଦିଲ୍ଲୀ/ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଇଁ ଆଉ ଦେବାକୁ ପଡ଼ିବ ନାହିଁ ଟଙ୍କା । ଟଙ୍କିକିଆ ଚାଉଳକୁ ମାଗଣା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏନଏଫଏସଏରେ ୩ କୋଟି ୨୬ ଲକ୍ଷଙ୍କୁ ମିଳୁଥିଲା…

IRCTCକୁ ଟ୍ୟାଗ୍ କରି ଟ୍ୱିଟ୍ କରିବା ପଡିଲା ମହଙ୍ଗା; ଆକାଉଣ୍ଟରୁ କଟିଲା ଏତିକି ହଜାର ଟଙ୍କା

ମୁମ୍ବାଇ: ଆଜିକାଲି ଅନେକ ଲୋକେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାନ୍ତି । ମିଟିଙ୍ଗ ଠାରୁ ଆରମ୍ଭ କରି ସପିଙ୍ଗ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏହି ସୋସିଆଲ ମିଡିଆ ମାଧ୍ୟମରେ ହିଁ କରନ୍ତି । କିନ୍ତୁ ସବୁପରେ ବି…

ତୁନିଶା ଶର୍ମାଙ୍କ ମୃତ୍ୟୁର ଆସିଲା ବଡ଼ ରହସ୍ୟ; ନିଜ ମା ହିଁ ତଣ୍ଟି ଚିପି ହତ୍ୟା କରିଥିବାର ଆସିଲା ଅଭିଯୋଗ

ନୂଆଦିଲ୍ଲୀ: ୨୪ ଡିସେମ୍ବର ୨୦୨୨ ରେ ଟିଭି ଅଭିନେତ୍ରୀ ତୁନିଶା ଶର୍ମା "ଅଲି ବାବା: ଦସ୍ତାନ-ଇ-କାବୁଲ' ସେଟରେ ଆତ୍ମହତ୍ୟା କରିଥିଲେ । ପୂର୍ବତନ ପ୍ରେମିକ ସିଜାନ ଖାନ ଏବଂ ତାଙ୍କ ପରିବାର ବିରୋଧରେ ଅଭିନେତ୍ରୀଙ୍କ ମା'…

ବାହାରୁ ଖାଇବା ଆଣିବା ଉପରେ ପ୍ରତିବନ୍ଧକ ଲଗାଇପାରିବେ ସିନେମାଘର ମାଲିକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ସ୍ପଷ୍ଟ କରିଛନ୍ତି ଯେ, ସିନେମା ହଲର ମାଲିକଙ୍କୁ ଥିଏଟର ଭିତରେ ଖାଦ୍ୟ ଏବଂ ପାନୀୟ ବାହାରକୁ ଆଣିବାରେ ରୋକିବାକୁ ଅଧିକାର ଅଛି । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ,…

ସମୟ ପୂର୍ବରୁ ହେବେ ବୁଢ଼ା ଓ ସମୟ ପୂର୍ବରୁ ହୋଇଯିବ ମୃତ୍ୟୁ: ଏହି ରିସର୍ଚ୍ଚର ଖୁଲାସାରୁ ଡରିଲା ସମଗ୍ର ବିଶ୍ୱ

ଆପଣ ପାଣିର ମହତ୍ତ୍ୱ ବିଷୟରେ ତ ନିଶ୍ଚିତ ପଢ଼ିଥିବେ ବା ଶୁଣିଥିବେ । ଶରୀର ପାଇଁ ପାଣି କେତେ ଜରୁରୀ, ତାହା ଆପଣ ଭଲଭାବରେ ଜାଣିଛନ୍ତି । ଅନେକ ଥର ଡାକ୍ତରମାନେ ମଧ୍ୟ ଆପଣଙ୍କୁ ଅଧିକରୁ ଅଧିକ ପାଣି ପିଇବାକୁ କହିଥିବେ ।…