Browsing Category
ଦେଶ ବିଦେଶ
ଗୋଟିଏ ବାଇକରେ ଏକା ସାଙ୍ଗରେ ୭ ଜଣ: ଗ୍ୟାଙ୍ଗ ଉପରେ ପୋଲିସ କଲା ଏମିତି କାର୍ଯ୍ୟାନୁଷ୍ଠାନ
ଓଡିଶା ଭାସ୍କର: ସୋସିଆଲ ମିଡିଆ ଏବେ ଲୋକଙ୍କ ପାଇଁ ଏଣ୍ଟରଟେନମେଣ୍ଟର ନୂଆ ପ୍ଲାଟଫର୍ମ ପାଲଟିଯାଇଛି । ଏଥିରେ ଭାଇରାଲ ହେଉଥିବା ଭିଡିଓ ଲୋକଙ୍କ ନିଦ ହଜାଇ ଦେଉଛି । ସେହିଭଳି ଏକ ଭିଡିଓ ଏବେ ସାମନାକୁ ଆସିଛି ।…
ବନ୍ଦ ହେଲା Paytm ସେବା! ଅନେକ ୟୁଜରଙ୍କ ମୋବାଇଲରେ କାମ କରୁନି ଲୋକପ୍ରିୟ ପେମେଣ୍ଟ ଆପ୍
ନୂଆଦିଲ୍ଲୀ: ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ଆପ୍ 'Paytm' ଅନେକ ଲୋକଙ୍କ ପାଇଁ ଠପ୍ ହୋଇଯାଇଛି । ଏ ନେଇ ଅଭିଯୋଗ ଦାୟର କରିଛନ୍ତି କିଛି ୟୁଜର । କିଛି ୟୁଜର ଏଥିରେ ଲଗ୍ ଇନ୍ ମଧ୍ୟ କରି ପାରୁନଥିବା ଅଭିଯୋଗ କରିଛନ୍ତି ।…
ଶୁଣ ହେଡ୍ ମାଷ୍ଟ୍ରେ, ସ୍କୁଲ କ’ଣ ତୁମ ବାପାର: ସରକାରୀ ସ୍କୁଲର ରୁମକୁ ୧୫ ହଜାର ଟଙ୍କାରେ ବିକ୍ରି କରିଦେଲେ ପ୍ରଧାନ ଶିକ୍ଷକ
ନୂଆଦିଲ୍ଲୀ: ଆମେ ସାଧାରଣ ଭାବେ ପ୍ରାଇଭେଟ ଘର, ଜାଗା ବିକ୍ରି ଆଉ ଭଡ଼ା ଦିଆଯିବା କଥା ଶୁଣିଛେ । ତେବେ ସରକାରୀ ସ୍କୁଲର ରୁମ୍ ବିକ୍ରି କରାଯିବା କଥା କେବେ ଶୁଣିଛନ୍ତି କି? କଥାଟି କିନ୍ତୁ ସତ । ଜଣେ ଶିକ୍ଷକ ସରକାରୀ…
ଚାରି ମହଲାରୁ ନିଜ ପିଲାକୁ ଫିଙ୍ଗିଦେଲା ମା’: ପରେ କରିବାକୁ ଯାଉଥିଲେ ଏମିତି କାମ
ନୂଆଦିଲ୍ଲୀ: କୌଣସି ପିଲା ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ ହେଉଛି ତା ମା'ର କୋଳ । ଅନେକ କ୍ଷେତ୍ରରେ ପିଲାମାନେ ଖରାପ ଦିଗକୁ ଚାଲି ଯାଇଥିବାର ଦେଖିବାକୁ ମିଳିଛି । କିନ୍ତୁ ମା' ତା ପିଲାକୁ ସବୁ ବିପଦରୁ ରକ୍ଷା କରିଥାଏ…
କଂଗ୍ରେସ ମହଙ୍ଗା ମାଡ଼ ଓ ବେକାରୀ ବିରୋଧରେ ଆନ୍ଦୋଳନ କରୁନାହିଁ: ରାମ ଜନ୍ମଭୂମିକୁ ବିରୋଧ କରି କଳା କପଡ଼ା ପିନ୍ଧୁଛି
ନୂଆଦିଲ୍ଲୀ: ଭାରତବର୍ଷରେ ଲାଗି ରହିଥିବା ମହଙ୍ଗା ମାଡ଼ ଓ ବେକାରୀକୁ ନେଇ ଆଜି କଂଗ୍ରେସ ପକ୍ଷରୁ ସାରା ଦେଶରେ ଜୋରଦାର ବିକ୍ଷୋଭ କରାଯାଇଛି । ରାହୁଲ ଗାନ୍ଧି ଓ ପ୍ରିୟାଙ୍କ ନେତୃତ୍ୱରେ କଂଗ୍ରେସ ଦିଲ୍ଲୀରେ ବିକ୍ଷୋଭ…
US କୁ ଡ୍ରାଗନର ନାଲି ଆଖି: ତାଇବାନ ଉପରେ ଉଡିଲା ଚୀନର ୮ ବିମାନ, ୧୩ ଯୁଦ୍ଧ ଜାହାଜ
ନୂଆଦିଲ୍ଲୀ: ଆମେରିକା ପ୍ରତିନିଧି ସଭାର ସ୍ପିକର ନାନ୍ସି ପେଲୋସିଙ୍କ ତାଇବାନ ଗସ୍ତ ପରେ ଚିହିଁକି ଉଠିଛି ଚୀନ । ଯୁଦ୍ଧ ପାଇଁ ସବୁ ବେଳେ ଧମକ ଦେଉଥିବା ବେଳେ ଏବେ କିଛି ଏମିତି କାରନାମା କରିଛି ଯାହା ସମସ୍ତଙ୍କୁ…
ବାପାଙ୍କ କାନ୍ଧ ଆମର ଭବିଷ୍ୟତ, ନଦୀ ଜଳ ଆମର ଅତି ନିଜର: ସ୍କୁଲ ବସ, ବାଇକ୍, ସାଇକେଲ ଆମ ପାଇଁ ସ୍ୱପ୍ନ
ନୂଆଦିଲ୍ଲୀ: ସରକାର ଶିକ୍ଷା, ଗମନାଗମନ ପାଇଁ ଯେତେ ବ୍ୟବସ୍ଥା ଗ୍ରହଣ କଲେ ମଧ୍ୟ ଅନେକ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି । ଆଜି ବି ଦେଶର ଏପରି କିଛି ସ୍ଥାନରେ ଲୋକମାନେ ବହୁତ କଷ୍ଟରେ ଜୀବନ ଯାପନ କରୁଛନ୍ତି । ଉପଯୁକ୍ତ…
ମିଳିଲା ୬୫୬ ଫୁଟ ଗଭୀର ବିଶିଷ୍ଟ ଏକ ରହସ୍ୟମୟୀ ସିଙ୍କହୋଲ, ବେଳକୁ ବେଳ ବଢ଼ୁଛି ଏହି ବିଶାଳକାୟ ଗର୍ତ୍ତ, ଚିନ୍ତାରେ ଭୂବୈଜ୍ଞାନିକ
ନୂଆଦିଲ୍ଲୀ: ଏକ ରହସ୍ୟମୟୀ ସିଙ୍କହୋଲକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଏହି ସିଙ୍କହୋଲର ଗଭୀର ୬୫୬ ଫୁଟ ହୋଇଥିବା ବେଳେ ଏହା ବେଳକୁ ବେଳ ବୃଦ୍ଧି ପାଉଛି । ତେଣୁ ଏହାର ରହସ୍ୟକୁ ନେଇ ଭୂବୈଜ୍ଞାନିକମାନେ ମଧ୍ୟ…
ଭାରତୀୟ ତୈଳ ବଜାରରେ ଋଷର ନୂଆ ଟ୍ୱିଷ୍ଟ: ସାଉଦି ଆରବକୁ ଏମିତି ପକାଇଲା ପଛରେ
ନୂଆଦିଲ୍ଲୀ: ୟୁକ୍ରେନ ବିପକ୍ଷରେ ଯୁଦ୍ଧ ମଧ୍ୟରେ ଭାରତୀୟ ତୈଳ ବଜାରରେ ଇତିହାସ ରଚିଛି ଋଷ । ଏହାରି ମଧ୍ୟରେ ସାଉଦି ଆରବ ସମେତ ଅନ୍ୟାନ୍ୟ ଓପେକ ଦେଶ ଗୁଡିକୁ ପଛରେ ପକାଇ ଋଷ ନିଜ ରାଜୁତି ଆରମ୍ଭ କରିଛି । ତୈଳ ରପ୍ତାନୀ…
ଭାରତକୁ ବଦନାମ କରିବା ପାଇଁ ପାକିସ୍ତାନର ନୂଆ ଚକ୍ରାନ୍ତ: ପଲଟୱାର କରିବ INDIA !
ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟତା ପ୍ରତ୍ୟାହାରକୁ ୩ ବର୍ଷ ପୁରଣ ହୋଇଛି । ୩ ବର୍ଷ ତଳେ ଠିକ ଆଜିର ଦିନରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଏହି ବିଲକୁ ସଂସଦରେ ଉପସ୍ଥାପନ କରି ଏହାକୁ…